ଦିନ ରେ ମିଛି ମିଛିକା ଭଜନ ସୁଟିଂ ଆଉ ରାତି ହେଲେ ଚାଲୁଥିଲା ଶର୍ମିଷ୍ଠା ଙ୍କ ବାସର ରାତି video ସୁଟ, ଦେଖୁଥିଲା ଦେହ ବେପାରୀ କରି କୋଟି ପତି ହେବାର ସ୍ବପ୍ନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସ୍ୱାୟିଁ ଙ୍କ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ନିରଞୀନ ସେଠୀ ଅଶିଳ୍ଳ ସିନେମା ର ହିରୋ ଥିଲେ । ବୋଲି ଜଣା ପଡିଛି । ସୂଚନା ଏବଂ ଲୋକସଂମ୍ପର୍କିୟ ବିଭାଗ ପୂର୍ବତନ ନିର୍ଦ୍ଧେଶକ ନିରଞୀନ ସେଠୀ ଅଶ୍ଳୀଳ ଚଳଚ୍ଚିତ୍ରରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Sharmista

କ୍ରାଇମ ବ୍ରାଞ୍ଚ ଏହି ଖବର କୁ ତଦନ୍ତ କରିବେ ବୋଲି କୁହାଜାଇଛି । ଦିନରେ ଭଜନ ଆଲବମ୍ ସୁଟିଂ ବେଳେ ରାତିରେ ହୋଟେଲ ରେ ଅଶ୍ଲୀଳ ସେମାନେ ସୁଟିଂ ହେଉଛି ବୋଲି ଜଣା ପଡିଛି । ଷର୍ମିଷ୍ଠା ଙ୍କ ସଂମ୍ପର୍ଣ୍ଣ ୱେବପୋର୍ଟାଲ ଅଫିସ ରୁ ମେମେରି କାର୍ଡ ଜବତ କରି ଅଶ୍ଳୀଳ ଚଳଚ୍ଚିତ୍ର ସୁଟିଂ ହେଉଛି ବୋଲି ଜଣା ପଡିଛି ।

ପୁରୀରେ ନିରଞୀନ ସୁଟିଂ ହୋଇଥିବା ଭାଇରାଲ ଭିଡିଓ କୁ କ୍ରାଇମବ୍ରାଞ୍ଚ ଜବତ କରିଛନ୍ତି। କହିବାକୁ ଗଲେ ଏହି ଭିଡିଓ ଟି ଶର୍ମିଷ୍ଠା ଜାଣିଶୁଣି ଭାଇରଲ କରିଥିଲେ। ମାନସ ଙ୍କ ହତ୍ୟା ପାଇଁ ତାଙ୍କୁ ସନ୍ଦେହ କରିବେ ନାହିଁ ବୋଲି ଏପରି କରିଥିଲେ।

ମାନସ ଅଣ୍ଡର ଟେକିଙ୍ଗ ଲେଖିଥିଲେ ବୋଲି ଜଣାପଡିଥିଲା। କିନ୍ତୁ ତାହା ମାନସ ନୁହେଁ ବରଂ ଝୁନା ଭୋଇ ଲେଖିଥିଲେ ନିରଞୀନ ଓ ଷର୍ମିଷ୍ଠା ମାନଙ୍କ ଠାରୁ ଦସ୍ତଖତ ସାଧା କାଗଜ ରେ ନେଇଥିଲେ । ଯେଉଁ ଭିଡ଼ିଓ ଟି ଭାଇରଲ ହେଉଛି ତାହା ଷର୍ମିଷ୍ଠା କରିଛନ୍ତି ବୋଲି ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *