ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଦେଶ ହେଲା କଳା ସସ୍କୃତିର ଦେଶ ଆମର ଏହି ଦେଶରେ କଳାକାର ମାନଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସେ । ଚଳଚିତ୍ର ଜଗତ ର ହିରୋଇନ ମାନେ ହୁଅନ୍ତୁ କିମ୍ବା ହିରୋ ମାନେ , କମେଡିଆନ ମାନେ ହୁଅନ୍ତୁ କିମ୍ବା ଗୀତିକାର ସମସ୍ତ ଙ୍କର କାର୍ଯ୍ୟ କଳାପକ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ହେଲେ ବର୍ତମାନ ସମୟ ରେ ଆପଣ ମାନଙ୍କ ପାଇଁ ଆସିଲା ଏକ ବଡ ଦୁଖଃ ଦାୟକ ଖବର । ପୁଣି ଜଣେ ଆପଣ ମାନଙ୍କର ଚଳଚିତ୍ର ଜଗତ ର ହିରୋଇନ ଙ୍କର କାର ଦୃଘଟଣା ରେ ମୃତ୍ୟୁ ହୋଇଛି । ମାତ୍ର 24 ବର୍ଷ ବୟସ ରେ ସେ ଏହି ଦୁନିଆଁ ଛାଡି ଚାଲିଜାଇଛନ୍ତି ।
ଏହି ଖବର ଆସିବା ପରେ ସବୁଠି ଶୋକର ଲହରୀ ଖେଳିଜାଇଛି । ସମସ୍ତେ ଦୁଖଃରେ ଭାଙ୍ଗି ପଡିଛନ୍ତି । ସେ ଏତେ ଜଲ୍ଦି ଦୁନିଆଁ ଛାଡି ଚାଲିଯିବେ କେହି ବି ଭାବି ନଥିବେ ବର୍ତମାନ ର ସୂଚନା ଅନୁସାରେ ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଗାୟୋତ୍ରୀ ଯିଏ କି ଖୁବ ଶୂଘ୍ର ଚଳଚିତ୍ର ଜଗତ ରେ କାମ କରିବାର ଥିଲା ଏବଂ ତାଙ୍କୁ ଅନେକ ଗୁଡିଏ ଚଳଚିତ୍ର ର ଅଫର ମଧ୍ୟ ମିଳିଥିଲା ।
ହେଲେ ଅଚାନକ ନିଜର ବନ୍ଧୁ ଙ୍କ ସହିତ ହୋଲି ଖେଳି ଫେରିବା ସମୟ ରେ ରାତ୍ରୀ ରେ କାର ଦୃଘଟଣା ଘଟିଥିଲା ସେହିଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ବନ୍ଧୁ ପ୍ରତାପ ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ସୂଚନା ମୁତାବକ ରବିବାର ଦିନ ଏହି ସବୁ ଘଟଣା ଘଟିଥିଲା ତାମିଲ ଇଣ୍ଡଷ୍ଟ୍ରୀ ରେ ବହୁତ ଜଲ୍ଦି ପାଦ ଥାପିବାକୁ ଯାଉଥିଲେ ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଗାୟୋତ୍ରୀ ।
ସୂଚନା ଅନୁସାରେ ସେ ବହୁତ ଗୁଡିଏ ରିଆଲିଟି ସୋ ଏବଂ ହିନ୍ଧି ସିରିଏଲ ରେ ମଧ୍ୟ କାମ କରିସାରିଥିଲେ ବହୁତ ଜଲ୍ଦି ସେ ସାଉଥ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରୀ ରେ କାମ କରିଥାନ୍ତେ । ହେଲେ ଅଚାନକ ଏମିତି ସେ ଦୁନିଆଁ ଛାଡିଚାଲିଯିବେ କେହି ବି ଜାଣିନଥିଲେ । ଏହି ଖବର ଆସିବା ପରେ ସବୁଠି ଶୋକ ର ଲହରୀ ଖେଳିଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।