ଘର ପାଇବାକୁ ଚାହୁଁଥିଲେ ନିଶ୍ଚୟ ପଢି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆରମ୍ଭ ହେବାକୁ ଯାଉଛି ଘର ବଣ୍ଟନ ଏହି ନେଇ ବିଭାଗ ପକ୍ଷରୁ ଆସୁଛି ନୂଆ ଆପଡେଟ ଯଦି ଆପଣ ମାନଙ୍କର ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ନାମ ରହିଛି । ତେବେ ନିଶ୍ଚିତ ଆପଣ ମାନେ ଭାବୁଥିବେ କେବେ ଠାରୁ ଘର ଆବଣ୍ଟନ ହେବ ଏବଂ କେବେ ଠାରୁ ଆମକୁ ପଇସା ଜାହା ମଧ୍ୟ ଆପଣ ମାନେ ତିଆରି କରି ପାରିବେ ଘର । ତେବେ ଏହି ନେଇ ବିଶେଷ ସୁତ୍ର ରୁ ଆସୁଛି ନୂଆ ସୂଚନା ଆସନ୍ତୁ ଜାଣିନେବା ।

ଯେମିତି କି ଆପଣ ମାନେ ଜାଣିଛନ୍ତି ଏହିଥର ନୂଆ ଆର୍ଥିକ ବର୍ଷ 2022-23 ଆରମ୍ଭ ହୋଇଜାଇଛି । ଆଉ ଏହି ମଧ୍ୟରେ ଆପଣ ମାନେ ଭାବୁଥିବେ ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ର କେବେ ଠାରୁ ମିଳିବ ଟଙ୍କା ଏବଂ କେବେଠାରୁ ମିଳିବ ଘର ଆବଣ୍ଟନ ଏହି ନେଇ ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ମୁତାବକ । ଏବେ ରାଜ୍ୟ ରେ ସମସ୍ତ ନିର୍ବାଚନ ଶେଷ ହୋଇଛି । ଏବଂ ରେଜଲ୍ଟ ମଧ୍ୟ ପ୍ରକାଶ ପାଇସାରିଛି ।

Housing Scheme

ତେବେ ସୂଚନା ଅନୁସାରେ ବହୁତ ଜଲ୍ଦି ଏପ୍ରିଲ ମାସ ସୁଧା ସମସ୍ତ ଙ୍କୁ ମିଳିବ ଘର । ଆଉ ଏହା ସହିତ ଆଧାର କାର୍ଡ ରେ ଆପଣ ମାନଙ୍କୁ ଆସିବ ଟଙ୍କା ସିଧାସଳଖ ଆପଣ ମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ କୁ । ଏହା ସହିତ ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ ସର୍ବର ଜିଲ୍ଲା ବିମ୍କା , ଏବଂ ସି କମ୍ୟୁନିଟି ହଲ ରେ 12 ଟି ହଲ ରେ 547 ଜଣ ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ କାର୍ଯ୍ୟଦେଶ ବଣ୍ଟନ କରାଜାଇଛି ।

ଆଉ ଏହି କାର୍ଯ୍ୟ କ୍ରମ ରେ ଯୋଜନା ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ଙ୍କୁ ଆବାସ ଗୃହ ର କାର୍ଯ୍ୟ ଦେଶ ବଣ୍ଟନ କରିଛନ୍ତି । ସେହି ପରି ଏହି କାର୍ଯ୍ୟ କ୍ରମ ରେ ମନ୍ତ୍ରୀ ଙ୍କ ସମେତ ନବ ନିର୍ବାଚିତ ଏନେସି ଅଦକ୍ଷ 12 ୱାର୍ଡ କାଉନସିଲ ରେ ଏନେସି ର ସମସ୍ତ କର୍ମଚାରୀ ଏବଂ ହିତାଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Housing

ତେବେ ଆଗକୁ ଏହି ପକ୍ରିୟା ଚାଲିବା ସହିତ କିପରି ଗରିବ ଅସହାୟ ଲୋକ ମାନେ ଏହି ଯୋଜନା ରୁ ବଞ୍ଚିତ ହେବେ ନାହିଁ । ସେହିଥି ପାଇଁ ଯୋଗ୍ୟ ହିତାଧିକାରୀ ଙ୍କୁ ଚିହ୍ନଟ କରି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଅନ୍ତର୍ଭୁକ୍ତ ହେବା ଉପରେ ମନ୍ତ୍ରୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *