ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ଧ୍ୱେସ୍ତେ ବିଧ୍ୱେସ୍ତ ୟୁକ୍ରେନ ସହର । ତେବେ ଆସନ୍ତୁ ଜାଣିନେବା ଏହା ଉପରେ କଣ ରହିଛି ସଂମ୍ପର୍ଣ୍ଣ ବିବରଣି । ୟୁକ୍ରେନ ଉପରେ ଆକ୍ରମଣ ଯୋଜନା କୁ ରାଷ୍ଟ୍ର ପତି ପୁଟିନ ଖଣ୍ଡନ କରିବା ପରେ ବି ଟଳୁନି ଯୁଦ୍ଧ ଭୟ । କେତେ ବେଳେ ଥମିଯାଉଛି ତ ଆଉ କେତେବେଳେ ବଢୁଛି ଯୁଦ୍ଧ ଆସଂକା ଜାତିସଂଙ୍ଘ କୁ ନେଇ ଚିଠି କରିବା ସହିତ ସତର୍କ କରାଜାଇଛି । ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ଉପରେ ଏବେ ସାରା ବିଶ୍ୱର ନଜର ।
କୈଣସି ଦେଶର କଥାକୁ ଶୁଣୁ ନାହିଁ ରୁଷିଆ ଆଉ ୟୁକ୍ରେନ୍ ଉପରେ ଗୁଳିଗୋଳା ବର୍ଷଣ କରି ଚାଲିଛି । ଯେମିତି ଏହି ଦେଶକୁ ଧ୍ୱସ୍ତବିଧ୍ୱସ୍ତ କରିବା ଲାଗି ସପଥ ନେଇଛନ୍ତି । ଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ୟୁକ୍ରେନ ବି ପଛଘୁଞ୍ଚ ନଦେଇ ପ୍ରତିଆକ୍ରମଣ ଜାରି ରଖିଛି । ଏହି ସମୟରେ ଋଷ ଟାର୍ଗେଟ ରେ ରହିଛି ୟୁକ୍ରେନ ର ରାଜଧାନୀ କ୍ୱିଭ୍ । ଆଉ ଏହିଥି ପାଇଁ ଦେଖିବାକୁ ମିଳିଛି ଋଷ ର ଭୟାବହ ଆକ୍ରମଣ ଦୃଶ୍ୟ ଋଷ ସେନା ର ଏୟାର ଷ୍ଟ୍ରାଇକ ରେ ବିଚଳିତ ହୋଇ ପଡିଛି ୟୁକ୍ରେନ ।
ଘନ ଘନ ରକେଟ ମାଡ କରୁଛି ଋଷ । କ୍ୱିଭ ଉପରେ ହେଉଛି ଏମିତି ଆକ୍ରମଣ ତେବେ ଆଜିଠାରୁ ଅନେକ ଦିନ ହେଲାଣି ଘୋମାଘୋଟ ଯୁଦ୍ଧ ଚଳେଇଛି ଋଷିଆ ମଧ୍ୟବର୍ତି କିଛି ଦିନ ଯୁଦ୍ଧ ବନ୍ଦ ରହିଥିବା ବେଳେ ପୁଣି ଆରମ୍ଭ ହେଉଛି ଏହି ଯୁଦ୍ଧ । ଏମିତି କି ସାଧାରଣ ଲୋକଙ୍କୁ ମାରିବାକୁ ପଛାଉନାହାଁ ଋଷ ତେବେ ଅନ୍ୟ ସମସ୍ତ ଦେଶ ତଥା ଜାତିସଂଙ୍ଘ ମଧ୍ୟ କୈଣସି ମତେ ଏହି ଯୁଦ୍ଧ ରୋକି ପାରୁନାହିଁ । ଦିନ କୁ ଦିନ ଜଟିଳ ହେଉଛି ପରିସ୍ଥିତି ମିଶାଇଲ ଓ ବିସ୍ଫୋରକ ହମଲା ରେ ଛାରଖାର ୟୁକ୍ରେନ ।
ଲିଭିବ ସହର ଉପରେ ଋଷ ର ଘନ ଘନ ରକେଟ୍ ମାଡ଼ ହେଉଛି । ସାଧାରଣ ଲୋକ ଙ୍କ ଆଶ୍ରୟସ୍ଥଳ କୁ ଟାର୍ଗେଟ କରି ବୋମା ମାଡ଼ କରୁଚି ଋଷ ବୋଲି ଅଭିଯୋଗ କରିଛନ୍ତି ୟୁକ୍ରେନ ସରକାର । ତେବେ ୟୁକ୍ରେନ କୁ ଧ୍ଵଂସ କରିବା ପାଇଁ ଋଷ କରୁଚି ଷଡ଼ଯନ୍ତ୍ର ବୋଲି ୟୁକ୍ରେନ ଗୁଇନ୍ଦା ବିଭାଗ ପାଇଛି ଖବର । ମାରିୟୁପୋଲ ଏବଂ ଖରକିଭ ସହର ବୋମା ମାଡ ରେ ଧ୍ୱସ୍ତବିଧ୍ୱସ୍ତ ହୋଇସାରିଲାଣି ।
ଖାରକିଭ ର ପରମାଣୁ ରିସର୍ଚ୍ଚ ସେଣ୍ଟର ର କ୍ରଜ୍ ମିଶାଇଲ ଆର୍ଟାକ ଏହି ଯୁଦ୍ଧ ରେ ପ୍ରାଣ ହରେଇଲେଣି 136 ଶିଶୁ ତେବେ ମାରିୟୁପୋଲ ରୁ ପ୍ରାୟ ଅଢେଇ ଲକ୍ଷ ଲୋକ ମାନେ ସ୍ଥାନାନ୍ତରିତ କରାଜାଇଥିବାର ସୂଚନା ରହିଛି । ୟୁକ୍ରେନ ର ପ୍ରତି ଗଳି ଅଗଳି ରେ ଋଷ ର ସେନା ସହିତ ୟୁକ୍ରେନ ସେନା ର ଘୋମାଘଟ ଯୁଦ୍ଧ । ପ୍ରାୟ ଷୋହଳ ହଜାର ସୈନ୍ୟ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ତେବେ ଋଷିଆ ର ମଧ୍ୟ କ୍ଷତି ହେଉଛି । ଆଉ ଜଣେ ଋଷିଆ ର କେପ୍ତେନ୍ ଙ୍କ ପ୍ରାଣ ହାନି ଘଟିଛି ବୋଲି କହିଛନ୍ତି ରାଷ୍ଟ୍ରପତି ପୁଟିନ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।