୧୮ ପ୍ରକାର ରୋଗକୁ ଦୂର କରିଥାଏ କେବଳ ଏହି ଗୋଟିଏ ମଞ୍ଜି |

Alsi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦୁନିଆଁ ର ସବୁଠାରୁ ଶକ୍ତି ଶାଳୀ ମଞୀ ବିଷୟ ରେ କହିବୁ ଜାହାକୁ ଆମେ ମାନେ ହିନ୍ଧୀ ରେ ଅଲ୍ସୀ , ଓଡ଼ିଶା ରେ ପେଶୀ ବୋଲି କୁହି ଥାନ୍ତି । ଏହା ସାଧାରଣ ଭାବେ ସୁପର ଫୁଡ୍ ଅଟେ ଜାହା ଆମ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଫାଇଦା ଦେଇ ଥାଏ । ଏହା ଆପଣ ମାନଙ୍କୁ କୈଣସି ବି ବଣିଆ ଦୋକାନ ମାନଙ୍କ ରୁ ମିଳିଯିବ ଯଦି ଆପଣ ମାନଙ୍କୁ ମିଳୁ ନାହିଁ ତେବେ ଆପଣ ମାନେ ଅନ ଲାଇନ୍ ରୁ ମଗେଇ ପାରିବେ ।

Alsi

ଏହା ବନ୍ଧୁଗଣ ଗୁଣ ର ଭଣ୍ଡାର ଅଟେ , ଯେଉଁ ଲୋକ ମାନେ ନିଜର ଓଜନ କମେଇବା ପାଇଁ ଚାହାଁନ୍ତି , ସେମାନେ ପ୍ରତି ଦିନ ଦୁଇ ଚାମଚ ପେଶୀ ଖାଇବା ଆବଶ୍ୟକ ଅଟେ । ବନ୍ଧୁଗଣ ଏହି ଥିରେ ପ୍ରୋଟିନ୍ ସ ଆଇରନ , ଜିଙ୍କ୍ , କ୍ୟଲସିୟମ୍ , ଫସଫରସ୍ , ଭିଟାବିନ୍ B କୋମ୍ପଲେକ୍ସ ଭଇଟାବିନ୍ C ପଟାସିୟମ୍ , ମେଗ୍ନେସିୟମ୍ , କୋପର , ଏବଂ ସେଲେନିୟମ୍ ମିଳି ଥାଏ ।

ସର୍ବ ପ୍ରଥମେ ଆପଣ ମାନେ ଏହାକୁ ହାଲ୍କା ଭାବେ ଭାଜି ନିଅନ୍ତୁ , ଏବଂ ପରେ ଆପଣ ମାନେ ସେହି ଥିରୁ ଦୁଇ ଚାମଚ ନିଅନ୍ତୁ ଏବଂ ପରେ ରାତି ରେ ଏକ ଗ୍ଲାସ୍ ରେ ପାଣି ଭଦେଇ କରି ରଖନ୍ତୁ ପରେ ଆପଣ ମାନେ ସକାଳେ ଏହାର ପାଣି କୁ ଖାଲି ପେଟ ରେ ସେବନ କରିବା ସହିତ ଏହାକୁ ଆପଣ ମାନେ ଚୋବାଇ କରି ସେବନ କରନ୍ତୁ ଆପଣ ମାନଙ୍କୁ ସବୁ ପ୍ରକାରର ରୋଗ ଦାୟୁ ରୁ ସଂମ୍ପର୍ଣ୍ଣ ଭାବେ ମିକ୍ତି ମିଳିବ ।

Alsi

ସେହି ପରି ଆପଣ ମାନେ ଏହି ଭାଜି ଥିବା ପେଶୀ କୁ ଗ୍ରାଇଣ୍ଡ କରି ମିଶେଇ ଖାଇ ପାରିବେ ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଏକ ଗ୍ଲାସ୍ କ୍ଷୀର ନେବାକୁ ପଡିବ ଏବଂ ଏହାକୁ ଆପଣ ମାନେ ରାତି ସମୟ ରେ ସେହି କ୍ଷୀର ରେ ଏକ ଚାମତ ପକେଇ କରି ସେବନ କରି ପାରିବେ ଏହା ଦ୍ୱାରା ଆପଣ ମାନଙ୍କ ଶରୀର କୁ ବହୁତ ପରିମାଣ ରେ ଉପକାରୀତା ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *