ଶର୍ମିଷ୍ଠା-ନିରଞ୍ଜନଙ୍କ ଫିଟିଲା ଆଉ ଏକ ଗୁମର: ଫିଲ୍ମ ପାଇଁ ନିଜେ କପଡା ଆଣିବାକୁ ଯାଉଥିଲେ Niranjan, ଆଉ ନିଜେ ବି ପିନ୍ଧେଇ

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନସ ହତ୍ୟା ମାମଲା ଯେମିତି ଦିନ କୁ ଦିନ ଗଡୁଛି ସେତେ ନୂଆ କଥା ସାମ୍ନା କୁ ଆସୁଛି । ଯେମିତି ଶର୍ମିଷ୍ଠା ଙ୍କ ପାଇଁ ବାବୁ ନିରଞୀନ ରୋମାଣ୍ଟିକ କବିତା ଲେଖିବା ଅଶ୍ଲିଳ ସିନେମା ତିଆରି କରିବା ବାବୁ ନିରଞୀନ ସୁଟିଂକୁ ଯିବା ପୂର୍ବରୁ ଗୋଲାପ ଜଳ ଆଉ ଅତରରେ ଗାଧେଇବା ଏମିତିକି ବାବୁ ନିରଞ୍ଜନଙ୍କୁ ଶର୍ମିଷ୍ଠା ଜାନୁ ବୋଲି ଡାକିବା । ଏବଂ ବାବୁ ନିରଞୀନ ରାତି ଅଧରେ ଫ୍ଲାଇଁ କିସ୍ ଦେବା ଭଳି ଘଟଣା ପଦାକୁ ଆସିଛି ।

ଏହା ମଧ୍ୟ ରେ ଦୁହିଁଙ୍କ ମଧ୍ୟରେ ରହିଥିବା ଭିତିରିଆ ପ୍ରେମ ସଂମ୍ପର୍କ ବିଷୟ ରେ ଚର୍ଚ୍ଚା ଦାଣ୍ଡରେ ପଡି ହାଟରେ ଗଡୁଛି । ଏବଂ ଆସନ୍ତୁ ଏକ ଗୁମର କଥା ଜାଣିବା ଯାହା ଚର୍ଚ୍ଚା ର ବିଷୟ ହୋଇ ରହିଛି । ନୀରଞନ ଏବଂ ଶର୍ମିଷ୍ଠା ଙ୍କ ଅଶିଳ୍ପ ସିନେମା କେବଳ ଓଡିଶା ରେ ସୀମିତ ହୋଇ ରହିନାହିଁ ବରଂ ମୁମ୍ବାଇ ରେ ମଧ୍ୟ ଏହାକୁ ପ୍ରୋମସନ କରିବାକୁ ଚିନ୍ତୁ କରୁଥିଲେ ବାବୁ ନରଞୀନ ।

Niranjan

ସବୁଠାରୁ ବଡ କଥା ସିନେମା ଦରକାର ପଡୁଥିବା କଷ୍ଟମ୍ୟ୍ ସବୁ ମୁମ୍ବାଇ ରୁ ଆସୁଥିଲା । ଆଉ ଏହି ସବୁ ପ୍ଲାନ ଦୟାଲ ଆଶ୍ରମ ରୁ ହିଁ ତିଆରି ହେଉଥିଲା । ଏହି ଛୋଟ ଛୋଟ ସିନେମା ମାଧ୍ୟମ ରେ ରାତା ରାତି ପୁଳା ପୁଳା ଟଙ୍କା ଆୟ କରିବାକୁ ଚାହୁଁଥିଲା ନିରଞୀନ ଏମିତି ସିନେମା କଥା ଘରେ କହି ଶର୍ମିଷ୍ଠା ଙ୍କୁ ମୁମ୍ବାଇ ନେବାକୁ ପ୍ଲାନ କରୁଥିଲେ ।

ଆଉ ସେଠାରେ ଅଶ୍ଳିଳ ସିନେମା ପ୍ରୋମସନ କରିବା ସହିତ ସିନେମା ପାଇଁ କଷ୍ଟମ୍ୟ୍ ପତ୍ର କିଣିଥାନ୍ତେ ବାବୁ ନରଞୀନ । ଆଉ ଶର୍ମିଷ୍ଠା ଯାହା ଏବେ ଖୁବ୍ ଚର୍ଚ୍ଚା ହେଉଛି ଆଉ ଏହି ସବୁ ସ୍ୱପ୍ନକୁ ଭାଙ୍ଗିଦେଲା ମାନସ ଯେଉଁଥି ପାଇଁ ମାନସଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ ଏମାନେ ଆଉ ସେଥିପାଇଁ ଏବେ ମୁମ୍ବାଇ ଛାଡ଼ି ଜେଲ୍ ରେ ଆଗାମୀ ସିନେମା ପାଇଁ ଚିନ୍ତା କରୁଛନ୍ତି ନିରଞ୍ଜନ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *