(ବାସୀ ମୁହଁରେ) ପିଉଛନ୍ତି କି (ପାଣି)-ଜାଣନ୍ତୁ ଏହି କଥା |

Drinking water

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଏକ ମହତ୍ୱ ପୂର୍ଣ୍ଣ କଥା ଉପରେ ଆଲୋଚନା କରିବା ପାଇଁ ଚାହିଁବୁ ଜାହା ଦ୍ୱାରା ଆପଣ ମାନେ ଜାଣି ପାରିବେ କି ସକାଳୁ ଉଠି ବାସି ମୁହଁ ରେ ପାଣି ପିଇବା ଦ୍ୱାରା ଆମର କଣ ସବୁ ଫାଇଦା ହୋଇ ଥାଏ । ପାଣି ଆମ ଜିବନ ପାଇଁ ବହୁତ ଜରୁରୀ ହୋଇ ଥାଏ, ଏବଂ ଆମେ ମାନେ ବାସୀ ମୁହଁ ରେ ପାଣି ର ସେବନ କରନ୍ତି ତେବେ ଆମ ପାଟି ରେ ରହି ଥିବା ବାସୀ ଲାଳ ପେଟ କୁ ଜାଇ ଥାଏ ଏବଂ ଏହା ଆମକୁ ଅନେକ ରୋଗ ରୁ ବଞ୍ଚେଇ ଥାଏ ।

ଏହି ଲାଳ ମୁହଁ ରେ ତିଆରି ହେଉ ଥିବା ଏମିତି ଜିନିଷ ଅଟେ ଜାହା ଏଣ୍ଚିସେପ୍ଟିକ୍ ପରି କାମ କରେ ଏବଂ ଆମକୁ ବହୁତ ପ୍ରକାରର ରୋଗ ରୁ ବଞ୍ଚାଇ ଥାଏ । ଏବଂ ପାଣି ପିଇଲେ ଆମ ମାନଙ୍କୁ ବହୁତ ଏମିତି ଚର୍ମ ରୋଗ ଏବଂ ଡି ହାଇଡ୍ରେସନ ଏବଂ ଏମିତି ବହୁତ ପେଟ ସମସ୍ୟା ରୁ ଦୂରରେ ରଖି ଥାଏ । ହେଲେ ଆପଣ ମାନେ କେବଳ ପାଣି ବିଷୟ ରେ ଜାଣନ୍ତି ହେଲେ ଏହାକୁ ବାସୀ ମୁହଁ ରେ ପିଇଲେ ଆମର କଣ ସବୁ ଲାଭ ହୁଏ ସେହି ବିଷୟରେ ଆସନ୍ତୁ ଜାଣି ନେବା ।

water

ତେବେ ବନ୍ଧୁଗଣ ସକାଳୁ ଉଠି ଖାଲି ପେଟ ରେ ପାଣି ର ସେବନ କରିଲେ ଶରୀର ମଧ୍ୟ ରେ ଅଙ୍ଗ ଏକ୍ଟିଭ୍ ରହି ଥାଏ। ଏବଂ ଆମ ମାନଙ୍କ ମୁହଁ ଗ୍ଲୋ ରହି ଥାଏ । ଏବଂ ସେହି ପରି ବେଳେ ଶରୀର ମଧ୍ୟ ରେ ରହି ଥିବା ସବୁ ମଇଳା ଗୁଡିକ ସଫା ହୋଇ ଥାଏ ।

ଦୁଇ ରେ ରହିଛି ଶୋଇବା ପୂର୍ବ ରୁ ପାଣି ପିଇବାର ପାଇଦା ଶୋଇବା ପୂର୍ବ ରୁ ପାଣି ପିଇବାର ଦ୍ୱାରା ହାର୍ଟ ଜନିତ ସମସ୍ୟା ଆମ ମାନଙ୍କ ଠାରୁ ଦୂର କେ ରହି ଥାଏ । ଏବଂ ଆମ ମାନଙ୍କ ଓଠ ସବୁ ବେଳେ ନରମ ରହେ ଆମ ମାନଙ୍କୁ ଏହା ହାର୍ଟ ଆର୍ଟାକ୍ କୁ ବଞ୍ଚେଇ ଥାଏ ।

water

ସେହି ପରି ବେଳେ ଗାଧୋଇବା ପୂର୍ବ ରୁ ପାଣି ପିଇବାର ପାଇଦା ଗାଧୋଇବା ପୂର୍ବ ରୁ ପାଣି ପିଇବାର ଫାଇଦା ହେଲା କି ଆପଣ ମାନଙ୍କ ହାଇ ବ୍ଲଡ୍ ପ୍ରେସର ବହୁତ କମ୍ ରହି ଥାଏ ତେବେ ଆପଣ ମାନେ ବି ଏହା ଟ୍ରାୟ କରି ପାରିବେ । ସେହି ପରି ବେଳେ ଆପଣ ମାନେ ସଂନ୍ଧ୍ୟା ସମୟ ରେ ଯଦି ଖାଇବା ପୂର୍ବ ରୁ ପାଣି ପିଅନ୍ତି ତେବେ ଆପଣ ମାନଙ୍କ ରାତିରେ ପୂର୍ଣ୍ଣ ରହି ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *