ହନୁମାନଙ୍କର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଥରେ ମାତ୍ର ଜପ କରନ୍ତୁ ସବୁ ଇଚ୍ଛା ପୂରଣ ହେବ |

hanuman ji

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆମେ ସମସ୍ତେ ଜାଣିଛେ କି ଭଗବାନ ହନୁମାନ ହେଲେ ବଳ ବୁଦ୍ଧି ଏବଂ ନିଧାନ ର ଦେବତା ତାଙ୍କର କୃପା ଜାହା ଉପରେ ପଡେ ତାଙ୍କର ସବୁ କାର୍ଯ୍ୟ ସଫଳ ହୋଇଥାଏ ଏହା ସହିତ ସବୁ ଅସୁବିଧା ର ବି ଅନ୍ତ ଘଟିଥାଏ , ସେମିତି ରେ ଆମେ ମାନେ ଏହି କଥା ନିଶ୍ଚିତ ଭାବେ ଜାଣନ୍ତି କି ଆଜିର ଦିନ ରେ ବି ରାମ ଭକ୍ତ ହନୁମାନ ଜିବିତ ରହିଛନ୍ତି ।

hanuman

ଆଉ ଯିଏ ତାଙ୍କୁ ସତ୍ୟ ମନ ରୁ ଡାକେ ତାଙ୍କର ନାମ ଜପ କରେ ତାର ସବୁ କଷ୍ଟ ଏବଂ ଚିନ୍ତା କୁ ହନୁମାନ ନିବାରଣ କରନ୍ତି । ତେବେ ବନ୍ଧୁଗଣ ଆମେ ଆଜି ଏହି ପୋଷ୍ଟ ରେ ଜାଣିବା ଏମିତି ଏକ ଶକ୍ତିଶାଳୀ ମନ୍ତ୍ର ବିଷୟ ରେ ଜାହାକୁ ଆପଣ ମାନେ ଭକ୍ତି ଏବଂ ସତ୍ୟ ନିଷ୍ଠା ର ସହିତ ଜପ କରିବେ ତେବେ ଆପଣ ମାନଙ୍କ ସବୁ ମନସ୍କାମନା ପୂରଣ ହେବ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଚମତ୍କାରୀ ହନୁମାନ ମନ୍ତ୍ର ବିଷୟ ରେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ ଏହି ମନ୍ତ୍ର ର ଜପ କେବଳ ରାତି ରେ ଶୋଇବା ପୂର୍ବ ରୁ କରନ୍ତୁ ଏବଂ ଏହାକୁ ଆପଣ ମାନେ ମଙ୍ଗଳବାର ଏବଂ ଶନିବାର ଦିନ ହିଁ ଜପ କରନ୍ତୁ ।

hanuman

ତେବେ ପ୍ରଥମେ ଆପଣ ମାନେ ହନୁମାନ ଚାଳିଶା ର ପାଠ କରି ରାଶି ତେଲ ର ଦୀପ ଟିଏ ଲଗାନ୍ତୁ ଏବଂ ଏହାକୁ ଘର ର କୋଣ ରେ ଜଳାନ୍ତୁ ଏହା ପରେ ଏହି ଖାସ୍ ମନ୍ତ୍ରୀ ଟି କୁହନ୍ତୁ ଜାହା ହେଲା ଜୟ ଶ୍ରୀ ରାମ୍ ଜୟ ସିୟା ପତି ରାମ୍ ବନ୍ଧୁଗଣ ଏହି ଚମତ୍କାରୀ ମନ୍ତ୍ର ର ଆପଣ ମାନେ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ଆପଣ ମାନେ ଜପ କରନ୍ତୁ ଦେଖିବେ ଆପଣ ମାନଙ୍କର ସବୁ କଷ୍ଟ ଦୂର ହେବା ସହିତ ଆପଣ ମାନଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *