ଘରେ ସୋଇଥିଲେ Khudi, ସେହି ସମୟରେ ଭିତରକୁ ପଶିଲା Putura, ଆଉ ଏହା ପରେ ଯାହା ହେଲା, ଆପଣ ବିଶ୍ୱାସ କରିପାରିବେ ନାହିଁ

Khudi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶ ସାରା ହେଉଥିବା ଦୁଷ୍କର୍ମ ମାମଲା ରୋକିବାର ନାମ ନେଉନାହିଁ । ଯେତେବେଳ କିଛି ବଳାତ୍କାର ସମ୍ପର୍କ ରେ ଆଲୋଚନା ହେଇଥାଏ ତ ଏପରି କୁହାଯାଏ କି ବଲାତ୍କାରୀ ଙ୍କୁ କଠୋର ଦଣ୍ଡ ମିଳିବ ଉଚିତ ତେବେ ଏପରି ଦୁଷକର୍ମୀ ମାନେ ଦୁଷ୍କର୍ମ କରିବା ପୂର୍ବରୁ ଚିନ୍ତା କରିବେ । ବିଗତ ଦିନ ରେ ସରକାର ବି ଏହି ନିୟମ ରେ ଅନେକ ପରିବର୍ତନ କରିଆସିଛନ୍ତି ଓ 12 ବର୍ଷ ରୁ କମ ବୟସ ର ଝିଅ ଙ୍କୁ ଦୁଷ୍କର୍ମ କରିଲେ ଫାସି ପରି ଆଇନି ପ୍ରଣୟନ ହେଇଛି ।

ବଲାତ୍କାରୀ ମାନେ ବେଳେ ବେଳେ ନିଜ ସମ୍ପର୍କ କୁ ବି ଭୁଲିଯାଇଥାନ୍ତି ଏବଂ ମହିଳା ଙ୍କ ସହ ଦୁଷ୍କର୍ମ ପରି ଅପରାଧ କରିଥାନ୍ତି ତେବେ ଏପରି ଲୋକଙ୍କୁ ନିଶ୍ଚିତ ରୂପେ କଠୋର ଦଣ୍ଡ ମିଳିବା ଉଚିତ । ସୂଚନା ମୁତାବକ ଏହି ଘଟଣା ଉତ୍ତରପ୍ରଦେଶ ର ଅଟେ ସେଠାରେ ଦୁର୍ଗାପୁର ଗାଁ ରେ ଜଣେ ମହିଳା ବିଗତ ମଙ୍ଗଳବାର ଦିନ ବେଡ୍ରୁମ ରେ ଶୋଇଥିଲେ ଏବଂ ଏଠାରେ ଜଣେ ବ୍ୟକ୍ତି ଖରାପ ଉଦେଶ୍ୟ ନେଇ ଆସିଥିଲା ଏବଂ ରାତି ଅନ୍ଧାର ର ଫାଇଦା ଉଠାଇ ଏହି ମହିଳା ଙ୍କ ସହ ଦୁଷ୍କର୍ମ କରିଥିଲା।

Putura

ଏମିତି ସ୍ତିତି ରେ ମହିଳା ସାହସ ର ସହ କାମ କରିଥିଲେ ଏବଂ ନିଜ ଇଜତ କୁ ବଞ୍ଚାଇବାକୁ ଯାଇ ଅଭିଯୁକ୍ତ ଙ୍କ ସହିତ ମାରପିଟ କରିଥିଲେ ଓ ମହିଳା ରାଗରେ ଉକ୍ତ ବ୍ୟକ୍ତି ଙ୍କ ର ପ୍ରାଇଭେଟ ପାର୍ଟ କୁ କାଟିଦେଇଥିଲେ । ଏହିପରି ଏକ ଘଟଣା ପରେ ମହିଳା ନିଜ କୁ ପୋଲିସ ପାଖରେ ଏବେ ସେରେଣ୍ଡର କରିଛନ୍ତି । ଏବଂ ଆରୋପି ଙ୍କୁ ଘଟଣା ସ୍ଥଳରୁ ପୋଲିସ ନେଇ ଚିକିତ୍ସା କରାଇଥିଲା ।

ଇନଭେଷ୍ଟିକେଶନ ପରେ ପୋଲିସ ଜାଣିବାକୁ ପାଇଥିଲା କି ଏହି ଅପରାଧୀ ଙ୍କ ର ନାମ ମନୋଜ ଅଟେ ଏବଂ ପୀଡିତ ମହିଳା ଙ୍କ ର ଜଣେ ଦୂର ସମ୍ପର୍କୀୟ ଅଟନ୍ତି । ମହିଳା ଙ୍କ ର ଅଭିଯୋଗ କୁ ନେଇ ପୋଲିସ ଏହି ବ୍ୟକ୍ତି ଙ୍କ ଉପରେ ବଳାତ୍କାର ମାମଲା ରୁଜୁ କରିଛି । ଅନ୍ୟପଟେ ଲୋକେ ଯେତେବେଳେ ଶୁଣିବାକୁ ପାଇଥିଲେ କି ମହିଳା ଙ୍କ ର ବଳାତ୍କାର ସମୟ ରେ ମହିଳା ସେହି ବ୍ୟକ୍ତି ଙ୍କ ର ପ୍ରାଇଭେଟ ପାର୍ଟକୁ କୁ କାଟି ଦେଇଛନ୍ତି ତ ଲୋକଙ୍କ ମନ ରେ ବି ବହୁତ ଖୁସି ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *