ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି ସ୍କୁଲ ଛାତ୍ରୀଙ୍କ ଜବରଦସ୍ତ ଡାନ୍ସ ଭିଡିଓ ।

tik tok

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକ ଘଟଣା ର ଭିଡ଼ିଓ ସବୁ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୁଏ । ଆଉ ଏମିତି କିଛି ମଜାଳିଆ ଭିଡିଓ ସବୁ ରହିଥାଏ ଯାହା ଆମର ଆଖି ନଜର କୁ ପଡିଥାଏ ଜାହାକୁ ଦର୍ଶକ ମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ରୁ ଟିକେ ଆରମ ମିଳିଲେ ମନକୁ ଟିକିଏ ହାଲୁକା କରିବା ଲାଗି ସୋସିଆଲ ମିଡିଆରେ ଏପରି ଭିଡ଼ିଓ ଆପଣ ମାନେ ସମସ୍ତେ ଦେଖି ଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ ।

ତେବେ ଆଜିର ବ୍ୟସ୍ତତା ମଧ୍ୟରେ ଟିକେ ମୁହଁ ରେ ହସ ଫୁଟେଇବା ର କାରଣ ସୋସିଆଲ ମିଡିଆର ଭାଇରାଲ ହେଉଥିବା ଏହି ଭିଡିଓ ମୁଖ୍ୟ ଭୂମିକା ଗ୍ରହଣ କରିଛି । ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତ ଏହି କଥା ରେ ସହମତ ରହିଥିବେ ଯେ ସୋସିଆଲ ମିଡିଆ ଆଜିର ଯୁବ ପୀଢି ମାନଙ୍କ ପାଇଁ ଏକ ବହୁ ମୂଲ୍ୟ ବସ୍ତୁ ଅଟେ । କେବଳ ଯୁବ ପିଢୀ ନୁହଁନ୍ତି ବରଂ ପିଲା ଠାରୁ ବୁଢା ଏବେ ସବୁ ସ୍ମାର୍ଟ ଫୋନ୍ ର ବ୍ୟବହାର କରୁଛନ୍ତି ।

tik tok

ତେବେ ଏହାର କିଛି ସକାରାତ୍ମକ ପକ୍ଷ ଥିବା ବେଳେ କିଛି ନକାରାତ୍ମକ ପକ୍ଷ ବି ରହିଛି । ତେବେ ସୋସିଆଲ ମିଡିଆର ଗୋଟେ ସକାରାତ୍ମକ ପକ୍ଷ ହେଲା ଆଜିର ପିଲା ମାନେ ନିଜର ପ୍ରତିଭା କୁ ଦେଶର ଅନୁକୋଣରେ ଥିବା ଲୋକ ମାନଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରୁଛନ୍ତି । ଆଜି କାଲିର ପ୍ରାୟ ସମସ୍ତ ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଯେଉଁ ପିଲା ମାନଙ୍କର ନିଜସ୍ଵ ପ୍ରତିଭା ରହିଛି ଯେପରିକି ନାଚ, ଗୀତ ଆଦି ସେସବୁ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି । ଏବଂ ତାହାକୁ ବହୁତ ଲୋକ ଦେଖିଥାନ୍ତି ଓ ପସନ୍ଦ ମଧ୍ୟ କରିଥାନ୍ତି ।

ସେହିପରି ନିକଟରେ ଏକ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡାନ୍ସ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେବେ ସେହି ଭିଦିଓଟିରେ ଦେଖିବାକୁ ମିଳିଛି କି ସ୍କୁଲ ଛାତ୍ର ଏବଂ ଛାତ୍ରୀ ଦୁଇ ଜଣ ୟୁନିଫର୍ମ ରେ ରହିଛନ୍ତି । ଗୋଟେ ଖାଲ ରାସ୍ତାରେ ଏହି ବାଳକ ବାଳିକା ଦୁହେଁ ବିଭିନ୍ନ ପ୍ରକାର ଗୀତ ବଜାଇ ତାର ତାଳେ ତାଳେ ଝୁମି ଝୁମି ନାଚୁଛନ୍ତି ।

କିଛି ଓଡ଼ିଆ ଆଲବମ ଗୀତ ଓ ସମ୍ବଲପୁରୀ ଗୀତରେ ନାଚିବାର ଭିଡିଓ ଉଠାଉଛନ୍ତି । ସେମାନେ ଯେଉଁ ଭଳି ଭାବେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ତାହା ଲୋକ ମାନଙ୍କ ଦ୍ଵାରା ଆଦୃତ ହେଉଛି ଏବଂ ସମସ୍ତେ ଏପରି ମଜାଳିଆ ଭିଡିଓ ଦେଖିବା ପାଇଁ ପସନ୍ଦ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *