କେବଳ ଏହି 2 ଶବ୍ଦ ସକାଳୁ ଉଠୁ ଉଠୁ ହିଁ ବୋଲନ୍ତୁ ବିନା ପୂଜାରେ ହେବ ସବୁ ମନୋସ୍କାମନା ପୁରା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ସାରା ଲୋକ ଙ୍କର ଏହି ଅଭିଯୋଗ ରହିଥାଏ କି ତାଙ୍କ ଘରେ ଅଚାନକ ଅଶୁଭ ବା ଧନ ହାନୀ ର ପରିବର୍ତ୍ତନ ହେଉଛି , ଯେମିତକି କାମ ବନୁ ବନୁ ବିଗିଡି ଯାଉଛି କୈଣସି ବି କାମ ତାଙ୍କର ଇଚ୍ଛା ଅନୁସାରେ ହେଉନାହିଁ ଓ ତାଙ୍କ ଘରର ମାହଲ ବି ଏତେ ନକରାତ୍ମକ ହୋଇଗଲାଣି କି ନିଜ ଘରେ ହିଁ ତାଙ୍କୁ ଅଲଗା ପ୍ରକାରର ଅଣନିଶ୍ୱାସୀ ଭଳି ଲାଗୁଛି ଏବଂ ଆପଣ ଯଦି ଏହି ସବୁରୁ ମୁକ୍ତ ହେବାକୁ ଚାହୁଁଛନ୍ତି ବା ପିଛା ଛଡେଇବାକୁ ଚାହୁଁଛନ୍ତି ତେବେ କରନ୍ତୁ ଏଇ ଗୋଟିଏ ଉପାୟ ।

ଆପଣ ଙ୍କର ମନ କୈଣସି ବି କାର୍ଯ୍ୟ ରେ ଲାଗୁନାହିଁ ବା କୈଣସି ବି କାମରେ କେବଳ ଆପଣ ଙ୍କୁ ଖରାପ ଭାବନା ଆସୁଛି ଦିନ ଯାକ ଚିନ୍ତା ରେ ରହୁଛନ୍ତି ତେବେ ସେହି ପରିବାର କୁ ନେଇ ହେଉ ବା ଟଙ୍କା ପଇସା କୁ ନେଇ ହେଉ , ତେବେ ଆପଣ ବାସ କରନ୍ତୁ ଏହି ଗୋଟିଏ ଉପାୟ ଆପଣ ଙ୍କୁ ଖାଲି ଦରକାର ଅଛି ସକାଳୁ ଉଠି ଏହି ଦୁଇଟି ଶବ୍ଦ ବୋଲିବା ପାଇଁ ।

mahadev

ବନ୍ଧୁଗଣ କେହି ବି ଚାହେଁ ନାହିଁ କି ତାକୁ ଭୋଳା ନାଥ ଙ୍କର ହର ହର ମହାଦେବ ଙ୍କର କୃପା ମିଳୁ ,ଯଦି ଆପଣ ଚାହୁଁଛନ୍ତି ତେବେ ଆମର ଏହି ପୋଷ୍ଟଟିକୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ପ୍ରଭୁ ଭୋଳାନାଥ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ବାସ ନିଜ ମନରୁ ପ୍ରାଥନା କରିବା ମାତ୍ରେ ସେ ଆପଣ ଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ନିଜର ଭକ୍ତ ଙ୍କୁ ନିଜର ଚମତ୍କାର ଦେଖାଇଥାନ୍ତି ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି ପ୍ରତିଦିନ ସକାଳୁ ସକାଳୁ ଉଠୁ ଉଠୁ ହିଁ ଆପଣ ଙ୍କୁ ବାସ ବୋଲିବାର ଅଛି ଏବଂ ଏହା କରିବା ଦ୍ୱାରା ଆପଣଙ୍କର ଯାହା ବି ଇଚ୍ଛା ଥିବ ତାହା ନିଶ୍ଚୟ ପୁରା ହେବ । ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ତାହା ପାଇଁ କେବଳ ଆପଣଙ୍କୁ ବାସ ଏହି ଦୁଇଟି ଶବ୍ଦ ବୋଲିବାର ଅଛି ଓ ବିନା ପୂଜା ପାଠ ରେ ବି ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ କି ଆପଣ କଳ୍ପନା ବି କରି ପାରିବେ ନାହିଁ ।

shiva

ତେବେ ଯଦି ଆପଣ ବିଦ୍ୟାର୍ଥି ଅଟନ୍ତି ତେବେ ଏହି ଉପାୟ କୁ ନିଶ୍ଚୟ କରି ପାରିବେ କେବଳ ଘରର ବଡଲୋକ କରିବା ସହ ଛୋଟପିଲା ମଧ୍ୟ କରି ପାରିବେ ତେବେ ସେହି ଶବ୍ଦ ଟି ହେଉଛି ” ଓଁ ତ୍ରୟମ୍ବକମଃ ୟଜା ମୟେ ସୁଗମନ୍ଧିମ ପୁଷ୍ଟି ବର୍ଦ୍ଧନମଃ ଉର୍ବାରୁକମିବ ବନ୍ଧନା ମୁର୍ତୁଃମୁଖୀ ୟମା ମୁତାମ ହରି ଓଁ ନମଃ ଶିବାୟ ” ଏହାକୁ ସଞ୍ଜୀବନୀ ମନ୍ତ୍ର ମଧ୍ୟ କୁହାଯାଏ ଏହାକୁ କୁ ପ୍ରାତ ସମୟ ରେ ଜପିବା ଦ୍ୱାରା ଆପଣ ଙ୍କର ସମସ୍ତ ମନ ବାଞ୍ଛା ପୁରଣ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *