ବଦଳିଲା Tapaswini ଙ୍କ ମନ ! Sumit ମୁଁ ତୁମ ସହ ମିଶି କ୍ୱାର୍ଟରରେ ରହିବି, ତୁମେ ଡ୍ୟୁଟି ରୁ ଫେରିଲେ ଖୁଆଇଦେବି… ଦେଖନ୍ତୁ Video

sumite

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଏବେ ଚର୍ଚ୍ଚା ରେ ଆସିଛନ୍ତି ଦୁଇ ନବଦମ୍ପତୀ ସୁମିତ ଏବଂ ତପସ୍ୱିନୀ ଯାହା ଏବେ ସୋସିଆଲ ମିଡିଆ ରେ ଘୁରି ବୁଲିଛି । ଏହି କିଛି ଦିନ ତଳେ ଏହି ଦୁହିଁଙ୍କ ବିବାଦ ସୃଷ୍ଟି ହୋଇଥିଲା । ଯାହା ପାଇଁ ଏବେ ପର୍ଯ୍ୟନ୍ତ ଦୁହେଁ ଅଲଗା ରହୁଛନ୍ତି । କିଛି ଦିନ ତଳେ ଡାକ୍ତର ସୁମିତ ଙ୍କୁ ପାଇବା ପାଇଁ ତପସ୍ୱିନୀ ଆଇନ ର ଆଶ୍ରୟ ନେଇଥିଲେ । ଆଉ ସେହି ସ୍ୱମୀ ସ୍ତ୍ରୀ ଙ୍କ ଝଗଡା ସାରା ଦୁନିଆଁ ଦେଖିଛି । ଏବଂ ସୁମିତ ଓ ତପସ୍ୱିନୀ ବିବାହ ପରେ ମଧ୍ୟ ଅଲଗା ରହିଥିଲେ ଯାହା ପାଇଁ ପତ୍ନୀ ତପସ୍ୱିନୀ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଥିଲା।

tapashine

ସେହି ବିଷୟ ରେ ଆସନ୍ତୁ ଜାଣିନେବା । ଆଉ ସେହି ଘଟଣା ପରେ ଦୁହେଁ ଅନେକ ଥର କୋର୍ଟ ଆସିବା ପରେ କିଛି ସମାଧାନ ହୋଇଥିଲେ ମଧ୍ୟ । ସଂମ୍ପର୍ଣ୍ଣ ହୋଇପାରି ନଥିଲା । ଏବେ ତପସ୍ୱନୀ କହିଛନ୍ତି ଯେ ତାଙ୍କର ସେହି ପୁରୁଣା ଦିନର କିଛି ସୃତି ଯେତେ ବେଳେ ଡାକ୍ତର ସୁମିତ ଏବଂ ତପସ୍ୱିନୀ ମିଶି ଦୁହେଁ ରହୁଥିଲେ । ଆଉ ସେହି ଏହା କହିଛନ୍ତି କି ମୁଁ ବୋହୁ ହିସାବ ରେ ସବୁ ପାଇଥିଲେ ବି ତାଙ୍କ ପାଖରେ ରହିପାରୁ ନାହିଁ ।

ଆଉ ସେହି ପରି ମିଶି କରି ଖାଇବା ଓ ରହିବା ମଧ୍ୟ ନାହିଁ । ଯେମିତି ଆଗରୁ ତୁମେ ଅଫିସ ଯାଉଥିଲ ଆସିବା ପରେ ମୁଁ ଅପେକ୍ଷା କରି ବସି ରହିଥାଏ ଖାଇବା ପାଇଁ। ଯାହା କୁ ମନେ ପକେଇ ବହୁତ ଦୁଃଖ ଅନୁଭବ କରୁଛନ୍ତି ସେ। ଏହି ସମୟରେ କୋର୍ଟ ମଧ୍ୟ କିଛି ଆଦେଶ ଦେଇଛନ୍ତି ଯେ ଦୁହିଁଙ୍କର ଭଡା ଘରର ଭିଡ଼ିଓ ବନେଇ ଆଣି ଦାଖଲ କରିବା ପାଇଁ। ଏହାରି ମଧ୍ୟରେ ତପସ୍ୱିନୀ ଚାହୁଁଛନ୍ତି ଯେ ସୁମିତ ଙ୍କ ସହିତ ସେ ତାଙ୍କର ସରକାରୀ କ୍ୱାଟର ରେ ରହିବା ପାଇଁ । ଯେମିତି ସେମାନେ ଆଗରୁ ରହୁଥିଲେ ସେମିତି ଭାବରେ ଆଉ ଏମିତି କିଛି ମନେ ପକେଇ ଜଣେଇଛନ୍ତି ।

Sumit

ଏହାରି ମଧ୍ୟରେ ଦୁହେଁ ମିଶିବା ପାଇଁ ଅନେକ ପ୍ରୟାସ ମଧ୍ୟ କରୁଛନ୍ତି । ଜାହାର ଭିଡ଼ିଓ ଅନେକ ସମୟ ରେ ନଜର ଆସିଥାଏ । ତେବେ ଜାହାବି ହେଉ ଆମ ସମସ୍ତ ଙ୍କ ଇଚ୍ଛା ଉଭୟ ସ୍ୱାମୀ ସ୍ତ୍ରୀ ମିଶି ଜାଆନ୍ତୁ । କାରଣ ଗୋଟିଏ ସଂମ୍ପର୍କ ଗଢିବା ପାଇଁ ଅନେକ ସମୟ ଲାଗେ । ହେଲେ ତାକୁ ଭାଙ୍ଗିବା ପାଇଁ ବହୁ କମ୍ ସମୟ ଲାଗେ । ଆପଣ ମାନେ ମଧ୍ୟ ସଂମ୍ପର୍କ ର ମୂଲ୍ୟ ବୁଝନ୍ତୁ । ଦେଖିବେ ଆପଣ ମାନଙ୍କ ଜିବନ ଖୁବ ଆନନ୍ଦ ଉହ୍ଲାସ ରେ କଟିବ । ତେବେ ତପସ୍ୱିନୀ ଏବଂ ସୁମିତ ଙ୍କ କଥା ଯଦି ଦେଖିବା ଉଭୟ ବହୁତ କିଛି ସହିଲେଣୀ ଆମ ସମସ୍ତ ଙ୍କ ଇଚ୍ଛା ସେମାନେ ଦୁହେଁ ପୁଣି ମିଶି ଜାଆନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *