ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇବୁ କି ଉତ୍ତର ପ୍ରଦେଶ ରେ ମିଳିପାରେ ମାଗଣା ବିଦ୍ୟୁତ ସେବା । ଆସନ୍ତୁ ଜାଣିବା ସଂମ୍ପର୍ଣ୍ଣ ଖବର । ବର୍ତମାନ ଚାରିଆଡେ ନିର୍ବାଚନ ମାହୋଲ କିଛି ଜିତିଲା ର ଆଉ କିଏ ହାରିଯାଉଛି । ଏହି କିଛି ଦିନ ତଳେ ଇୟୁପି ର ଯୋଗୀ ଆଦିତ୍ୟନାଥ ମୂଖ୍ୟ ମନ୍ତ୍ରୀ ନିର୍ବାଚନ ଜିତିଥିଲେ । ଏବଂ ସପଥ ପାଠ ମଧ୍ୟ କରିସାରିଲେଣି । ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଏହି ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ବିଧାନ ସଭାରେ ଅଖିଳେସ ଯାଦବଙ୍କ ସମାଜବାଦୀ ପାର୍ଟିକୁ ହରାଇ ପୁଣି ଥରେ କ୍ଷମତା ହାସଲ କରିଛି ବିଜେପି । ଏହାସହ ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଉତ୍ତର ପ୍ରଦେଶରେ 35 ବର୍ଷରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟ ନାଥ।
ଏବେ ତାଙ୍କୁ ନେଇ ଅନେକ ନୂଆ କଥା ସୁଣିବାକୁ ମିଳୁଛି । ଆଗକୁ ଆଦିତ୍ୟ ନାଥ ନିଜ ରାଜ୍ୟବାସୀ ଙ୍କ ପାଇଁ କଣ ସବୁ ନୂଆ କାର୍ଯ୍ୟ କରିବାକୁ ଯାଉଛନ୍ତି । ଉତ୍ତର ପ୍ରଦେଶ ରାଜ୍ୟ ରେ ମିଳିପାରେ ମାଗଣା ବିଦ୍ୟୁତ ଯୋଗୀ ସରକାର ନେଇ ପାରନ୍ତି ବଡ ନିସ୍ପତି ଉତ୍ତର ପ୍ରଦେଶ ଲୋକଙ୍କୁ ମାଗଣା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ଯୋଗୀ ସରକାର ବିଚାର କରିବାକୁ ଯାଉଛନ୍ତି ।
ଏହା ସହିତ ଉତ୍ତର ପ୍ରଦେଶ ପରିଶଦ ଅଦକ୍ଷ ଆଗଦେଶ କୁମାର ବର୍ମା କହିଛନ୍ତି ରାଜ୍ୟ ସରକାର ନିଜର ସଂକଳ୍ପ ପତ୍ର ର ନିସ୍ପତି ଘୋଷଣା ପୂର୍ବରୁ ଜଲ୍ଦି ନିଅନ୍ତୁ । ତେବେ ରାଜ୍ୟ ରେ ତିିନିକୋଟି ଉପଭୋକ୍ତା ଙ୍କ ତରଫ ରୁ ଯୋଗୀ ଆଦିତ୍ୟ ନାଥ ନୂଆ ଗଠିତ ହୋଇଥିବା ମନ୍ତ୍ରୀ ପରିଶଦ କୁ ଧନ୍ୟବାଦ ଜଣେଇଛନ୍ତି ।
କେବଳ ଏତିକି ନୁହେଁ ମାଗଣା ବିଦ୍ୟୁତ ମିଳିବା ନେଇ ଉତ୍ତର ପ୍ରଦେଶ ରାଜ୍ୟ ର ଉପଭୋକ୍ତା ପରିଶଦ ଭରସା ଦେଇଛି କି ଚାଷୀ ମାନଙ୍କୁ ମାଗଣା ବିଦ୍ୟୁତ୍ ଓ ଘରୋଇ ଉପଭୋକ୍ତା ମାନଙ୍କୁ ଶସ୍ତା ବିଦ୍ୟୁତ ଦେବା ବିଷୟରେ ସରକାର ଜଲ୍ଦି ବିଚାର କରିବେ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।