ହାତକୁ ଦୁଇ ହାତ ହୋଇପାରନ୍ତି ସୋନାଲି…

Sonali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ୍ଠ ଶୀଳ୍ପି ସୋନାଲୀ ନନ୍ଦ ଙ୍କୁ ନେଇ ଏବେ ଆଉ ଗୋଟିଏ କଥା ଚର୍ଚ୍ଚା ହେଉଛି । ଏହାରି ମଧ୍ୟ ରେ ହାତ କୁ ଦୁଇ ହାତ ହୋଇ ପାରନ୍ତି ସୋନାଲୀ ନନ୍ଦ । ଏବେ ଚର୍ଚ୍ଚା ହେଉଛି କି କାଳେ ସୋନାଲୀ ଙ୍କୁ ବିବାହ ଦେବାକୁ ଚାହୁଁଛନ୍ତି ତାଙ୍କ ପରିବାର ଲୋକ କାରଣ ବିବାହ ପରେ ଚର୍ଚ୍ଚା ରେ ବ୍ରେକ ଲାଗିଯିବ। ଏବଂ ସୈମ୍ୟ ଆତ୍ମହତ୍ୟା ଆଉ ସୋନାଲୀ ଙ୍କୁ ଦଣ୍ଡ ଦେବା କଥା ଉଠିବ ନାହିଁ । ଏମିତି କି ସୋନାଲୀ ଙ୍କୁ ଦଣ୍ଡ ଦେବା ପାଇଁ କେହି ବି ଦାବୀ କରିବେ ନାହିଁ ।

ଏହି ସବୁ ଚିନ୍ତା କରି କାଳେ ଗୋପନ ରେ ହାତକୁ ଦୁଇ ହାତ କରିବାକୁ ଚାହୁଁଛନ୍ତି ପରିବାର ଲୋକେ । ଏପଟେ ସୈମ୍ୟ ଙ୍କ ମାଆ ଙ୍କ କହିବା କଥା କି ମୋ ପୁଅ କୁ ନ୍ୟାୟ ମିଳି ନାହିଁ ସୋନାଲୀ ଙ୍କୁ ଗିରୋଫ କରାଜାଇ ନାହିଁ । ଆଉ ପୋଲିସ ଜାଣି ସୁଣି ଏମିତି କରୁଥିବା କଥା ସୈମ୍ୟ ଙ୍କ ମାଆ କ୍ୟାମେରା ସାମ୍ନା ରେ କହିଛନ୍ତି । ଏମିତି କି ସୈମ୍ୟ କୁ ନ୍ୟାୟ ନମିଳିଲେ ସେ ପାଗିଳି ହୋଇଯିବେ ବୋଲି ସେ କହିଛନ୍ତି ।

Sonali Nanda

ଏଇଠି କହି ରଖିବାକୁ ଚାହିଁବୁ ସୈମ୍ୟ ର ପରିବାର ଆଉ ସୈମ୍ୟ କୁ ଜାଣିଥିବା ଭଲ ପାଉଥିବା ତାର ସାଙ୍ଗ ମାନେ ସୈମ୍ୟ କୁ ନ୍ୟାୟ ଦେବାକୁ ଅଡି ବସିଥିବା ବେଳେ ଏପଟେ କିନ୍ତୁ ସୋନାଲୀ ଙ୍କୁ ତା ପରିବାର ବାହା ଦେବାକୁ ସଜବାଜ ଆରମ୍ଭ କରିଦେଇଛନ୍ତି । ଏବଂ ଏହି କଥା ଏବେ ଦାଣ୍ଡ ରେ ପଡି ହାଟରେ ଗଡୁଛି । ସବୁଠୁ ବଡ କଥା ହେଲା ସୈମ୍ୟ ର ମୃତ୍ୟୁ ହେବା ଠାରୁ ସୋନାଲୀ କେରିଅର ରେ ଏକ ପ୍ରକାରର ବ୍ରକ୍ ଲାଗିଜାଇଛି ।

ସେହିଥି ପାଇଁ ଆଉ ବେସି ଦିନ ଘରେ ନରଖି ହାତ କୁ ଦୁଇ ହାତ କରିଦେବା ପାଇଁ ନିସ୍ପତି ନେଇଛନ୍ତି ତାଙ୍କ ପରିବାର ଲୋକ ଆଉ ଯେତେ ବେଳେ ସୋନାଲୀ ର ବିବାହ କଥା ଉଠି ଏହି ସବୁ ଚର୍ଚ୍ଚା ରେ ଏକ ପ୍ରକାରର ପୂର୍ଣ୍ଣଛେଦ ପଡିଯାଉଛି । ଏହି ସବୁକୁ ଭାବି ସୋନାଲୀ ର ପରିବାର ଲୋକ ଏମିତି କିଛି ନିସ୍ପତି ନେଇ ଥିବା କଥା ଏବେ ଚର୍ଚ୍ଚା ଜୋର ଧରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *