ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ ଖୋଲିବେ କଳାକାରନାମାର ରହସ୍ୟ, ୫ଦିନ ରିମାଣ୍ଡରେ ଆସିବେ କମଳା I

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ଖୋଲିବ ସ୍ୱାମୀ ର କଳାକାହାଣୀ ନକଲୀ ଡାକ୍ତର ରମେଶ ଙ୍କ ଦ୍ୱତିୟ ପତ୍ନୀ କମଳା ଙ୍କୁ 5 ଦିନ ରିମାଣ୍ଡ ରେ ନେବାକୁ ଅନୁମତି ମିଳିଛି । ରିମାଣ୍ଡ ରେ ନେବାକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDGM କୋର୍ଟ । 7 ଦିନ ରିମାଣ୍ଡ ପାଇଁ ଆବେଦନ କରି ଥିବା ବେଳେ ତେବେ କୋର୍ଟ 5 ଦିନି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

Ramesh

ସେହି ପରି ରମେଶ ର ରିମାଣ୍ଡ ର ଆବେଦନ କୁ ଖାରଜ କରିଛନ୍ତି କୋର୍ଟ । ଏଠି କହିରଖୁଛୁ କି ଯେ ରମେଶ ସ୍ୱାୟିଁ ଙ୍କ ଦ୍ୱତୀୟ ପତ୍ନୀ କମଳା ଙ୍କୁ ଗିରୋଫ କରିଥିଲା ଝାଡଖଣ୍ଡ ର କମିଶନରେଟ ପୋଲିସ ର ଏକ ଟିମ୍ । ଡାକ୍ତର ଙ୍କ ପତ୍ନୀ ଗୁଜୁରାଟ ର ଜାମନ ନଗର ରେ କାମ କରୁଥିଲେ ।

ଆଉ ଯେତେ ବେଳେ ରମେଶ ଙ୍କ କାର୍ନାମା ପ୍ରଘଟ ହେଲା ସେବେଠାରୁ ଫେରାର ହୋଇଥିଲା ଡାକ୍ତର ଙ୍କ ପତ୍ନୀ କମଳା ଜାହାଙ୍କୁ ଖୋଜୁଥିଲା କମିଶନରେଟ ପୋଲିସ କମଳା କମିଶନରେଟ ପୋଲିସ ହାବୁଡ ରେ ପଡିବା ପରେ ଅନେକ ଗୁଡିକ କଳାକାହାଣୀ ସାମ୍ନା କୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

kamal

ସବୁଠୁ ବଡ କଥା ହେଲା ରମେଶ ଙ୍କ ଦ୍ୱିତୀୟ ପତ୍ନୀ କମଳା ଙ୍କ ଜାଣନ୍ତ ରେ ଅନ୍ୟ ମହିଳା ଙ୍କୁ ପ୍ରେମ ଜାଲ ରେ ଫସେଇ ବିବାହ କରୁ ଥିଲେ ରମେଶ ଏମିତି କି ଏହିଥିରେ ରମେଶ ଙ୍କୁ ଭରପୁର ସାହାଯ୍ୟ ସହଯୋଗ କରୁଥିଲେ କମଳା କେବଳ କମଳା ନୁହଁନ୍ତି ବରଂ ରମେଶ ଙ୍କ ଏହି ଅପରାଧ ରେ ତାଙ୍କ ଭଉଣୀ ଏବଂ ଡ୍ରାଇଭର ମଧ୍ୟ ସାହାଯ୍ୟ କରୁଥିଲେ । ତେବେ ଏହାକୁ ନେଇ ଆଗାମୀ ସମୟ ରେ କଣ ରହିବ କୋର୍ଟ ଙ୍କ ନିସ୍ପତି ଦେଖିବାର ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *