ସ୍ୱାମୀଙ୍କୁ ଝୁରି ଝୁରି ହସ୍ପିଟାଲରେ ଭର୍ତ୍ତି ହେଲେ ହିରୋଇନ Rachana, ଏମିତି ହେଇଗଲାଣି ଅବସ୍ଥା ଦେଖିକି, ଆପଣ ବି କାନ୍ଦି ପକାଇବେ

rachana banerjee

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀଙ୍କ ମୃତ୍ୟୁ ପରେ ଝୁରି ଝୁରି ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ତେବେ ତଥ୍ୟ ଅନୁସାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଝୁରି ଝୁରି ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ତେବେ ଆପଣ ମାନେ ଜାଣିଥିବେ ନିକଟ ରେ ମୃତ୍ୟୁ ବରଣ କରିଛନ୍ତି ବଙ୍ଗଳା ଅଭିନେତା ଅଭିଷେକ ଚାଟାର୍ଜୀ ।

rachana banerjee

ତେବେ ବନ୍ଧୁଗଣ ଅଭିଷେକ ଚାଟାର୍ଜୀ ହେଲେ ରଚନା ବାନାର୍ଜି ଙ୍କ ଏକ ଭଲ ସାଙ୍ଗ ତଥା ଅନେକ ଚଳଚିତ୍ର ରେ ଏମାନେ ସ୍ୱାମୀ ସ୍ତ୍ରୀ ର ଭୂମିକା ରେ ଅଭିନୟ କରିଛନ୍ତି । ତେବେ ଭଲ ସାଙ୍ଗ ହୋଇଥିବାରୁ ଅଭିଷେକ ଚାଟାର୍ଜୀ ଙ୍କ ମୃତ୍ୟୁ ଦିନ ରଚନା ଭୋ ଭୋ ହୋଇ କାନ୍ଦି ପକେଇ ଥିଲେ ଅଭିଷେକ ଚାଟାର୍ଜୀ ଙ୍କୁ ଧରି ମଧ୍ୟ କାନ୍ଦି ପକେଇ ଥିଲେ ରଚନା ବାନାର୍ଜି । ଏବଂ ଅଭିଶେକ ଙ୍କ କଥା ପଚାରିବାରୁ ଭାବବିହୁଳ ହୋଇଥିଲେ ରଚନା ।

ତେବେ ଅଭିଷେକ ଚାଟାର୍ଜୀ ଙ୍କୁ ଝୁରି ଝୁରି ଏବେ ଗୁରୁତ୍ୱର ଅବସ୍ଥା ରେ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି ରଚନା ବାନାର୍ଜି । ତେବେ ଏହା କେତେ ଦୂର ସତ ଏହା ଜଣା ପଡି ନଥିଲେ ମଧ୍ୟ ରଚନା ଙ୍କ ହାବ ଭାବ ରୁ ଯାହା ଜଣା ପଡୁଛି । ତାଙ୍କର ଅବସ୍ଥା ଏହି ଭଳି ହିଁ ହୋଇଥିବ । କାରଣ ଅଭିଷେକ ଚାଟାର୍ଜୀ ଙ୍କ ମୃତ୍ୟୁ ଦିନ ତାଙ୍କର ପରିବାର ସହିତ ମିଶି ରଚନା ବାନାର୍ଜି ଭୋ ଭୋ ହୋଇ କାନ୍ଦୁଥିଲେ ।

Abhishek

ତେବେ ବନ୍ଧୁଗଣ ରଚନା ବାନାର୍ଜି ଏହି ଭଳି ପରିସ୍ଥିତି ରେ ଲୋକ ମାନେ ଭାବ ବିହୁଳ ହେବା ସହିତ ରଚନା ବାନାର୍ଜି ଙ୍କୁ ସମ୍ବେଦନା ଜଣେଇଥିଲେ । ତେବେ ରଚନା ବାନାର୍ଜି ଏବଂ ଅଭିଶେକ ଚାଟାର୍ଜି ଅନେକ ସମୟ ରେ ଏକାଠୀ ଫିଲ୍ମ ରେ ନଜର ଆସିଛନ୍ତି । ଏମିତିକି ଅନେକ ଚଳଚିତ୍ର ରେ ସେମାନେ ଏକାଠୀ ସ୍ୱାମୀ ସ୍ତ୍ରୀ ଭାବେ ନଜର ଆସିବା ସହିତ ଲୋକ ମାନେ ଏମାନଙ୍କ ଯୋଡି କୁ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *