କାଲି ସକାଳ ୭:୩୦ ରୁ ଚମକିବ ଏହି ଦୁଇଟି ରାଶିର ଭାଗ୍ୟ,ହେବାକୁ ଯାଉଛନ୍ତି ଲକ୍ଷପତି

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଜାତକ ରେ ଗ୍ରହ ନକ୍ଷତ୍ର ରାଶି ଚକ୍ର ପ୍ରଭାବ ଆମ ଭାଗ୍ୟ କୁ ବଦଳାଇ ଦେଇ ପାରେ। ଏହା ଆମ ଜୀବନରେ ବଡ଼ ଧରଣର ପରିବର୍ତ୍ତନ ଘଟାଇ ପାରେ। ଭଗବାନ ଙ୍କ ଆର୍ଶୀବାଦ ଦ୍ୱାରା ଅନେକ କାର୍ଯ୍ୟ ସିଦ୍ଧି ହୁଏ। ସଫଳତା ହୁଏ। ତେବେ ବ୍ୟକ୍ତିଙ୍କ ଭାଗ୍ୟ ଉଭୟ କର୍ମ ଏବଂ ଜାତକ ଉପରେ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ଗ୍ରହ ମାନଙ୍କ ପ୍ରଭାବ ଦ୍ୱାରା ରାଜା ହୋଇପାରେ। ଏବଂ ଓଲଟା ପ୍ରଭାବ ଯୋଗୁଁ ଜଣେ ରାଜା ମଧ୍ୟ ରାତାରାତି ଭିକାରୀ ହୋଇପାରେ। ତେବେ କାଲି ସକାଳ ଗୁରୁ ବୃହସ୍ପତି ଙ୍କ କୃପାରୁ ଏହି ଦୁଇଟି ରାଶି ମାଲାମାଲ ହୋଇଯିବେ।

singha rashi

ସିଂହ ରାଶି; ଶରୀର ସୁସ୍ଥରହିବା ସହ ଆୟ ଉତ୍ତମ ହେବ । ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା ଜାରି ରଖିବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବାଣିଜ୍ୟ ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ ।

ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବନ୍ଧୁଙ୍କ ସହ ସମ୍ବନ୍ଧ ମଜଭୁତ ହେବ । ସୁସମ୍ବାଦ ମିଳିପାରେ ।

mina

ମୀନ ରାଶି ; ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଆର୍ଥିକ ଉନ୍ନତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହୀ ହେବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ।

ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ବ୍ୟବସାୟରେ ସଫଳତା ଅର୍ଜନ କରବା ଫଳରେ ସମସ୍ତ ଆଶା ପୂରଣ ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *