ଏମିତି ହଟ ଓ ସେକ୍ସି ଅଟନ୍ତି କୁମାର ସାନୁଙ୍କ ପତ୍ନୀ , ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ସେମିତି କିଛି ଫେମସ୍ ସିଙ୍ଗର ମାନଙ୍କ ବିଷୟ ରେ କଥା ହେବା ଯେଉଁ ମାନେ ନିଜର ଦ୍ୱତୀୟ ବିବାହ କରି ନେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ଜାଣିବା ହେଲେ ତା ପୂ୍ର୍ବ ରୁ ଆପଣ ମାନଙ୍କୁ ପୋଷ୍ଟ କୁ ସେଷ ଯାଏ ପଢିବା ପାଇଁ ଅନୁରୋଧ  ।

Himesh

ଏହି ଲିଷ୍ଟ ର ପ୍ରଥମ ନମ୍ବର ରେ ରହିଛନ୍ତି ହିମେସ୍ ରସ୍ମିଆ ହିମେସ୍ ପୂର୍ବ ମଧ୍ୟ ବିବାହ କରିଛନ୍ତି । କିନ୍ତୁ ତାହା ଭାଙ୍ଗି ଜାଇ ଥିଲା ,ହିମେସ୍ 21 ବର୍ଷ ବୟସ ରେ କୋମଲ ଙ୍କୁ ବିବାହ କରି ଥିଲେ ସେମାନଙ୍କ ଗୋଟିଏ ପୁଅ ବି ରହିଛି । ଜାହାର ନାମ ହେଲା ସୱୟଂ ହେଲେ ସେପ୍ଟେମ୍ବର 2016 ରେ ଏହି କୋପଲ ନିଜ ନିଜ ମଧଧ୍ୟ ରେ ଅଲଗା ହୋଇ ଜାଇ ଥିଲେ ,ଜାହା ପରେ ପରେ ହିମେସ୍ ନିଜର ଲଙ୍ଗ ଟାଇମ୍ ଗାର୍ଲ ଫ୍ରେଣ୍ଡ ସୋନିଆ କୋପୁର ଙ୍କ ସହିତ 2018 ରେ ବିବାହ କରି ନେଇ ଥିଲେ ।

ସେହି ପରି ଦୁଇ ନମ୍ବର ରେ ରହିଛନ୍ତି ଉଦିତ୍ ନାୟାୟଣ ନିଜର କେରିଅର ର ଆରମ୍ଭ ରୁ ହିଁ ରଚନା ନାମକ ଏକ ମହିଳା ଙ୍କୁ ବିବାହ କରି ଥିବା ବେଳେ ପରେ ସେ ମୁମ୍ବାଇ ଆସି ଥିଲେ ଏବଂ ସେମିତି ମଧ୍ୟ ରେ ସେ ଦିପା ନାମକ ଏକ ମହିଳା ଙ୍କୁ ମୁମ୍ବାଇ ଠାରେ ପୁଣି ବିବହ କରି ଥିଲେ , ସେମିତି ରେ ଏମାନଙ୍କ ବିବାହ କୁ ନେଇ ବହୁତ ଚର୍ଚ୍ଚା ରହି ଥିଲା କାରଣ ଦିପା ଜଣେ ନେପାଳୀ ଥିଲେ ସେ ସେହି ଦିନ ରେ ବଲିଉଡ ରେ ସଂଙ୍ଘର୍ଷ କରୁ ଥିବା ବେଳେ ତାଙ୍କର ଏହି ସଂଙ୍ଘର୍ଷ କୁ ଉଦିତ୍ ତାଙ୍କ ସହିତ ବିବାହ କରି ସଫଳ କରେଇ ଥିଲେ ।

Udit Nayayan

ସେହି ପରି ବନ୍ଧୁଗଣ ତିନି ରେ ରହିଛନ୍ତି ବଲିଉଡ ର ଫେମସ୍ ଗାଇକା ସୁନିଧି ଚହ୍ୱାନ ଯେ କି କେବଳ 18 ବର୍ଷ ବୟସ ରୁ ନିଜର କେରିଅର ର ଆରମ୍ଭ ରୁ ହିଁ ବିବାହ କରି ନେଇ ଥିଲେ ଏବଂ ସେ ସେହି ସମୟ ରେ ନିଦ୍ଦେଶକ ବବି ଖାନ୍ ଙ୍କୁ ବିବାହ କରି ଥିଲେ । ଏବଂ ପରେ ସେମାନଙ୍କ ବିବାହ ବେଶୀ ଦିନ ଚାଲି ପାରି ନ ଥିଲା ଏବଂ ପରେ ସେମାନଙ୍କ ବିବାହ ଭାଙ୍ଗିବା ପରେ ପରେ ସୁନି୍ଧି ମ୍ୟୁଜିକ୍ ଡାଇରେକ୍ଟର ରିତେସ୍ ଙ୍କୁ ବିବାହ କରି ଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *