ସାଂଘାତିକ: ମଦ ନିଶାରେ ଚହଲଙ୍କୁ ୧୫ ମହଲାରୁ ତଳକୁ ଝୁଲାଇ ରଖିଥିଲେ ଏହି କ୍ରିକେଟର !!

Chahal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଛାତି ଥରା କାହାଣୀ କହିଲେ କ୍ରେକେଟର ୟୁଜବେନ୍ଦ୍ର ଚହଲ ଅଳ୍ପକେ ବଞ୍ଚି ଜାଇ ଥିଲା ଜିବନ । ମଦ ନିଶା ରେ ତାଙ୍କୁ କେମିତି 15 ମହଲା ରୁ ଝୁଲେଇ ରଖିଥିଲେ ଜଣେ କ୍ରିକେଟର ଏବଂ ଅଳ୍ପକେ ବଞ୍ଚି ଜାଇ ଥିଲା ଜିବନ । ତେବେ କିଏ ସେହି କ୍ରେକେଟର କାହା ବିରୋଧ ରେ ୟୁଜବେନ୍ଦ୍ର ଚହଲ ଏମିତି ସଙ୍ଗିନ ଅଭିଯୋଗ ଲଗେଇଛନ୍ତି ।

ଟିମ ଇଣ୍ଡିଆ ତଥା ରାଜସ୍ତାନ ରୟାଲ୍ସ ର ଲେଗ୍ସ ସ୍ପିନର ୟୁଜବେନ୍ଦ୍ର ଚହଲ ଗୋଟିଏ ସାଙ୍ଘାତିକ ଘଟଣା ବିଷୟ ରେ ମୁହଁ ଖୋଲିଛନ୍ତି । 2013 ମସିହା ରେ IPL ସମୟ ରେ ଜଣେ ଖେଳାଳି କେମିତି ତାଙ୍କୁ ମଦ ପିଆଇ ଧମକେଇ ଥିଲେ ଏବଂ ସେ କେମିତି ମୃତ୍ୟୁ ମୂଖରୁ ଅଳ୍ପକେ ବର୍ତି ଜାଇ ଥିଲେ ସେହି ବିଷୟ ରେ ସେ କହିଛନ୍ତି ।

Yuzbendra Chahal

ତେବେ ସୂଚନା ଅନୁସାରେ ସେହି ଖେଳାଳି ଜଣଙ୍କ ହେଲେ ଅଷ୍ଟ୍ରେଲିଆ ର ଏଣ୍ଟୟୁ ସେମର୍ସ 2013 ମସିହା ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ରେ ରହିଥିଲେ । ଚହଲ ମଧ୍ୟ 2013 ରେ ମୁମ୍ବାଇ ଇଣ୍ଡିଆନ୍ସ ରୁ ଖେଳୁଥିଲେ । ବେଙ୍ଗାଲୋରୁ ରେ ଖେଳାଜାଇ ଥିବା ଗୋଟିଏ ମ୍ୟାଚ ପରେ ତାଙ୍କ ସହିତ ଏମିତି ଘଟଣା ଘଟିଥିଲା । ମଦ୍ୟପ ଖେଳାଳି ଜଣଙ୍କ ତାଙ୍କୁ ହୋଟେଲ ର 15 ମହଲା ତଳକୁ ଝୁଲେଇ ରଖିଥିଲେ ବୋଲି ଚହଲ କହିଛନ୍ତି ।

ତେବେ ରାଜସ୍ତାନ ରୟାଲ୍ସ ପକ୍ଷରୁ ରବିଚନ୍ଦ୍ର ଅଶ୍ୱନୀ ଏବଂ ବରୁଣ ନାୟର କଥା ହେଉଥିବା ବେଳର ଭିଡ଼ିଓ ଜାରି ହୋଇଛି । ଏହିଥିରେ ୟୁଜବେନ୍ଦ୍ର ଚହଲ କହିଛନ୍ତି ସେ ଆଜି ଯାଏ ଏହି କଥା କାହାକୁ କହିନଥିଲି । ଆଉ ଏହି ଘଟଣା ସାମ୍ନା କୁ ଆସିବା ପରେ କ୍ରିକେଟ ଖେଳାଳି ପ୍ରେମୀ ମାନେ ସେହି ଖେଳାଳି ଙ୍କ ନାମ ସାର୍ବଜନିନ କରିବା ପାଇଁ ଦାବୀ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *