ସରକାରଙ୍କ ନୂଆ ଯୋଜନା ମାତ୍ର 2 ଟଙ୍କା ରଖି ପାଆନ୍ତୁ 36 ହଜାର ଟଙ୍କା ।

mandhan yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ କିଛି ନା କିଛି ନୂଆ ଯୋଜନା ଆଣୁଛନ୍ତି । ଯେମିତି କିଛି ଦିନ ତଳେ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ଇ ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ରେ ବର୍ତମାନ ସୁଧା ପ୍ରାୟ 27 କୋଟି ରୁ ଅଧିକ ଲୋକ ମାନେ ରେଜିଷ୍ଟେସନ କରିସାରିଛନ୍ତି । ଯଦି ଆପଣ ମାନେ ବର୍ତମାନ ଯାଏ ଇ ଶ୍ରମ କାର୍ଡ ରେ ରେଜିଷ୍ଟେସନ କରିନାହାଁନ୍ତି ତେବେ ନିହାତି ଏହି ଇ ଶ୍ରମ କାର୍ଡ ରେ ରେଜିଷ୍ଟେସନ କରନ୍ତୁ । ଆଉ ଯଦି ଆପଣ ମାନଙ୍କ ପାଖରେ ଏହାର ରେଜିଷ୍ଟେସନ ସରିଛି ତେବେ ଆପଣ ମାନେ ନିହାତି ଭାବେ ଏହି କାମ କରି ନିଅନ୍ତୁ ।

ତେବେ ଆପଣ କେବଳ ଦିନ ରୁ 2 ଟଙ୍କା ଜମା କରି ମାସକୁ 36 ହଜାର ଟଙ୍କା ପାଇ ପାରିବେ କେମିତି ଆସନ୍ତୁ ଜାଣିନେବା । ତେବେ ପ୍ରଧାନ ମନ୍ତ୍ରୀ ଶ୍ରମ ଯୋଗିଁ ମାନଧନ ଯୋଜନା ରେ ରାସ୍ତା କଡରେ ଦୋକାନ ଲଗାଇଥିବା ବ୍ୟକ୍ତି ରିକ୍ସା ଚାଳକ ଏବଂ ନିର୍ମାଣ ଶ୍ରମିକ ମାନେ ଏହି ଯୋଜନା ରେ ଲାଭ ଉଠାଇ ପାରିବେ । ଏହି ଯୋଜନା ରେ ଦୈନିକ ଦୁଇ ଟଙ୍କା ରୁ କମ ନିବେଶ କରି ବାର୍ଷିକ 36 ହଜାର ଟଙ୍କା ପେନସନ ମିଳିବ।

modi

ତେବେ ଏହି ଯୋଜନା ରେ ମାସକୁ 55 ଟଙ୍କାର ନିବେଶ କରିବାକୁ ପଡିଥାଏ ଅର୍ଥାତ ଦିନକୁ ଦୁଇ ଟଙ୍କା ରୁ କମ ନିବେଶ ରେ ମଧ୍ୟ ଆପଣ 36 ହଜାର ପେନସନ ଉଠାଇ ପାରିବେ । ଏହି ଯୋଜନା ରେ ସାମିଲ ହେବା ପାଇଁ ସର୍ବନିମ୍ନ ବୟସ ସିମା 18 ଓ ସର୍ବାଧିକ ବୟସ ସିମା 40 ରହିଛି । ତେବେ 40 ବର୍ଷ ବୟସ ରେ ଯଦି ଆପଣ ଏହି ସେବା ପାଇଁ ଆବେଦନ କରୁଛନ୍ତି ତାହାଲେ ଆପଣଙ୍କୁ ମାସିକ ଦୁଇସହ ଟଙ୍କା ଜମା କରିବାକୁ ପଡିବ ।

ଏହି ଯୋଜନା ର ଫାଇଦା ଉଠାଇବା ପାଇଁ କମନ ସରଭିସ୍ ସେଣ୍ଟର ରେ ପଞ୍ଜି କରଣ କରିବାକୁ ପଡିବ। CSC ସେଣ୍ଟର ପୋର୍ଟଲ ରେ ଅନଲାଇନ ପଞ୍ଜି କରଣ ପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ ଏକାଣ୍ଟ ଆବସ୍ୟକ । ଏହି ବ୍ୟବସ୍ତା ରେ ଏକାଣ୍ଟ ଯୋଡିବା ପରେ ମାସକୁ ମାସ ଅଟମେଟିକ ପଇସା କଟିଯିବ ଆଉ ଆପଣ ମଧ୍ୟ 60 ବର୍ଷ ପରେ ପାଇ ପାରିବେ ବର୍ଷ କୁ 36 ହଜାର ଟଙ୍କା ପେନସନ ।

money

ତେବେ ଯଦି ଆପଣଙ୍କର ଇ-ଶ୍ରମ କାର୍ଡ ଥିବ ତେବେ ନିଶ୍ଚିନ୍ତ ଆପଣ ଏହି ଯୋଜନା ରେ ଆବେଦନ କରି ପାରିବେ କାହିଁକି ନା ଇ-ଶ୍ରମ କାର୍ଡ ଅସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ଥିବା ବେଳେ ଏହି ଶ୍ରମ ଯୋଗୀ ମନ୍ଧନ ଯୋଜନା ମଧ୍ୟ ଅସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *