ଭାରତର ସବୁଠୁ ଧନୀ Top 10 ରାଜନେତା, ନଂ 1 ରେ ଅଛନ୍ତି କେଉଁ ନେତା ଶୁଣିଲେ ଆପଣ ଚମକି ପଡିବେ…

Top 10 politicians

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତ ର ସମସ୍ତ ନେତା ମନ୍ତ୍ରୀ ମାନଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଜାହାଙ୍କ ପାଖରେ ଧନ ର କୈଣସି ଅଭାବ ନାହିଁ । ସେମାନଙ୍କ ଜିବନ ଶୈଳି ମଧ୍ୟ ଅଲଗା ଅଟେ । ଆମେ ଆଜି ଆପଣ ମାନଙ୍କୁ ସବୁଠୁ ଧନୀ ରାଜନତା ଏବଂ ମନ୍ତ୍ରୀ ମାନଙ୍କ ବିଷୟ ରେ ଜଣେଇବୁ । ତେବେ ଆସନ୍ତୁ ଜାଣିନେବା ।

1. ପ୍ରଥମେ ରହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ସେ ବିଜେପି ଦଳ ଉତ୍ତର ପ୍ରଦେଶ ର ରାଜ୍ୟ ସଭା ସାଂସଦ ଅଟନ୍ତି । ସେ ଭାରତୀୟ ନାଗରିକ ଉଡ୍ଡାୟନ ମନ୍ତ୍ରୀ ଅଟନ୍ତି ।

Jyotiraditya Scindia

2. ସେହିପରି ଦୁଇ ରେ YSRCP ଦଳର ରାଜ୍ୟସଭା ସଦସ୍ୟ ଆଲା ଅଯୋଦ୍ଧା ରମି ରେଡି । ତାଙ୍କର ମୋର୍ଟ ସଂମ୍ପତୀ ହେଲା 2577 କୋଟି ଟଙ୍କା ସେ Ramky କମ୍ପାନୀର ମାଲିକ ଅଟନ୍ତି ।

3. ଏହାପରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ସେ ସମାଜବାଦୀ ପାର୍ଟିରେ ଅଛନ୍ତି ତାଙ୍କର ମୋଟ ସମ୍ପପତି ହେଉଛି 1001 କୋଟି ଟଙ୍କା ।

4. ଚାରି ନମ୍ବର ସ୍ଥାନରେ ଅଛନ୍ତି କର୍ଣ୍ଣାଟକର ବିଜେପି MLA ଆନନ୍ଦ ସିଂହ । ସେ କର୍ଣ୍ଣାଟକର ପର୍ଯ୍ୟଟକ ମନ୍ତ୍ରୀ ଅଛନ୍ତି ଓ ତାଙ୍କର ମୋଟ ସମ୍ପତ୍ତି ହେଉଛି 920 କୋଟି ଟଙ୍କା ।

5. ଆମ ଲିଷ୍ଟ ରେ ପଞ୍ଚମ ସ୍ଥାନରେ ରହିଛନ୍ତି ପଶ୍ଚିମ ବଙ୍ଗର କଂଗ୍ରେସ ରାଜ୍ୟ ସଭା ସାଂସଦ ଅଭିଷେକ ମନୁ ସିଙ୍ଗଭି । ତାଙ୍କର ମୋଟ ସମ୍ପତ୍ତି ହେଉଛି 860 କୋଟି ଟଙ୍କା ।

Abhishek Manu Singvi

6. ଏହା ପରେ ଅଛନ୍ତି ତେଲେଙ୍ଗାନାର କଂଗ୍ରେସ ଲୋକସଭା ସାଂସଦ କୋଣ୍ଡା ବିଶେଶ୍ଵର ରେଡି । ତାଙ୍କର ମୋଟ ସମ୍ପତ୍ତି ହେଉଛି 528 କୋଟି ଟଙ୍କା ।

7. ଏହା ପରେ ଅଛନ୍ତି ମଧ୍ୟ ପ୍ରଦେଶର କଂଗ୍ରେସ ଲୋକସଭା ସାଂସଦ ନକୁଳ ନାଥ । ତାଙ୍କର ମୋଟ ସମ୍ପତ୍ତି ହେଉଛି 660 କୋଟି ଟଙ୍କା । ସେ ମଧ୍ୟ ପ୍ରଦେଶର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପୁଅ ଅଟନ୍ତି ।

8. ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ତେଲେଙ୍ଗାନା TDP ଦଳର ଲୋକସଭା ସାଂସଦ ଜୟଦେବ ଗାଲ୍ଲା । ସେ ସାଉଥ ଅଭିନେତା ମହେଶ ବାବୁଙ୍କ ଶଳା ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି 638 କୋଟି ଟଙ୍କା ।

Jayadev Galla

9. ଏହା ପରେ ରହିଛନ୍ତି କର୍ଣ୍ଣାଟକର କଂଗ୍ରେସ MLA ଡି.କେ ଶିବ କୁମାର । ସେ କର୍ଣ୍ଣାଟକ କଂଗ୍ରେସର ପ୍ରଦେଶ ସଭାପତି ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି 840 କୋଟି ଟଙ୍କା ।

10. ସେହି ପରି ଆମ ଲିଷ୍ଟ ର ଶେଷ ସ୍ଥାନରେ ରହିଛନ୍ତି ।ମହାରାଷ୍ଟର ଶିବସେନା ଦଳ ର ରାଜ୍ୟ ସଭା ସାଂସଦ ରାଜକୁମାର ଧୋତ ସେ ଭିଡ଼ିଓ କୋନ କମ୍ପାନୀ ର ମାଲିକ ଅଟନ୍ତି । ତାଙ୍କର ମୋର୍ଟ ସଂମ୍ପତି 280 କୋଟି ଟଙ୍କା ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *