ସୂର୍ଯ୍ୟପରାଗ 2022: ହେବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, 4 ରାଶିଙ୍କ ଭାଗ୍ୟରେ ରହିଛି ପ୍ରବଳ ଧନଯୋଗ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2022 ରେ ଦୁଇଟି ସୂର୍ଯ୍ୟ ପରାଗ ରହିଛି । ତେବେ ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ମାସ 30 ତାରିଖ ରେ ହେବାକୁ ଯାଉଛି। ଏହା ସଂମ୍ପର୍ଣ୍ଣ ଆଂସିକ ସୂର୍ଯ୍ୟ ପରାଗ ହୋଇଥିବା ବେଳେ ଅକ୍ଟୋବର 25 ତାରିଖ 2022 ମସିହା ରେ ଦ୍ୱତୀୟ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏପ୍ରିଲ 30 ତାରିଖ ରେ ଲାଗିବାକୁ ଥିବା ସୂର୍ଯ୍ୟ ପରାଗ ମଧ୍ୟ ରାତ୍ରୀ 12.15 ମିନିଟ ରୁ ଆରମ୍ଭ ହେବ । ଏବଂ ମେ ମାସ 1 ତାରିଖ ସକାଳ 4.06 ମିନିଟ ରେ ଶେଷ ହେବ ।

ତେବେ ଜ୍ୟୋତିଷ ଶାସ୍ତ୍ର ରେ ସୂର୍ଯ୍ୟ ପରାଗର ଅନେକ ମହତ୍ୱ ରହିଛି । ଗ୍ରହ ଆମ ଜିବନ ରେ ଗଭୀର ପ୍ରଭାବ ପକେଇଥାନ୍ତି । ସମସ୍ତ ଗ୍ରହ ମାନଙ୍କ ରାଜା ପତି ଏବଂ ଆତ୍ମାର କାରକ ବିଶ୍ୱାସ କରାଯାଏ। ଯେ ଯେତେ ବେଳେ ସୂର୍ଯ୍ୟ ପରାଗ ହୁଏ ସେତେ ବେଳେ ସୂର୍ଯ୍ୟ ଙ୍କର ପ୍ରଭାବ କମିଯାଏ । ବିଭିନ୍ନ ରାଶି ଉପରେ ଏହାର ନାକାରାତ୍ମକ ପ୍ରଭାବ ପଡିଯାଏ । କିଛି ରାଶି ଉପରେ ଏହାର ଭଲ ପ୍ରଭାବ ମଧ୍ୟ ପଡିଥାଏ । ତେଣୁ 30 ଏପ୍ରିଲ ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ରେ 4 ଟି ରାଶି ଉପରେ ବେଶ ଭଲ ପ୍ରଭାବ ପଡୁଛି ।

astrolog

ବୃଷ ରାଶି: ଏହି ସୂର୍ଯ୍ୟ ପରାଗ ବୃଷ ରାଶିର ଲୋକମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ରହିଛି କର୍ମ କ୍ଷେତ୍ରରେ ଲାଭବାନ ହେବାର ଅତ୍ୟନ୍ତ ସମ୍ଭାବନା ରହିଛି ଚାକିରୀରେ ଆପଣଙ୍କର ପଦୋନ୍ନତୀ ହୋଇପାରେ ସହଭାଗୀଦାର କାର୍ଯ୍ୟରେ ମଧ୍ୟ ମୋଟା ଅଙ୍କର ଲାଭ ମିଳିପାରେ ଏହି ସମୟରେ ଆପଣ ନିଜ କର୍ମ କ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ।

କର୍କଟ ରାଶି : ଦର୍ଶକ ବନ୍ଧୁ ଆପଣ ମାନଙ୍କର ଆର୍ଥିକ ଅବସ୍ଥା ବୋହୁତ ଉନ୍ନତି ହେବ ସରକାରୀ ଚାକିରୀ କରିଥିବା ଲୋକମାନଙ୍କର ପାଇଁ ମଧ୍ୟ ଏହି ସୂର୍ଯ୍ୟ ପରାଗ ବେଶ୍ ଭଲ ରହିବ ବିଦେଶରେ ଚାକିରୀ ସୁଯୋଗ ମଧ୍ୟ ମିଳିପାରେ ସୂର୍ଯ୍ୟ ପରାଗ ସମୟରେ ଯଥା ସମୟ ଭଗଵାନଙ୍କ ଆରାଧନା କରନ୍ତୁ ବ୍ୟବସାୟୀ ମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରନ୍ତୁ।

Astrology

ତୁଳା ରାଶି: ଏହି ସୂର୍ଯ୍ୟ ପରାଗ ତୁଳା ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଆପଣଙ୍କର ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି ଅନେକ ଦିନରୁ ପଡ଼ି ରହିଥିବା କାର୍ଯ୍ୟ ସବୁ ସରିଯିବ ଗ୍ରହଣ ଲାଗିବା ସମୟରେ କରାଯାଇଥିବା ସମସ୍ତ କାମ ସଫଳ ହେବ ଏହି ସମୟରେ କରାଯାଇଥିବା ସମସ୍ତ ଯାତ୍ରା ମଧ୍ୟ ଲାଭ ଦାୟକ ହେବ ସୂର୍ଯ୍ୟ ପରାଗ ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ସୁଭାଫଳ ଆଣିବ।

ଧନୁ ରାଶି: ଏହି ସୂର୍ଯ୍ୟ ପରାଗ ଧନୁ ରାଶି ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ରହିଛି ଆପଣ କାର୍ଯ୍ୟରେ ସଫଳତା ପାଇବେ ଧର୍ମ କ୍ଷେତ୍ର ଏବଂ ସମାଜରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ ଏହି ସୂର୍ଯ୍ୟ ପରାଗ ଆପଣଙ୍କ ଭାଗ୍ୟକୁ ଆହୁରି ଦୃଢିଭୂତ କରିପାରେ ନିଜର ଯୋଗ୍ୟତାକୁ ବିଶ୍ୱାସ କରି ଆପଣ ଏହି ସୂର୍ଯ୍ୟ ପରାଗ ସମୟରେ କୌଣସି ବି ନୂଆ କାମ ଆରମ୍ଭ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *