ଆସିଲା ନୁଆ ଘର ଲିଷ୍ଟ , ଜାଣନ୍ତୁ ଆପଣଙ୍କ ନାଁ ଅଛି କି ନାହିଁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ବିଷୟ ରେ ନିହାତି ଭାବେ ଜାଣିଥିବେ । ତେବେ ଏହି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଖୁବ ଶୀଘ୍ର ବଣ୍ଟନ ହେବାକୁ ଯାଉଛି ଘର । ଏବେ ଆପଣ ମାନଙ୍କ ଖାତା କୁ ଆସିବ ଟଙ୍କା ଏବଂ ଆପଣ ମାନେ ତିଆରି କରିବେ ଘର । ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ ତେବେ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ।

ଯାହାକି ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସରୁ ଆପଣ ମାନଙ୍କୁ ମିଳିବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଘର ବଣ୍ଟନ । ତେବେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ମିଳିଥିବା ସୂଚନା ମୁତାବକ ରାଜ୍ୟ ରେ ଏବେ ସମସ୍ତ ନିର୍ବାଚନ ଶେଷ ହୋଇସାରିଛି । ଆଉ ନିର୍ବାଚନ ର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏହି ମଧ୍ୟ ରେ ଖୁବ ଶୀଘ୍ର ସରକାର ଦେବାକୁ ଯାଉଛନ୍ତି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଘର ।

pm

ଏମିତି କି ରାଜ୍ୟ ରେ କିଛି ସ୍ଥାନ ରେ ଆରମ୍ଭ ହୋଇସାରିଛି ଘର ବଣ୍ଟନ । ତେବେ PM ଆୱାସ ବାକି ଅନ୍ୟାନ ଜିଲ୍ଲା ମାନଙ୍କରେ ଖୁବ ଶୀଘ୍ର ବଣ୍ଟନ ହେବ ଆଉ ଏହା ମଧ୍ୟ ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ମୁତାବକ । ଏହି ଏପ୍ରିଲ ମାସ ଶେଷ ସପ୍ତାହ ସୁଧା ସମସ୍ତ ଙ୍କୁ ଆରମ୍ଭ ହେବ ଘର ଆବଣ୍ଟନ ।

ଆଉ ଆଗ ରେକର୍ଡ ଅନୁସାରେ ଆପଣ ମାନଙ୍କ ଖାତା କୁ ଆସିବ ଟଙ୍କା ଏହା ସହିତ ଆପଣ ମାନେ ଏହାର ଲିଷ୍ଟ ଦେଖିବାକୁ ଚାହୁଁଥିବେ ଏହି ପର୍ଯ୍ୟନ୍ତ ୱେବସାଇଟ ରେ ଲିଷ୍ଟ ଆପଲୋର୍ଡ ହୋଇ ନାହିଁ । ବହୁତ ଶୀଘ୍ର ୱେବସାଇଟ ରେ ଲିଷ୍ଟ ଆପଲୋର୍ଡ ହୋଇ ଯିବ ଜାହା ଆପଣ ମାନେ ବହୁତ ଜଲ୍ଦି ଦେଖି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *