ଏହି ଦେଶରେ ମାତ୍ର 1 ଟଙ୍କାରେ ମିଳେ 1 କି.ଗ୍ରା ସୁନା । ବିଶ୍ୱାସ ନ ହେଲେବି ସତ ।

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତଙ୍କୁ ଏ ଦୁନିଆରେ ସୁନା ବହୁତ ପସନ୍ଦ ଆସିଥାଏ । ସୁନା କିଣିବା ପାଇଁ ଏ ଦୁନିଆରେ ସମସ୍ତେ ଇଚ୍ଚା କରିଥାନ୍ତି , ବିଶେଷ କରି ମହିଳା ମାନେ ସୁନା ଦେଖିଲେ ନିଜକୁ ନିୟନ୍ତ୍ରଣ କରି ପାରନ୍ତିନି । ପ୍ରତିଟି ମହିଳାଙ୍କର ନିଶ୍ଚୟ ଗୋଟିଏ ଲାଳସା ଥାଏ କି ସେ କିପରି ସୁନା ଗହଣାରେ ନିଜକୁ ସଜେଇବେ ।

ହେଲେ ସୁନାର ରେଟ ଦେଖି ସମସ୍ତେ ଏହାକୁ ସହଜରେ କିଣି ପାରନ୍ତିନି । ଦିନକୁ ଦିନ ସୁନା ରେଟ ଭାରତରେ ବୃଦ୍ଧି ପାଉଥିଲା ବେଳେ , ଏ ଦୁନିଆରେ ଏମିତି ବହୁତ ଦେଶ ଅଛନ୍ତି , ଯେଉଁଠି ସୁନା ରେଟ ବହୁତ କମ ଅଟେ ।

gold

ତେବେ ବହୁତ ଗୁଡିଏ ଦେଶରେ ସୁନା ରେଟ କମ ଥିବା ବେଳେ ଏମିତି ଏକ ଦେଶ ଅଛି ସୁନା ରେଟ ସବୁଠୁ କମ ଅଟେ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ସେହି ଦେଶ ବିଷୟରେ କହିବା ସହିତ , ଭାରତରେ ଏବେକା ସମୟରେ ସୁନା ରେଟ କେତେ ଅଛି ସେ ବିଷୟରେ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିବା ସେ କେଉଁ ଦେଶ ଯେଉଁଠି ସୁନା ରେଟ ଏତେ ସସ୍ତା ।

ତେବେ ବନ୍ଧୁଗଣ ଆପଣଙ୍କର ସୂଚନା ପାଇଁ ଆମେ କହି ରଖୁଛୁ ଯେ , Cripus ଦେଶରେ ଭାରତୀୟ ଟଙ୍କାର ମୁଲ୍ୟାରେ 1 ଟଙ୍କାରେ 1 କି.ଗ୍ରା ସୁନା ମିଳିଥାଏ । ତେବେ ଏହି ଦେଶରେ ଅନେକ ସୁନା ଖଣି ଥିବା ବେଳେ ସେଠାରେ ଏହାର ଦାମ ବହୁତ କମ ।

gold

ତେବେ ଯଦି ଆପଣ ଚାହିଁବେ ସେହି ଦେଶରୁ ସୁନା କିଣି ଭାରତ ଆଣିବାକୁ , ତେବେ ଏହା ସମ୍ଭବ ନୁହେଁ । କାରଣ ଅନ୍ତର୍ଜାତୀୟ ବଜାରରୁ ସୁନା କିଣି ବିକିବାର ଅଧିକାର ସାଧାରଣ ନାଗରିକଙ୍କର ନାହିଁ । ଯଦି ଦେଖିବା ତେବେ ପଡୋଶୀ ରାଷ୍ଟ୍ର ୟୁଆଇରେ ବି ସୁନା ରେଟ ଭାରତ ତୁଳନାରେ କମ ଅଛି ।

ତେବେ ଏବେ ଯଦି ଆମେ ଭାରତର ସୁନା ରେଟ କଥା ବିଚାର କରିବା , ତେବେ ଭାରତରେ ସୁନା ରେଟ 10 ଗ୍ରାମ ପ୍ରତି 49,000 ଟଙ୍କା ରହିଅଛି । ଯଦି ଆପଣଙ୍କୁ ଏହି ଆର୍ଟିକିଲ ପଢିବାକୁ ଭଲ ଲାଗିଥାଏ , ତେବେ ଲାଇକ ଗୋଟିଏ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *