ନିର୍ବାଚନ ସରିବା ପରେ ଭୟଙ୍କର ରାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ! ଜାଣନ୍ତୁ କଣ ପାଇଁ ? କାହା ଉପରେ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିର୍ବାଚନ ପରେ ଭୟଙ୍କର ରାଗିଛନ୍ତି ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଜାଣନ୍ତୁ କଣ ପାଇଁ ? କାହା ଉପରେ । କହିଲେ ଦୋଷୀ କୁ ମୋଟେ ବି କ୍ଷେମା କରାଯିବ ନାହିଁ । ଓଡିଶା ରେ ଗୋଟିଏ ଜିନିଷ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ଆଉ ତାହା ହେଲା ରାଜନୀତି ଯେତେ ବେଳେ ବି ଜୁଆଡେ ସୁଣିବେ ସବୁଆଡେ ରାଜନୀତି ବିଷୟ ରେ କିଛି ନା କିଛି ସୁଣିବାକୁ ନିଶ୍ଚୟ ପାଇବେ । କାରଣ ଲୋକ ମାନେ ଚା ପିଇବା ସମୟ ରେ ଲୋକ ମାନେ ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି । ରାତିରେ ଶୋଇବା ସମୟ ରେ ବି ସେମାନେ ରାଜନୀତି ଖବର ରେ ଦିନ ସାରନ୍ତି ।

Naveen

ରାଜନୀତି ରେ ବିରୋଧୀ ଦଳ ମାନେ ପରସ୍ପର କୁ ନିଚ୍ଚା ଦେଖେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ସବୁବେଳେ ବିରୋଧୀ ଦଳ ଏହି ସୁଯୋଗ ର ଅପକ୍ଷା ରେ ରହିଥାଏ । କେମିତି ଅନ୍ୟ ବିରୋଧୀ ଦଳ ଏକ ଭୁଲ କାମ କରିବ ଆଉ ସେମାନେ ତାହାକୁ ନେଇ ସଂଙ୍ଗେ ସଂଙ୍ଗେ ରାଜନୀତି ଆରମ୍ଭ କରିଦେବେ । ଏବେ କିଛି ଦିନ ତଳେ ପଞ୍ଚାୟତ ଇଲେକ୍ସନ ସରିଲା ଗାଁ ଗହଳୀ ରେ ଲୋକ ମାନେ ନିଜର ଗ୍ରାମ ର ଉନ୍ନତି ପାଇଁ ସରପଞ୍ଚ ଏବଂ ଚେୟାରମ୍ୟନ ଆଦିଙ୍କୁ ବାଛି ଦେଲେ । ଆଉ ଏବେ ସହରାଞ୍ଚଳ ରେ ପୈରନିର୍ବାଚନ ସରିଲାଣି ।

ଏବେ ନିର୍ବାଚନ ସରିବା ପରେ ଆକ୍ସନ ମୋ଼ଡ ରେ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ଚାପି ରଖିଥିବା ସବୁ ରାଗ କୁ ଏବେ ବାହାର କରିଛନ୍ତି ମୂଖ୍ୟ ମନ୍ତ୍ରୀ ଦିଲ୍ଲୀରୁ ଫେରିବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ । କିଛି ଲୋକ ମାନଙ୍କୁ ଏବେ ପୁରସ୍କାର ହେଲେ ଆଉ କିଛି ଲୋକ ମାନଙ୍କୁ ତିରସ୍କାର ବରଦାସ୍ତ କରୁଥିଲେ ନିର୍ବାଚନ ପାଇଁ ଆଉ ଏବେ ଖେଳ କରିଦେବେ ନିଜର ଭାବମୂର୍ତ୍ତି ପାଇଁ ପ୍ୟାରୀ, ବବି ମୋହରା, କଳ୍ପତରୁ, ବିଜେଡିରେ କେବଳ ନବୀନଙ୍କ ପତିଆରା।

Chief Minister Naveen

ଖବର ଅନୁସାରେ ଗତ ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନରେ ଅସମ୍ଭାଳ ସଫଳତା ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ନାହାଁନ୍ତି। ଓଲଟି ସେ ନିଜ ଦଳ ର କିଛି ନେତା ଏବଂ କାର୍ଯ୍ୟକର୍ତ୍ତା ଙ୍କ କାର୍ଯ୍ୟ କୁ ନେଇ ରାଗ ଗର ଗର ହେଉଥିବା ବିଜେଡି ର ଅନ୍ଦର ମହଲ ରେ ଚର୍ଚ୍ଚା ଜୋର ସୋର ରେ ଚାଲିଛି । ବିଗତ ଦୁଇ ନିର୍ବାଚନ ରେ ଯେଉଁ ନେତା ମାନେ ନିଜ ନିଜ ସମର୍ଥକ ଙ୍କୁ ମଇଦାନ କୁ ଓହ୍ଲାଇ ବିଜେଡି ପ୍ରାର୍ଥି ମାନଙ୍କୁ ହରେଇବା ପାଇଁ ଚେଷ୍ଟା କରିଥିଲେ । ସେମାନେ ସମସ୍ତେ ଏବେ ବିଜେଡି ସୁପ୍ରିମ ଙ୍କ ସ୍କାନର ରେ ରହିଥିବା ଆଲୋଚନା ହେଉଛି ।

ଏମାନଙ୍କୁ ଆଦୈ କ୍ଷେମା ଦିଆଯିବ ନାହିଁ ବୋଲି କୁଆଡେ ମୂଖ୍ୟ ମନ୍ତ୍ରୀ ସଂଙ୍କେତ ଦେଇସାରିଲେଣି । ପ୍ରଥମେ ମମିତା ମେହେର ଏବଂ ଏବେ କ୍ୟାମେରା ମ୍ୟନ ମାନସ ସ୍ୱାୟିଁ ଙ୍କ ମୃ୍ତ୍ୟୁ ପଛରେ କିଛି କିଛି ବିଜେଡି ନେତା ଙ୍କ ସମୃକ୍ତି ଥିବା ଜଣା ପଡିବା ପରେ ଏବେ ନବୀନ ପୁରା ଆକ୍ସନ ମୋଡ ରେ ରହିଛନ୍ତି ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *