IAS Question ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ ଝିଅର ଉତ୍ତର ଶୁଣି ଅଫିସର ସମସ୍ତେ ଅବାକ୍ ହୋଇଗଲେ…

ias

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭ୍ୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।

ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି। ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା ।

question

ପ୍ରଶ୍ନ: ଭାରତୀୟ ସେନାର ପ୍ରଥମ ମହିଳା ଜେନେରାଲ କିଏ ?
ଏହାର ସଠିକ ଉତ୍ତର ହେଲା ମେଜର ଜୀ.ଏ. ରାମ।

ପ୍ରଶ୍ନ: ପ୍ରଥମ ମହିଳା ପାଇଲଟ କିଏ ?
ଏହାର ସଠିକ ଉତ୍ତର ହେଲା ଆନନ୍ଦୀ ବାଈଯୋଶୀ।

ପ୍ରଶ୍ନ: କେଉଁ ଦେଶରେ ବହୁତ ଅଧିକ ଗରମ ହେଲେ ମଧ୍ୟ ସେଠାକାର ସମସ୍ତ ଲୋକ ଗୋରା ହୋଇଥାନ୍ତି ?
ଏହାର ସଠିକ ଉତ୍ତର ହେଲା ଆରବ ଦେଶରେ।

ପ୍ରଶ୍ନ: ଯେତେବେଳେ ଝିଅମାନେ ଦୌଡ଼ିଥାନ୍ତି ତ ତାଙ୍କର କ’ଣ ଉପର ତଳ ହୋଇଥାଏ?
ଏହାର ସଠିକ ଉତ୍ତର ହେଲା ଡ୍ରେସ।

ପ୍ରଶ୍ନ: ବର୍ତ୍ତମାନ ଯୁଗରେ କେଉଁ ଜିନିଷ ଲୋକମାନେ ସବୁଠାରୁ ଅଧିକ ମାରନ୍ତି ?
ଏହାର ସଠିକ ଉତ୍ତର ହେଲା Missed Call।

qustionnn

ପ୍ରଶ୍ନ: ମଉକା ମିଳିଗଲା ମାତ୍ରକେ ପୁଅଟି ଝିଅର ମାରିଦେଲା ସେଇଟା କ’ଣ ?
ଏହାର ସଠିକ ଉତ୍ତର ହେଲା ପକେଟ।

ପ୍ରଶ୍ନ: କାର୍ଲେଗୁମ୍ଫା କେଉଁଠି ଅବସ୍ଥିତ?
ଏହାର ସଠିକ ଉତ୍ତର ହେଲା ପୁନେ।

ପ୍ରଶ୍ନ: ଚଉଠି ରାତିରେ କେଉଁ ଜିନିଷ ସ୍ତ୍ରୀ ଜମାରୁ ଖୋଲନ୍ତି ନାହିଁ?
ଏହାର ସଠିକ ଉତ୍ତର ହେଲା ମଙ୍ଗଳ ସୂତ୍ର

ପ୍ରଶ୍ନ: ଭାରତର କେଉଁ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଏ ?
ଏହାର ସଠିକ ଉତ୍ତର ହେଲା କର୍ଣ୍ଣଦେବୀ ମନ୍ଦିର।

ପ୍ରଶ୍ନ: ପାଣ୍ଡଵ ଜଳପାତ୍ର କେଉଁଠି ?
ଏହାର ସଠିକ ଉତ୍ତର ହେଲା ଖଜୁରାହୋ ।

ପ୍ରଶ୍ନ: ଝାନସୀ ଦୁର୍ଗ କିଏ ନିର୍ମାଣ କରି ଥିଲେ ?
ଏହାର ସଠିକ ଉତ୍ତର ହେଲା ବୀର ସିଂ ଦେଓ।

ପ୍ରଶ୍ନ: ଜବାହାରଲାଲ ନେହେରୁ ବଟାନିକାଲ ଗାର୍ଡେନ କେଉଁ ଠାରେ ଅବସ୍ଥିତ ?
ଏହାର ସଠିକ ଉତ୍ତର ହେଲା ଶ୍ରୀ ନଗର।

qustiiom

ପ୍ରଶ୍ନ: ଭାରତର କେଉଁ ମନ୍ଦିରକୁ ପ୍ରଥମେ ଗୋଟିଏ ସ୍ଥାନରୁ ଅନେକ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା ?
ଏହାର ସଠିକ ଉତ୍ତର ହେଲା ସଙ୍ଗମେଶ୍ୱର ମନ୍ଦିର।

ପ୍ରଶ୍ନ: କେଉଁ ମନ୍ଦିରରେ ସବୁଠାରୁ ବଡ଼ ଷଣ୍ଢ ଅଛି ?
ଏହାର ସଠିକ ଉତ୍ତର ହେଲା ଲେପକ୍ଷୀ ମନ୍ଦିର।

ପ୍ରଶ୍ନ: ଭୁବନେଶ୍ୱର ବ୍ୟତୀତ ଆଉ କେଉଁ ସହରରେ ଅନେକ ଗୁଡିଏ ମନ୍ଦିର ଅଛି ?
ଏହାର ସଠିକ ଉତ୍ତର ହେଲା ପାଲିତାନା।

ପ୍ରଶ୍ନ: କୁଲୁ ସହର କେଉଁ ଉତ୍ସବ ପାଇଁ ପ୍ରସିଦ୍ଧ ?
ଏହାର ସଠିକ ଉତ୍ତର ହେଲା ଦଶହରା।

ପ୍ରଶ୍ନ: ରାଜଘାଟରେ କାହାର ସମାଧି ରହିଛି ?
ଏହାର ସଠିକ ଉତ୍ତର ହେଲା ମହାତ୍ମାଗାନ୍ଧୀ।

Qustion-mark

ପ୍ରଶ୍ନ: ଭାରତର ପ୍ରଥମ ନୃତ୍ୟ ବିଦ୍ୟାଳୟର ନାଁ କଣ ?
ଏହାର ସଠିକ ଉତ୍ତର ହେଲା ଶାନ୍ତିନିକେତନ।

ପ୍ରଶ୍ନ: ପ୍ରଥମ ମହିଳା ନର୍ତ୍ତକୀ କିଏ ?
ଏହାର ସଠିକ ଉତ୍ତର ହେଲା ମେନକା।

ପ୍ରଶ୍ନ: ଭାରତର ସ୍ଥାପିତ ପ୍ରଥମ ବ୍ୟାଙ୍କର ନାମ କଣ?
ଏହାର ସଠିକ ଉତ୍ତର ହେଲା ଦି ବ୍ୟାଙ୍କ ଅଫ ହିନ୍ଦୁସ୍ତାନ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *