(ଲୁଣ) ଆପଣଙ୍କ ଘରକୁ ଆଣିବ ଟଙ୍କା | ଏହି ଉପାୟରେ କରିବାକୁ ହେବ ବ୍ୟବହାର ।

Salt

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୁଣ ଆମ ଜୀବନ ରେ ବହୁତ ଉପଯୋଗ ରହିଛି ସେମିତି ରେ ଆପଣ ମାନେ ଜାଣି ଥିବେ ଡାଲି ବା ତରକାରୀ ରେ ଏହି ଲୁଣ ଅଧିକ ହେଲେ ତାହା ବେକାର ହୋଇ ଥାଏ , ଏହି ଲୁଣ ଆମର ଆୟୁସ ବି ବଢେଇ ଥାଏ ସେମିତି ରେ ଏହି ଲୁଣ ର ଉପଯୋଗ ଆପଣ ମାନେ ଠିକ୍ ଭାବେ କରିଲେ ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇ ଥାଏ । ସେମିତି ରେ ଲୁଣ ର ଉପଯୋଗ କରିବା ବହୁତ କମ୍ ଲୋକ ମାନେ ଜାଣିଛନ୍ତି ସେମିତି ରେ ଆମେ ଆପଣ ମାନଙ୍କୁ ଆଜି ଏହି ଲୁଣ ର ସଠିକ୍ ଉପଯୋଗ ବିଷୟ ରେ କହିବା ପାଇଁ ଚାହିଁବୁ ତେବେ ଆସନ୍ତୁ ଜାଣି ନେବା ।

salt

ପ୍ରଥମେ ଆମେ କହିବୁ ଲୁଣ ସଂମ୍ପର୍କିତ ଧନ ସମନ୍ଧିୟ ବିଷୟ ରେ ଏହା ପାଇଁ କିଛି ଲୁଣ ନିଅନ୍ତୁ ଏବଂ ଗୋଟିଏ ଲାଲ୍ କପଡା ରେ ଏହି ଲୁଣ କୁ ବାନ୍ଧି ଦିଅନ୍ତୁ । ଏହା ପରେ ଆପଣ ମାନେ ସେହି ଲାଲ୍ କପଡା କୁ ଘର ର ମୂଖ୍ୟ କବାଟ ରେ ବାନ୍ଧି ନିଅନ୍ତୁ, ଏହା କରିବା ଦ୍ୱାରା ଘରେ ନାକାରାତ୍ମ ଏବଂ ଖରାପ ଶକ୍ତି ପ୍ରବେଶ କରି ପାରିବେ ନାହିଁ । ଏବଂ ଘର ଉପରେ କାହାର ନଜର ବି ଲାଗି ନ ଥାଏ ।

ସେହି ପରି ଏହି ଲାଲ୍ କପଡା କୁ ଆପଣ ମାନେ ଯଦି ଧନ ରଖିବା ସ୍ଥାନ ଏମିତି ଟ୍ରେଜେରୀ ବା ବାକ୍ସ ଉପରେ ଟାଙ୍ଗି ଦିଅନ୍ତି ତେବେ ତାହା ଦ୍ୱାରା ମଧ୍ୟ ଆପଣ ମାନଙ୍କ ଧନ ର ଦୁଇ ଗୁଣା ଉନ୍ନତି ହୋଇ ଥାଏ । ସେହି ପରି ଆପଣ ମାନେ ଗୋଟିଏ କାଚ ଜାର୍ ରେ କିଛିଲୁଣ କୁ ନେଇ ନିଜର ବାଥରୁମ୍ ରେ ରଖି ଦେଇ ଥାନ୍ତି ତେବେ ଘର ର ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଜାଇ ଥାଏ ଏହା ସହିତ ଘରେ ସୁଖ ଶାନ୍ତି ବଢି ଥାଏ ।

salt

ହେଲେ ଆପଣ ମାନେ ବ୍ୟବହାର କରୁ ଥିବା ଲୁଣ କୁ କୈଣସି ଷ୍ଟିଲ୍ ବା ଲୁହା ଜିନିଷ ରେ ରଖୁଛନ୍ତି ତେବେ ଏହା ବହୁତ ଖରାପ୍ ହୋଇ ଥାଏ କାରଣ ଲୁଣ ଚନ୍ଦ୍ରମା ଏବଂ ଲୁହା ଶନି ହେବା ହେତୁ ଚନ୍ଦ୍ର ଏବଂ ଶନି ଙ୍କର ମିଳନ ଯୋଗୁଁ ଏହା ଆପଣ ମାନଙ୍କ ଘର କୁ ବହୁତ ଖରାପ୍ ପ୍ରଭାବ ପକେଇ ଥାଏ ସେହି ପରି ଘର ର କୈଣସି କୋଣ ରେ ଏକ କାଚ ଜାର୍ ରେ ଲୁଣ ରଖନ୍ତି ତେବେ ଘରର ମୂଖ୍ୟ ଲୋକ ଙ୍କର ସବୁ ଅସୁବିଧା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *