ବାସ୍ତୁ ଦୋଷ ଦୂର କରେ ସିନ୍ଦୂର ! କେଉଁଠି ଓ କେମିତି ସିନ୍ଦୂର ଲଗାଇବା ଆବଶ୍ୟକ

Sindur

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଦୋଷ ଦୂର କରେ ସିନ୍ଦୁର ଏହି ସିନ୍ଦୁର ରେ ରହିଛି ଅପୂର୍ବ ଶକ୍ତି ବିବାହିତ ମହିଳା ମାନଙ୍କର ଏହା ପରିଚୟ ସୃଷ୍ଟି କରୁ ଥିବା ବେଳେ ଏହି ସିନ୍ଦୁର ରେ ଆପଣ ମାନେ କେମିତି ଭାବେ ନନିଜର ଘର ର ବାସ୍ତୁ ଦୋଷ ଆଦି କୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ପାରିବେ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ କେବଳ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ ।

Sindur

ସେମିତି ରେ ମାତା ବା ଦେବୀ ଙ୍କ କଥା କହିବା ତେବେ ଏହି ସିନ୍ଦୁର ମାଧ୍ୟମ ରେ ସେ ମାନବ ଜାତି ଉପରେ ନିଜର ଆଶ୍ରୀବାଦ ବର୍ଷା କରି ଥାନ୍ତି । ପୁଣି ଏହି ସିନ୍ଦୁର ର ବ୍ୟବହାର ପାଇଁ ଘରୁ ନାକାରାତ୍ମକ ଶକ୍ତି ବାହାର ହୋଇ ସାକାରାତ୍ମକ ଶକ୍ତି ପ୍ରବେଶ କରେ ଅନେକ ଶୁଭ ଏହା ଦ୍ୱାରା ପ୍ରାପ୍ତି ହୋଇ ଥାଏ ।

ସେହି ପରି ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ମାନେ ସିନ୍ଦୁର କୁ ଜାଣିବା ତେବେ ଦୁଆର ମୁହଁ ରେ ସିନ୍ଦୁର ଏବଂ ତେଲ ଲଗେଇଲେ ଘରକୁ ନାକାରାତ୍ମକ ଶକ୍ତି ର କେବେ ବି ପ୍ରେବଶ ହୋଇ ନ ଥାଏ । ଏହା ସହିତ ମାତା ଲକ୍ଷ୍ମୀ ବି ପ୍ରଶନ୍ନ ହୋଇ ଥାନ୍ତି , ଏହା ଘର ର ସମସ୍ତ ବାସ୍ତୁ ଦୋଷ କୁ ଦୂର କରିବାରେ ବହୁତ ପରିମାଣ ରେ ସାହାଯ୍ୟ କରେ ।

Mother Lakshmi

ଯଦି ଆପଣ ମାନେ ଚାହାଁନ୍ତି କି ଆପଣ ମାନଙ୍କ ଘରକୁ ବହୁତ ପରିମାଣ ରେ ଧନ ଆୟ ହେଉ ବା ଆପଣ ମାନଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ପାଦ ପଡୁ ବୋଲି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏକ ନଡିଆ ରେ ସିନ୍ଦୁର ଲଗେଇ କରି ତାହାକୁ ଏକ ଲାଲ୍ ସୁତା ସହିତ ଏକ ଲାଲ୍ କପଡା ରେ ବନ୍ଧି କରି ଆପଣ ମାନେ ସେହି ନଡିଆ କୁ ମାତା ଲକ୍ଷ୍ମୀ ଙ୍କ ପାଖରେ ରଖି ଦିଅନ୍ତୁ ଆପଣ ମାନଙ୍କ ସବୁ ମନସ୍କାମନା ପୂରଣ ହେବା ସହିତ ଆପଣ ମାନଙ୍କ ଘରେ କେବେ ଧନ ର ଅଭାବ ଦେଖା ଦେବ ନାହିଁ ।

ସେହି ପରି ଆପଣ ମାନେ ବାସ୍ତୁ ଦୋଷ କୁ ମଧ୍ୟ ଏହା ଦ୍ୱାରା ଆପଣ ମାନେ ନିଶ୍ଚିତ ଭାବେ ଦୂର କରି ପାରିବେ ତେବେ ଆପଣ ମାନଙ୍କୁ ଏହି ସୂଚନାନ କେମିତି ଲାଗିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *