ଏହି ହିରୋଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର – ହେ ଭଗବାନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଓଡିଆ ସିରିଏଲ ସିନ୍ଦୁରର ଅଧିକାର ଏହି ସିରିଏଲ କୁ ଆପଣ ମାନେ ବହୁତ ପସନ୍ଦ କରନ୍ତି । ତେବେ ଯଦି ବର୍ତମାନ ସମୟ ରେ ଦେଖିବେ ଏହି ସିରିଏଲ ରେ ଲିଡ ଅଭିନେତା ଭାବେ କାମ କରୁଥିବା ଆରବ ସେ ଦେଇଛନ୍ତି ଆପଣ ମାନଙ୍କୁ ଏକ ଦୁଖଃ ଦାୟକ ଖବର । ସେ ଆପଣ ମାନଙ୍କୁ ସାହାଯ୍ୟ ରେ ଭିକ୍ଷା ମାଗିଛନ୍ତି । ତେବେ ବନ୍ଧୁଗଣ ଏମିତି କଣ ଘଟିଲା ଏବଂ କଣ ସେ ଦୁଖଃ ର ସହିତ ସାହାଯ୍ୟ ମାଗିଲେ ଏମିତି ପ୍ରକୃତ ରେ କଣ ହୋଇଛି ସବୁ କିଛି ନିଶ୍ଚିତ ଭାବେ ଆପଣ ମାନେ ଜାଣି ପାରିବେ । ସେହିଥି ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଆରବ ର ଅଭିନୟ କୁ ପସନ୍ଦ କରନ୍ତି। ସିନ୍ଦୁର ଅଧିକାର ସିରିଏଲ କୁ ବହୁତ ପସନ୍ଦ କରନ୍ତି ନିଶ୍ଚିତ ଭାବେ ପୋଷ୍ଟ କୁ ଲାଇକ କରିବେ । ତେବେ ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଓଡିଆ ସିରିଏଲ ସିନ୍ଦୁରର ଅଧିକାର ଏହି ସିରିଏଲ ରେ ଆରବ ଙ୍କର ଅଭିନୟ କୁ ବହୁତ ପସନ୍ଦ କରନ୍ତି । ଆପଣ ମାନେ ପର୍ସିନାଲ ଲାଇଫ ସହିତ ଯୋଡିତ ସବୁ କିଛି ଜାଣିବାକୁ ପସନ୍ଦ କରନ୍ତି ।

arab

ଆପଣ ମାନେ ସବୁ ସମୟ ରେ ସୋସିଆଲ ମିଡିଆ ରେ ଫୋଲ ମଧ୍ୟ କରନ୍ତି । ଆପଣ ମାନେ ପ୍ରତ୍ୟୋକ ମୂହୁର୍ତ୍ୱ ରେ ସେ କଣ କରୁଛନ୍ତି ଜାଣିବା ପାଇଁ ଚେଷ୍ଟା କରନ୍ତି । ତେବେ ବର୍ତମାନ ସମୟ ରେ ସେ ନିଜର ଫେନ ମାନଙ୍କୁ ବଡ ଦୁଖଃ ଦାୟକ ଖବର ଦେଇଛନ୍ତି । ତେବେ ଏହି ଖବର ହେଲା ତାଙ୍କର ଜଣେ ବନ୍ଧୁ ସୁଟିଂ କ୍ୟାମେରା ମ୍ୟନ ଙ୍କର ଏକ୍ସିଡେଣ୍ଟ ହୋଇଛି ଏବଂ ତାଙ୍କର ମୁଣ୍ଡ ରେ ଆଘାତ କାରଣ ରୁ ତାଙ୍କର ଅପରେସନ କରାଯିବ । ଏବଂ ଏହିଥି ପାଇଁ ଅନେକ ଗୁଡିଏ ଟଙ୍କା ର ଆବଶ୍ୟକ ରହିଛି ।

କେବଳ ଏହି କାରଣ ପାଇଁ ସେ ନିଜର ଫେନ ଏବଂ ବନ୍ଧୁ ମାନଙ୍କୁ ସାହାଯ୍ୟ ମାଗିଛନ୍ତି । ଆପଣ ମାନେ ଯଦି ପାରିବେ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ଜରିଆରେ ସାହାଯ୍ୟ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *