ଆସିଲା ସବୁଠୁ ବଡ ଖୁସିର ଖବର- Kalia Jojana ପାଇଁ ବଡ ଘୋଷଣା କଲେ ସରକାର, ଜାଣିଲେ ଖୁସିରେ ନାଚି ଉଠିବେ ଆପଣ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା କୁ ନେଇ ଆସିଲା ବହୁତ ବଡ ଖୁସୀ ଖବର । କାଳିଆ ଯୋଜନା ର ଯୋଗ୍ୟ ହୀତାଧିକାରୀ ମାନେ ଅପେକ୍ଷା କରି ବସିଛନ୍ତି କେବେ ମିଳିବ ସପ୍ତମ କିସ୍ତି ଟଙ୍କା ଆପଣ ମାନେ ଜାଣିଥିବେ କିଛି ଦିନ ତଳେ ଆମ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ପୁଣି କାଳିଆ ଯୋଜନା କୁ ନେଇ 3 ବର୍ଷ ଅବଧି କରାଯାଉ । ଆଉ ଏହା ସହିତ ଏକ ଖୁସୀ ଖବର ଆସିଛି ତେବେ ଏହି ଖୁସୀ ଖବର ଟି କଣ ରହିଛି ଆସନ୍ତୁ ଜାଣିନେବା ।

ତେବେ ବନ୍ଧୁଗଣ ବଜେଟ ରେ 18 ଶହ 74 କୋଟି ଟଙ୍କା ଘୋଷଣା କଲେ ଅର୍ଥ ମନ୍ତ୍ରୀ ଚଳିତ ଆର୍ଥିକ ବର୍ଷ ପାଇଁ ହିଁ ବଜେଟ ର ଉପସ୍ଥାପନା କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମୁଦାୟ 11,10 ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନା କରାଜାଇ ଥିବା ବେଳେ ଲୋକଙ୍କ ପାଖକୁ ପୁଣି ଆସିବ କାଳିଆ ଟଙ୍କା । 1.10 ଲକ୍ଷ କୋଟିରୁ ସରକାରୀ ଯୋଜନା ପାଇଁ 1 ଲକ୍ଷ କୋଟିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ ଖର୍ଚ୍ଚ ବାବଦରେ 10 ହଜାର କୋଟି ଟଙ୍କା ରଖା ଯାଇଛି।

nabine p

ଏହି ବଜେଟ ରେ କାଳିଆ ଟଙ୍କା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି କୃଷି ଏବଂ କୃଷକର ବିକାଶ ପାଇଁ କାଳିଆ ଯୋଜନା ପାଇଁ 18 ଶହ 74 କୋଟି ଟଙ୍କାର ବ୍ୟବସ୍ଥା ରହିଛି । ଅନ୍ୟ ପଟରେ ବିପର୍ଯ୍ୟୟ ମୁକାବିଲା ପାଇଁ 1 ହାଜର 2 ଶହ କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ ରଖାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ନିମନ୍ତେ 12 ହଜାର 2 ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଏହା ମଧ୍ୟରୁ 18 ହଜାର 74 କୋଟି ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରଖାଯାଇଛି ଏବଂ ଏଥି ସହିତ ମିଶନ ଶକ୍ତି ପାଇଁ 2 ହଜାର କୋଟି ଟଙ୍କା ରଖାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଟଙ୍କିକିଆ ଚାଉଳ ଭଳି ସାମାଜିକ ସୁରକ୍ଷା ଯୋଜନାର ପୁଞ୍ଜି ବେୟ ଉପରେ ଗୁରୁତ୍ୱ ଦିଆଜାଇଛି ।

ରାଜ୍ୟର ଅର୍ଥନୀତି ଜାତୀୟ ହାର ଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି 2022 ଏବଂ 2023 ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତି କୁ ବୃଦ୍ଧି 9 ରୁ 9.5 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ପ୍ରତିକୂଳ ପରିସ୍ଥିତି ସ୍ୱତ୍ତେ ରାଜ୍ୟରେ ଅର୍ଥନୀତି ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *