ସରକାର୍ ଙ୍କ ବଡ଼ ଘୋଷଣା,ପ୍ରତି ପରିବାରକୁ ବର୍ଷକୁ ମିଳିବ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା। ଜାଣନ୍ତୁ କିପରି ପାଇବେ ଆପଣ

gas cylinders

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ହେଲା ସରକାର ଙ୍କ ବଡ ଘୋଷଣା ପ୍ରତି ପରିବାର କୁ ବର୍ଷ କୁ ମିଳିବ 3 ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା । ତେବେ ଆସନ୍ତୁ ଜାଣିନେବା ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ବିବରଣି । ସମସ୍ତ ଦର ଦାମ ବୃଦ୍ଧି ଆମ ପ୍ୟକେଟ ଉପରେ ସିଧା ସଳଖ ପ୍ରଭାବ ପକେଇ ଥାଏ । କୋରନା ପ୍ରଭାବ ଲୋକ ମାନଙ୍କ ଉପରେ ସିଧା ସଳଖ ପ୍ରଭାବ ପକେଇଥିଲା । କୋରନା ପ୍ରଭାବ ଦେଶ ରେ ସାଧାରଣ ଲୋକ ମାନଙ୍କ ଉପରେ ପ୍ରଭାବ ପକେଇଥିଲା ।

gas

ରନ୍ଧନ ଗ୍ୟାସ ମୂଲ୍ୟ ଦିନ କୁ ଦିନ ବୃଦ୍ଧି ପାଉଛି । ପେଟ୍ରୋଲ ପରେ ରନ୍ଧନ ଗ୍ୟାସ ର ଦର ବୃଦ୍ଧି ଯୋଗୁଁ ରାଜନୈତିକ ଦର ର ନୀଜର ରାଜନୀତି ଆରମ୍ଭ କରିଦେଇଛି । ଗୋଆ ର ମୂଖ୍ୟ ମନ୍ତ୍ରୀ ଏହି ସମୟ ରେ ଜନ ସାଧାରଣ ଙ୍କ ପାଇଁ ଏକ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ ଗୋଆ ରେ ଥିବା ସମସ୍ତ ପରିବାର କୁ ବର୍ଷ କୁ 3 ଟି ଗ୍ୟାସ ମାଗଣା ଦିଆଯିବ । ଗତକାଲି ଗୋଆ ର ମୂଖ୍ୟ ମନ୍ତ୍ରୀ ଭାବେ ପ୍ରୋମଦ ସାୱନ୍ତ ସପଥ ନେବା ପରେ ଏହି ସୂଚନା କୁ ଘୋଷଣା କରିଛନ୍ତି ।

ଗତ କାଲି ଗୋଆ ରାଜ୍ୟର ମୂଖ୍ୟ ମନ୍ତ୍ରୀ ଦ୍ୱତୀୟ ଥର ସପଥ ନେବା ପରେ ପ୍ରୋମଦ ସାୱନ୍ତ ଏ ଟ୍ୱିଟ କରିଥିଲେ ସେ ସେହିଥିରେ ଲେଖିଥିଲେ ଯେ ସପଥ ନେବା ପରେ ପ୍ରଥମ ବୈଠକ ରେ ବିଜେପି ନିର୍ବାଚନ ବେଳେ ଲୋକ ମାନଙ୍କୁ ଦିଆଜାଇଥିବା ପ୍ରତିଶୃତି ମାଗଣା ଗ୍ୟାସ ପୂରଣ କରିବା ପାଇଁ ପଦକ୍ଷେପ ନିଆଜାଇଛି । ତେଣୁ ରାଜ୍ୟ ର ପ୍ରତି ପରିବାର କୁ 3 ଟି ଲେଖାଏ ଗ୍ୟାସ ଯୋଗେଇ ଦେବା ପାଇଁ ଯୋଜନା କରିଛନ୍ତି ।

Pramod Sawant

2019 ରେ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ଏହି ଦଳ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛି ଥିଲା । ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ଦଳ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଦଳ ରାଜ୍ୟର ବଡପାର୍ଟି ଭାବେ ଉଭା ହୋଇଛି । 40 ଟି ଶାସନ ବିଶିଷ୍ଟ ଗୋଆ ବିଧାନ ସଭାରେ ବିଜେପି କୁ 20 ଟି ଆସନ ମିଳିଥିବାରୁ ଏଠାରେ ଏବେ ବିଜେପି ସରକାର ଗଠନ କରିଛି । ଏହା ପରେ ସେ ଏହି ନିସ୍ପତି ନେଇ ଘୋଷଣଆ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *