ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଯୁବ ପୀଢି ମାନଙ୍କର କିଛି ଏମିତି ପ୍ରକାରର ଭିଡ଼ିଓ ସାମ୍ନା କୁ ଆସିଥାଏ । ଜାହା ସାଧାରଣ ଭାବେ ନିନ୍ଦନିୟ ହୋଇଥାଏ । ଆମେ ଦେଖିବାକୁ ପାଉଥିବା ସାଧାରଣ ଭାଇରଲ ଭିଡ଼ିଓ ମାନଙ୍କ କିଛି ଘଟଣା ଏମିତି ରହିଥାଏ ଜାହା ଜାଣିବା ପରେ ସାଧାରଣ ରେ ଏହା ସୋମାଲୋଚନା ର ବିଷୟ ପାଲଟିଥାଏ । ତେବେ ସମୟ କ୍ରମେ ଏମିତି ଘଟଣା ସଂସ୍ପର୍ଶ ରେ ଆମେ ଆସିଥାଉ ଜାହା ବିଶ୍ୱାସ ଯୋଗ୍ୟ ହୋଇନଥାଏ । ଏହା ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । ଏହା ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଜାହା ଆମେ ମାନେ ସହଜ ରେ ବିଶ୍ୱାସ କରିପାରୁ ନାହିଁ ।
ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତି ଦିନ ଘଟିବାରେ ଲାଗିଛି । ଜାହା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଥାଏ । ସୋସିଆଲ ମିଡିଆ ରେ ଏହି ପରି ଅନେକ ଭାଇରଲ ଭିଡ଼ିଓ ଆପଣ ମାନେ ଦେଖୁଥିବେ । ଏବଂ ଆପଣ ମାନେ ଜାଣିପାରୁଥିବେ ନିଜର ହିତାହୀତ ଭୁଲି ସେମାନେ କିପରି ନିନ୍ଦନିୟ କାର୍ଯ୍ୟ ସବୁ କରୁଛନ୍ତି ତାହା ଆପଣ ମାନେ ଜାଣି ପାରୁଥିବେ । ତେବେ ଏମାନେ ପାଠ ପଢିବି ସେମାନେ କିଛି ଏପରି ଅଶିକ୍ଷିତ ଭଳି କାମ କରୁଛନ୍ତି ଜାହା ସାଧାରଣରେ ସମସ୍ତଙ୍କୁ ଚକିତ କରି ଦେଉଛି ।
ଏବଂ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ସେମାନେ କେତେବେଳେ କଣ କରୁଛନ୍ତି ନିଜେ ଜାଣି ପାରୁ ନାହାଁନ୍ତି। ତେବେ କିଛି ଯୁବପିଢି ମାନେ ତାଙ୍କର ଏପରି କିଛି ଉଲ୍ଲେଖନୀୟ କାମ ପାଇଁ ସମୟକ୍ରମେ ଅପମାନିତ ମଧ୍ୟ ହୋଇଥାନ୍ତି। ତେବେ ସେହିପରି ଏକ ଘଟଣା ଏବେ ନିକଟରେ ଘଟିଜାଇଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ଆପଣ ମାନେ ଏହି ଘଟଣା ରେ ଦେଖିବାକୁ ପାଇବେ କି କେମିତି ଭାବେ ଜଣେ ଯୁବକ ଯେ କି ଜଣେ ଛାତ୍ର ଅଟନ୍ତି । ଯେ କି ଯୁବତୀ ଅର୍ଥାତ ଛାତ୍ରୀ ଙ୍କୁ ପ୍ରପୋଜ କରୁଛନ୍ତି । ଯୁବକ ଜଣଙ୍କ ପ୍ରେମ ନିବେଦନ କରିବା ତରିକା କେଉଁ ଭଳି ରହିଛି । ତାହା ଆପଣ ମାନେ ଏଠାରେ ଦେଖିବାକୁ ପାଉଥିବେ । ଏହା ପରେ ଯୁବତୀ ଜଣଙ୍କ ଯୁବକ ଙ୍କୁ ଏକ ଚାପୁଡା ମାରୁଛନ୍ତି ।
ଏହାର ଉପସ୍ଥିରେ ରେ କେହି ଜଣେ ସେଠାରେ କ୍ୟମେରା ରେ ରେକର୍ଡ କରୁଥିଲେ । ପରେ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେଉଁଠାରେ ପ୍ରେମ ନିବେଦନ କରି ଯୁବତୀ ଙ୍କ ଠାରୁ ମାଡ ଖାଇବା ପାଇଁ ପଡୁଛି। ତେବେ ଏହା ଏବେ ମୋବାଇଲ ରୁ ମୋବଇଲ ଘୂରି ବୁଲୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।