ଭାରତୀୟ ଦଳର ପୂର୍ବ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ଦେଖିବାକୁ ଏତେ ହଟ ଯେ ଆପଣ ଦେଖିଲା ମାତ୍ରକେ …

Daughter of Sourav Ganguly

ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ଅର୍ଥାତ ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ କିଏ ବା ନଜାଣେ ସେ ବର୍ତମାନ ସୁଦ୍ଧା ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରି ସଂମାନିତ ହୋଇ ହୋଇଛନ୍ତି । ସେ ବର୍ତମାନ ବୋର୍ଡ଼ ଅଫ ଇଣ୍ଡିଆ ର ଅଧକ୍ଷ ଅଟନ୍ତି। ସେ 1972 ରେ ବେଙ୍ଗଲ ର କୋଲକାତା ଠାରେ ଜନ୍ମ ଗ୍ରହଣ କରିଥିଲେ ସେ ତାଙ୍କ ଗ୍ରାଜୁଏସନ ବିଦେଶରେ ଶେଷ କରିଥିଲେ ଓ ପରବର୍ତୀ ସମୟରେ ସେ କ୍ରିକେଟ ଆଡକୁ ଟାଣି ହୋଇଆସିଲେ। ସେ ପ୍ରଥମେ ରଣଜୀ ଟ୍ରଫି ,ଦଳିପ ଟ୍ରଫି, ଓ ନିଜ ଦଳ ବେଙ୍ଗଲ ପାଇଁ ଖେଳି ଭଲ ପ୍ରଦର୍ଶନ କଲେ ଓ ପରବର୍ତୀ ସମୟରେ ତାଙ୍କୁ ରାଷ୍ଟ୍ରୀୟ ଦଳରେ ଖେଳିବା ପାଇଁ ଭାହନ କରାଗଲା ।

Sourav Ganguly

ସେ ତାଙ୍କର ଡେବ୍ୟୁ ମ୍ୟାଚ ରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚ ରେ 132 ରନ ର ପାଳି ଖେଳି ଟିମ ରେ ନିଜ ସ୍ଥାନ କୁ ସୁଦୃଢ କରିଥିଲେ । ଓ ପରବର୍ତୀ ସମୟରେ ସେ ଶ୍ରୀଲଙ୍କା,ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷ ରେ ଭଲ ପ୍ରଦର୍ଶନ ବଳରେ ଟିମ ରେ ତାଙ୍କୁ ଅଧିନାୟକ ଭୂମିକା ତୁଲାଇବାକୁ ପଡିଲା । ସେ 1998 ମସିହାରେ ରାହୁଲଙ୍କ ସହ ଏକ ଭାଗୀଦାରୀ ପ୍ରଥମ ଉଇକେଟ ପରେ 318 ରନ କରିଥିଲେ, ଯେଉଁଟା କି ଆଜି ମଧ୍ୟ ରେକର୍ଡ ହୋଇରହିଛି ।

ଇଂଲଣ୍ଡ ରେ ଏକ ମ୍ୟାଚ ସିରିଜ ଜିତିବା ପରେ ସେ ନିଜର ଗଂଜି ଖୋଲି ଉତ୍ସାହିତ କରିବା ଘଟଣା ବହୁତ ଚର୍ଚା ର ବିଷୟ ପାଲଟି ଥିଲା। ତାଙ୍କ ନେତୃତ୍ୱରେ 2003 ରେ ଭାରତ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ଫଳରେ ତାଙ୍କର ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏଥିପାଇଁ ତାଙ୍କୁ ଟିମ ରୁ ବଡ ଦେବାକୁ ପଡିଲା ପରବର୍ତୀ ସମୟରେ ସେ 2006 ରେ ପୁଣି ଆସି ଖେଳିଥିଲେ ତାପରେ ସେ ଅବସର ନେଇଯାଇଥିଲେ ।

Ganguly

ହେଲେ ଆଜି ଆମେ ତାଙ୍କ ଝିଅ ଙ୍କ ବିଷୟରେ ଆଲୋଚନା କରିବା ତାଙ୍କ ଝିଅର ନାଁ ହେଉଛି ସନା ଗାଙ୍ଗୁଲି ତାଙ୍କ ଜନ୍ମ 3 ନଭେମ୍ବର 2001 ରେ କୋଲକାତା ରେ ହୋଇଥିଲା । ବର୍ତମାନ ତାଙ୍କ ବୟସ ମାତ୍ର 18 ବର୍ଷ ସେ କୋଲକାତା ର ଏକ କଲେଜ ରେ ନିଜର ପଢାପଢି କରୁଛନ୍ତି । ଓ ସେ ନିଜ ପଢ଼ା ଉପରେ ବର୍ତମାନ ବହୁତ ଲକ୍ଷ ରଖୁଛନ୍ତି । ସେ ତାଙ୍କ ମାଙ୍କ ଭଳି ନୃତ୍ୟ ରେ ତାଙ୍କର ଆଗ୍ରହ ରହିଥିବାବେଳେ ସେ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *