ଓଡିଶାର ଲୋକପ୍ରିୟ କମେଡି କଳକାର ଜୋଜୋ କାନ୍ଦି କାନ୍ଦି, ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ହାତ ଯୋଡି ଅନୁରୋଧ କରିଲେ ଦେଖନ୍ତୁ ଭିଡିଓ ।

joja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ କଳାକାର ମାନେ ରହିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଏହି କଳାକାର ମାନଙ୍କ ଅଭିନୟ ମାଧ୍ୟମ ରେ ହିଁ ସେମାନେ ବହୁତ ଲୋକପ୍ରିୟତା ହାସଲ କରିଥାନ୍ତି । ତେବେ ଆପଣ ମାନଙ୍କ ପ୍ରିୟ ହାସ୍ୟ ଅଭିନେତା ମାନଙ୍କ ଅଭିନୟ ଦେଖିବା ପାଇଁ କେତେ ଇଚ୍ଛୁକ ଥାନ୍ତି କମେଣ୍ଟ କରିବେ ।

Jojo

ତେବେ ଏହି ହାସ୍ୟ ଅଭିନେତା ମାନେ ନିଜର ଜୋବର୍ଦୋସ୍ତ ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ମନକୁ ବହୁତ ମନରଂଞନ କରେଇବା ସହିତ ତାଙ୍କୁ ବେସ ହସେଇଥାନ୍ତି । ତେବେ ଆପଣ ମାନେ ନିହାତି ଭାବେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଅନେକ ହାସ୍ୟ ଅଭିନେତା ମାନେ ରହିଛନ୍ତି । ସେମିତି ରେ ଆପଣ ମାନେ ସେହି ହାସ୍ୟ ଅଭିନେତା ମାନଙ୍କ ମଧ୍ୟରୁ ପଶ୍ଚିମ ଓଡିଶା ର ଲୋକପ୍ରିୟ ଅଭିନେତା ଜୋଗେସ ଜୋଜ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ।

ଜୋଗେସ ଜୋଜ ନିଜର ଅଭିନୟ ପାଇଁ ବହୁତ ପରିଚିତ ଅଟନ୍ତି । କିଛି ଚଳଚିତ୍ର ରେ ଅଭିନୟ କରି ଥିବା ଜୋଗେସ ଜୋଜ ନିଜର ପ୍ରସଂଶକ ମାନଙ୍କୁ କିଛି ସାହାଯ୍ୟ ମାଗୁଛନ୍ତି । ତାହା ପୁଣି ଦୁଖଃ ରେ ତେବେ ଜୋଗେସ ଜୋଜ ଏକ ଚଳଚିତ୍ର କରିବାକୁ ଯାଉଛନ୍ତି । ଓ ଯେଉଁଥି ପାଇଁ କିଛି ଲୋକ ଧମକ ମଧ୍ୟ ଦେଉଛନ୍ତି । ତେଣୁ ଜୋଗେସ ଜୋଜ ନିଜର ପ୍ରସଂଶକ ମାନଙ୍କୁ ଏହି କଥା ଜଣେଇ ତାଙ୍କର ସମର୍ଥନ ପାଇଁ ନିବେଦନ କରିଛନ୍ତି ।

ଏହି ଚଳଚିତ୍ର ଟି ଶୀତଳ ଷଷ୍ଠୀ ରେ ରିଲିଜ ହେବ ତେଣୁ ଏପ୍ରିଲ ମାସରେ ଏହି ଚଳଚିତ୍ର ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଜୋଗେସ ଜୋଜ ଏହି ଚଳଚିତ୍ର ରେ ନିଜର ରୋଜଗାର ର ବହୁତ ଟଙ୍କା ଖର୍ଚ୍ଚ କରିବେ । ତେବେ ସେ କେବଳ ପ୍ରସଂଶକ ମାନଙ୍କୁ ସହଯୋଗ ମାଗୁଛନ୍ତି । କାରଣ ସେ ଆଜି ନିଜର ପ୍ରଂସଶକ ମାନଙ୍କ ପାଇଁ ଏତେ ଆଗକୁ ଜାଇ ପାରିଛନ୍ତି । ଏହା ସହିତ ସେ କହିଛନ୍ତି ଚଳଚିତ୍ର ଟି ପଶ୍ଚିମ ଓଡିଶା ର ଅନେକ ସିନେମା ହଲ ରେ ଲାଗିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *