ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି .2 ଦିନ ରାଜ୍ୟରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା…ପାଣିପାଗ କେନ୍ଦ୍ର ସୂଚନା ଜାରକଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ସମସ୍ତେ ସୋସିଆଲ ମିଡିଆ ସହିତ ଯୋଡି ରହିଛନ୍ତି । ସୋସିଆଲ ମିଡିଆ ରେ ସମସ୍ତେ ପୋଷ୍ଟ କରିଥାନ୍ତି । ତେବେ ଦୁନିଆଁ ରେ ଏମିତି କିଛି ଲୋକ ମାନେ ରହିଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ରେ ଅଶ୍ଳିଳ ଫୋଟ କୁ ମଧ୍ୟ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ପାଇଁ ପଛାନ୍ତି ନାହିଁ । ପ୍ରତି ଦିନ ସୋସିଆଲ ମିଡିଆ ରେ ଅନେକ ପ୍ରକାରର ଭିଡ଼ିଓ ଭାଇରଲ ହୋଇଥାଏ । ଏହି ସୋସିଆଲ ମିଡିଆ ମାଧ୍ୟମ ରେ ଆମେମାନେ ଅନେକ ପ୍ରକାରର ଖବର ଜାଣି ପାରୁ ।

ସେମିତି ରେ ଆପଣ ମାନେ ସବୁ ଜାଣିଥିବେ ପ୍ରକୃତିର ନିୟମ କୁ କି କେମିତି ପ୍ରକାରର ତାଣ୍ଡବ ରଚେଇଥାଏ । ପ୍ରକୃତିର ନିୟମ କୁ କେହି ବି ବଦଳେଇ ପାରିବ ନାହିଁ। ଏମିତି କହିବାର କାରଣ ହେଉଛି ପୁଣି ଆସୁଛି ଏକ ଲଘୁଚାପ । 7 ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ 7 ତାରିଖ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ।

rain

ଆଉ ଏହାର ପ୍ରଭାବରେ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର କୈଣସି ପ୍ରଭାବ ଓଡିଶା ଉପରେ ପଡିବ କି ନାହିଁ ଏହାର ପୂର୍ବନୁମାନ ପାଣିପାଗ ବିଭାଗ କରିନାହିଁ । ଏହା ସହିତ ଅନ୍ୟ ପକ୍ଷ ରେ ସୂଚନା ମିଳିଛି କି । ଲଘୁଚାପ ପ୍ରଭାବ ରେ ଓଡିଶା ରେ ହେଉଥିବା ଗ୍ରଷ୍ମ ର ପ୍ରୋକପ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷ ରୁ କୁହାଜାଇଛି ।

ଗୋଟେ ପଟେ ତତଲା କଢେଇ ରେ ସିଝୁଛି ଓଡିଶା । ଚାଇଁ ଚାଇଁ ଖରା ରେ ସମସ୍ତେ ଆଉଟୁ ପାଉଟୁ ହେଉଛନ୍ତି । ପଶ୍ଚିମ ଓଡିଶା ରେ ଗ୍ରଷ୍ମ ପ୍ରଭାବ ଜାରି ରହିଥିବା ବେଳେ ଉପକୂଳ ଓଡିଶା ରେ ଗତ କିଛି ଦିନ ହେବ କୋହଲା ପାଗ ଜାରି ରହିଛି । ସକାଳୁ ଟିକେ ଥଣ୍ଡା ଲାଗୁଥିବା ବି ଦିନ ବଢିବା ସହିତ ଗରମ ଅନୁଭୂତ ହେଉଛି । ତେବେ ଆପଣ ମାନଙ୍କ ଅଞ୍ଚଳ ରେ କେମିତି ଗରମ ର ପ୍ରଭାବ ରହିଛି ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *