ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରୀଦେବୀ ଏବଂ ବୋନି କୋପୁର ଙ୍କ ଦୁଇଟି ଝିଅ ମଧ୍ୟ ରୁ ଜହ୍ନବି କୋପୁର ଏବେ ଫିଲ୍ମ ରେ ପାଦ ଥାପି ସାରି ଥିବା ବେଳେ ହେଲେ ତାଙ୍କ ଛୋଟ ଝିଅ ଖୁସୀ କୋପୁର ଏବେ ଯାଏ ଫିଲ୍ମ ର ଏଣ୍ଟ୍ରୀ କରି ନାହାଁନ୍ତି , ହେଲେ ତାଙ୍କୁ ସବୁ ସମସ୍ତେ ଜାଣନ୍ତି ସେମିତି ରେ ଜହ୍ନବି କୋପୁର ଙ୍କ କଥା କହିବା ତେବେ ସେ ବର୍ତମାନ ସମୟରେ ଫିଲ୍ମ ରେ ଆସିବା ସହିତ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଏକ୍ଟିଭ୍ ରହିଥାନ୍ତି ।
ହେଲେ ଖୁସୀ କୋପରୁ ଏବେ ଯାଏ ଫିଲ୍ମ ରେ କାମ କରି ନାହାଁନ୍ତି ସତ ହେଲେ ଲାଇମ୍ ଲାଇଲ୍ ରେ ରହିବାର ମୈକା ସେ କେବେ ବି ଛାଡନ୍ତି ନାହିଁ , ଏମିତି ହିଁ ଗୋଟିଏ ଘଟଣା ସେତେ ବେଳେ ହୋଇ ଥିଲା ଯେତେ ବେଳେ ଖୁସୀ ପାର୍ଟି ପାଇଁ ରିଭିଲିଂ ଡ୍ରେସ୍ ପିନ୍ଧି ଥିଲେ ଏହି ଡ୍ରେସ୍ ଟି ଫ୍ୟୁ ଲେନ୍ଥ ଗାଉନ୍ ଥିଲା ସିଲଭର କଲର ର ଏହି ଗାଉନ୍ ରେ ଖୁସୀ ଯେମିତି ପରୀ ପରି ଲାଗୁ ଥିଲେ , ସେହି ପରି ତାହା ସହିତ ସେ ମେଚିଂ ହିଲ୍ , ଏବଂ ବାଳ କୁ ମେସି ଏବଂ ଏହାର ସହିତ ସେ ସେହି ଦିନ ରେ ବହୁତ ଗ୍ଲେମରସ ବି ନଜର ଆସୁ ଥିଲେ ।
ହେଲେ କିଛି ଲୋକ ମାନଙ୍କୁ ଷ୍ଟାର କିଡ୍ ଙ୍କର ଏମିତି ଡ୍ରେସ୍ ପିନ୍ଧିବା ମୋଟେ ବି ପସନ୍ଦ ଆସି ନ ଥିଲା ଏବଂ ତାଙ୍କୁ ସୋସିଆଲ ମିଡିଆ ରେ କମେଣ୍ଟ କରି ଏହାର ଆଲୋଚନା ବି କରି ଥିଲେ । ଏବଂ ଲୋକ ମାନେ ଏମିତି ବି କହୁ ଥିବାର ଦେଖିବା ପାଇଁ ମିଳି ଥିଲେ କି ଯଦି ଆଜିର ଦିନ ରେ ଶ୍ରୀ ଦେବୀ ରହିଥାନ୍ତେ ତେବେ ଖୁସୀ କୋପୁର ଙ୍କୁ ଏମିତି ଡ୍ରେସ୍ କେବେ ବି ପିନ୍ଧିବା ପାଇଁ ଦେଇ ନ ଥାନ୍ତେ ।
ସେହି ପରି ଶ୍ରୀଦେବୀ ଙ୍କ ଛୋଟ ଝିଅ ଖୁସୀ କୋପୁର ଙ୍କ ଇନଷ୍ଟାଗ୍ରାମ୍ ଏକାଉଣ୍ଟ ଏବେ ଯାଏ ପ୍ରାଇଭେଟ୍ ରହି ଥିବା ବେଳେ ଏବେ ତାହା ପବ୍ଲିକ୍ ହୋଇ ଜାଇଛି ଏହା ସହିତ ତାଙ୍କର ହୋସ୍ ଉଡେଇବା ପରି ଫୋଟ ବର୍ତମାନ ସମୟ ରେ ସାମ୍ନା କୁ ଆସୁଛି ।
ସେମିତି ରେ ଆଜିର ଦିନ ରେ ବହୁତ ଷ୍ଟାର ମାନେ ନିଜର ଇନଷ୍ଟା ଗ୍ରାମ୍ ଏକାଉଣ୍ଟ ପୂର୍ବ ରୁ ପ୍ରାଇଭେଟ୍ କରି ଥିବା ବେଳେ ଏବେ ସେମାନେ ସବୁ ପବ୍ଲିକ୍ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଯଦି ଖୁସୀ ଙ୍କ ଫୋଲୟାର ବିଷୟ ରେ କହିବା ତେବେ ଗୋଟିଏ ଲକ୍ଷ୍ୟ ରୁ ଅଧିକ ଫୋଲୟାର ରହି ଥିବାର ଦେଖିବା ପାଇଁ ମିଳିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।