ରାତି ଅଧରେ ନିଦ ଭାଗୁଥିଲେ ସାବଧାନ ! ଦେଇଥାଏ ଏହି କଥାର ସଂଙ୍କେତ

sleep

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନଙ୍କ ନିଦ ରାତି 1 ଟା ରୁ 3 ଟା ମଧ୍ୟ ରେ ଭାଙ୍ଗୁଛି କି ତେବେ ଏହା ପାଇଁ ଆପଣ ମାନେ ସାବଧାନ ରୁହନ୍ତୁ , କାରଣ ଏହି ବିଷୟ ରେ ଆପଣ ମାନଙ୍କୁ ଜାଣିବା ପରେ ନିଶ୍ଚିତ ଭାବେ ରୁମ ଟାଙ୍କୁରି ଉଠିବ , ଏହି ଦୁନିଆଁ କୁ ରହସ୍ୟ ମୟ ଦୁନିଆଁ ବୋଲି କୁହା ଜାଇ ଥାଏ ।

ଏମିତି ରେ ଆଜିର ଦିନ ରେ ବି ଏମିତି ବହୁତ କଥା ରହିଛି ଯାହା ରହସ୍ୟ ମୟ ହୋଇ ପଡି ରହିଛି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ରହସ୍ୟ ମୟ ଘଟଣା ବିଷୟ ରେ କହିବୁ ଯାହା ରାତି 1 ଟା ରୁ 3 ଟା ମଧ୍ୟ ରେ ହୋଇ ଥାଏ ଏବଂ ସେହି ସମୟ ରେ ଆପଣ ମାନଙ୍କ ନିଦ ଭାଙ୍ଗିଲେ ତାହାର ପ୍ରଭାବ ଆପଣ ମାନଙ୍କ ଶରୀର ଉପରେ ପଡେ ।

sleeping

ସେମିତି ରେ ଆପଣ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ କି ଅଧ ରାତ୍ରୀ ରେ ମନ୍ଦିର ରେ ନା ପୂଜା ଅର୍ଚ୍ଚନା ହୋଇ ଥାଏ ନା ମନ୍ଦିର ର ପହ଼ଡ ଖୋଲେ ନା ସୂର୍ଯ୍ୟ ଉଦୟ ହୋଇ ଥାଏ । କାରଣ ସେହି ସମୟ କୁ ଆମେ ମାନେ ଅଶୁଭ ସମୟ ଭାବେ ମାନି ଥାନ୍ତି ।

ସେହି ପରି ଏହି ରାତି 1ଟା ରୁ 3 ଟା ମଧ୍ୟରେ ନାକାରାତ୍ମକ ଶକ୍ତି ମାନଙ୍କ ଉର୍ଜା ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ ସେହି ସମୟ ରେ ସିଧି ପ୍ରାପ୍ତି ପାଇଁ ତାନ୍ତ୍ରିକ ମାନେ ସବୁ ପ୍ରକାର ର ଚେଷ୍ଟା କରି ଥାନ୍ତି , ଯେମିତି କି ବଳୀ ଦେବା ବା ଗୁପ୍ତ ସାଧନା କରିବା ତନ୍ତ୍ର ବିଦ୍ୟା ଅନୁସାରେ ରାତି 1 ଟା ରୁ 3 ଟା ମଧ୍ୟ ରେ ଦିଆ ଜାଉ ଥିବା ସାଧନା ବା ବଳୀ ସଫଳ ହୋଇ ଥାଏ ।

sleep

ଏବଂ ଏହି ସମୟ ରେ ସାରା ସଂସାର ରେ ଭୂତ ପ୍ରେତ ଙ୍କ ଶକ୍ତି ବହୁତ ଅଧିକ ହୋଇ ଥିବା ବେଳେ ଏହି ଉପରେ ଆମ ମାନଙ୍କ ଶରୀର ପସି ଏମାନେ ସାକାରାତ୍ମକ ଶକ୍ତି କୁ ନଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି, ତେବେ ଆପଣ ମାନଙ୍କ ଶରୀର ରେ ଏମିତି କିଛି ଏକ୍ଟିଭିଟି ହେଲେ ଆପଣ ମାନଙ୍କ ନିଦ ପ୍ରତି ଦିନ ରାତି ରେ ଭାଙ୍ଗି ଜାଇ ଥାଏ ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ କେବେ ବି ରାତି ରେ ଶୋଇବା ପୂର୍ବ ରୁ ଭୁତ ପ୍ରେତ ଙ୍କ ବିଷୟ ରେ ଭାବି ବା କଥା ପକେଇ ଶୁଅନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *