College ଭିତରେ ଶିକ୍ଷୟତ୍ରୀ ଙ୍କୁ Propose ମାରି କଲେ ଜବରଦସ୍ତ Hot ଡ୍ୟାନ୍ସ କଲେ ଏହି ଛାତ୍ର… 96 Miliion ରୁ ଅଧିକ ଲୋକ ଦେଖି ସାରିଲେଣି

Propose

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ଅନେକ ଭିଡ଼ିଓ ଦେଖିବାକୁ ପାଉଥିବେ ଯାହା ଖରାପ ଠାରୁ ଆରମ୍ଭ କରି ଆମକୁ ଅନେକ ଭଲ ଭିଡ଼ିଓ ଦେଖିବା ପାଇଁ ମିଳେ । ଏହି ସୋସିଆଲ ମିଡିଆ ଏକ ମାତ୍ର ପ୍ଲାଟଫର୍ମ ଯେଉଁ ମାଧ୍ୟମ ରେ କେହିବି ନିଜର ପ୍ରତିଭା କୁ ପଦର୍ଶିତ କରି ପାରିବ । କିଏ ଭଲ ଗୀତ ଗାଇ ଭିଡ଼ିଓ କରି ସୋସିଆଲ ମିଡିଆ ରେ କଲା ତ ଆଉ କିଏ ଜବର୍ଦୋସ୍ତ ଡେନ୍ସ ଦେଖେଇ ଆପଲୋର୍ଡ କଲା ।

College dance

ତେବେ ବିଭିନ୍ନ ଲୋକ ମାନେ ନିଜର ବିଭିନ୍ନ ପ୍ରକାରର କଳା କୁ ଏଠାରେ ପଦର୍ଶନ କରନ୍ତି । ଯାହା ଦ୍ୱାରା ଏକ ସାଧାରଣ ମଣିଷବି ଫେମସ ହୋଇ ପାରୁଛି । ଆପଣ ମାନେ ନିହାତି ଭାବେ ଜାଣିଛନ୍ତି ଯୁବ ପୀଢି ପ୍ରାୟ ସୋସିଆଲ ମିଡିଆ ରେ ଯୋଡି ହୋଇ ରହୁଛନ୍ତି । କାରଣ ସେମାନେ ଅଧିକାଶଂ କିଛି ନା କିଛି ଭିଡ଼ିଓ ପ୍ରସ୍ତୁତ କରି ଆପଲୋର୍ଡ କରିଥାନ୍ତି । ଆଉ ଏହି ଭଳି କିଛି ଦମଦାର ଭିଡ଼ିଓ ଦେଖି ଲୋକ ମାନେ ଟିକିଏ ହସିବାକୁ ସୁଯୋଗ ପାଇଥାନ୍ତି ।

ସେହି ପରି ଏକ ଜବର୍ଦୋସ୍ତ ଭିଡ଼ିଓ ଆଖି ସାମ୍ନା ଆସୁଛି ଜାହା ଖୁବ୍ ପରିମାଣ ରେ ଭାଇରଲ ହେଉଛି । ତେବେ ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବାକୁ ମିଳିଛି ଜଣେ କଲେଜ ଛାତ୍ର ଜବର୍ଦୋସ୍ତ ଡେନ୍ସ କରୁଛନ୍ତି । ସେ ତାଙ୍କର କଲେଜ ରେ ଆୟୋଜିତ ଏକ ପଗ୍ରାମ ରେ ହିନ୍ଦି ମିକ୍ସ ଗୀତରେ ବ୍ରେକ ଡେନ୍ସ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ସେ ଏକ ସୁନ୍ଦର ଭାବେ ଡେନ୍ସ ଦେଖାଉଛନ୍ତି । ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଖି ଫେରାଇ ପାରିବେ ନାହିଁ ।

ସେଠାରେ ରହିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସମସ୍ତ ଙ୍କର ଜବର୍ଦୋସ୍ତ ଡେନ୍ସ କୁ ଦେଖି ଉପଭୋଗ କରୁଛନ୍ତି । ଓ ତାଳି ମାରୁଛନ୍ତି । ଏହା କେଉଁ ସ୍ଥାନର ବା କେଉଁ କଲେଜ ର ଦୃଶ୍ୟ ବର୍ତମାନ ସମୟ ରେ ଜଣା ପଡି ନାହିଁ । କିନ୍ତୁ ଯୁବକ ଙ୍କ ଡେନ୍ସ ଭିଡ଼ିଓ ବର୍ତମାନ ଖୁବ ଭାଇରଲ ହେବାରେ ଲାଗିଛି । ଯିଏ ବି ଏହି ଭିଡ଼ିଓ କୁ ଦେଖୁଛି ସେ ଏହି ଭିଡ଼ିଓ ବିଷୟ ରେ ପ୍ରସଂଶା କରିବାରେ ଲାଗିଛି । ଭିଡ଼ିଓ ଟି ଅନେକ ଲାଇକ ମଧ୍ୟ ସାଉଣ୍ଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *