ଏହି ତାରିଖରେ ଆସିବ କାଳିଆ ଯୋଜନା ଟଙ୍କା | ଆସିଲା ବଡ ଖବର

kalia

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳେ ଆପଣ ମାନଙ୍କ ପାଇଁ କିଛି ବଡ ଖବର ରହିଛି ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ପ୍ରଥମ ଖବର ଟି ହେଲା କୋରନା ସମୟ ରେ ପ୍ରଭାବିତ ହୋଇଥିବା ସ୍କୁଲ ପିଲାଙ୍କ ପାଠ ପଢା କୁ ଭରଣ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡିଛି । 70 କୋଟି ଟଙ୍କା ବିନିଯୋଗ ରେ ନବମ ଏବଂ ଏକାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ପାଇଁ ବ୍ରଜ୍ କୋର୍ସ ର ଆୟୋଜନ ହେଉଛି । ଯେଉଁଥିରେ ପିଲା ମାନଙ୍କ ଇଂରାଜୀ , ଗଣିତ ଏବଂ ବିଜ୍ଞ୍ୟାନ ଶିକ୍ଷା କୁ ଗୁରୁତ୍ୱ ଦିଆଯିବ ।

nabine p

ରାଜ୍ୟ ସରକାର ତୃତିୟ ପକ୍ଷ ଏଜେନ୍ସି ନିଯୁକ୍ତି କରି ଏହି ପରି ଏକ ନୂଆ ପ୍ରଣୟନ ଲାଗୁ କରିବା ପାଇଁ ନିସ୍ପତି ନେଇଛନ୍ତି । ଜାହାକି ପୂର୍ବରୁ କେବେ ବି ଓଡିଶା ରେ ହୋଇ ନଥିଲା । ଏହିଥି ପାଇଁ ଟେଣ୍ଡର ପକ୍ରିୟା ଆରମ୍ଭ ହୋଇଛି । ସୂଚନା ଅନୁସାରେ ତୃତୀୟ ରୁ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ ହେବାକୁ ଥିବା ଏହି କୋର୍ସ ରେ ଛାତ୍ରଛାତ୍ରୀ ଙ୍କୁ ଗତ ଦୁଇ ବର୍ଷ ପାଠ୍ୟ କ୍ରମ କୁ 40/60 ଅନୁପାତ ରେ ସାମିଲ କରାଯିବ ।

ତେବେ ବୋର୍ଡ ପରିକ୍ଷା ଥିବାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ଏହିଥିରୁ ବାଦ ପଡିବେ । ଉଦାହରଣ ସ୍ୱରୂପ ଜଣେ ଛାତ୍ର ଏବେ ଷଷ୍ଟ ଶ୍ରେଣୀ ରେ ପଢୁଛନ୍ତି ତେବେ ଏହି ବ୍ରିଜ କୋର୍ସ ମାଧ୍ୟମରେ ସେମାନଙ୍କୁ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ରେ ପାଠ ପଢାଯିବ । ଚତୁର୍ଥ ଶ୍ରେଣୀ ରେ 40 ଶତକଡା ଏବଂ ପଞ୍ଚମ ଶ୍ରେଣୀ ରେ 60 ଶତକଡା ପାଠ ପଢାଯିବ ।

na

ସେହି ପରି ଦ୍ୱତିୟ ଖବର ଟି ହେଲା ଆଉ ତିନି ବର୍ଷ ବଢେଇ ଥିଲେ ସରକାର କାଳିଆ ଯୋଜନା ର ଅବଧି କୁ ଏହି ବିଷୟ ରେ ଆପଣ ମାନେ ଜାଣିଥିବେ । ତେବେ 2019 ସାଧାରଣ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇ ଥିବା କାଳିଆ ଯୋଜନା ର ଅବଦ୍ଧି ମାର୍ଚ୍ଚ 31 ରେ ଶେଷ ହେଉ ଥିବା ବେଳେ ଏହାକୁ ତିନି ବର୍ଷ ଯାଏ ବଢାଇ ଥିବା ନିସ୍ପତି ହୋଇଥିଲା ।

ହେଲେ ଏହି ଯୋଜନା ଆଧାର ରେ ଅକ୍ଷୟ ତୃତୀଆ ଏବଂ ନୂଆ ଖାଇ କୁ ଚାଷୀ ଙ୍କ ଏକାଉଣ୍ଟ କୁ 2 ହଜାର ଟଙ୍କା ମିଳିବ ବୋଲି କୁହାଜାଇ ଥିଲା । ତେବେ ଆସନ୍ତା ମେ ମାସ 3 ତାରିଖ ରେ ରହିଛି ଅକ୍ଷୟ ତୃତୀୟା ରେ ଖୁବ ଶୀଘ୍ର କାଳିଆ ଯୋଜନା ର ହିତାଧିକାରୀ ମାନଙ୍କ ଏକାଉଣ୍ଟ କୁ ପଠାଯିବ 2 ହଜାର ଟଙ୍କା । ଆପଣ ମାନଙ୍କ ନାମ ଏହି ଲିଷ୍ଟ ରେ ରହିଥିଲେ ଆପଣ ମାନଙ୍କୁ ଏହି ଟଙ୍କା ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *