ବାବୁ ନିରଞ୍ଜନ କହୁଥିବେ ଲୋ ଶର୍ମିଷ୍ଠା ତୋ ବିନା ମୋ କାହାଣୀ ଅଧା,ସତ ଓଗାଳୁଛି ଏବେ ଦୁଇଜଣ,ଜଣେ ଦୋଷ ଦଉଚି ଆଉ ଜଣକୁ,ଧାରା ପଡିବ ଅସଲ ଖେଳାଳି…ଦେଖନ୍ତୁ Video

Niranjan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନସ ହତ୍ୟାକାଣ୍ଡ ବିଷୟ ରେ ଆମେ ମାନେ ସମସ୍ତେ ଜାଣୁ । ଏହା ସହିତ ଏହି ଘଟଣା ମୂଖ୍ୟ ଅଭିଯୁକ୍ତ ମଧ୍ୟ ଧରା ହୋଇସାରଛି । ଏହା ସହିତ ଏହି ଘଟଣା ର ଅଭିଯୁକ୍ତ ଶର୍ମିଷ୍ଠା ଓ ତାଙ୍କର ଅନେକ ସହଯୋଗୀ ମାନେ ଧରା ପଡିଜାଇଛନ୍ତି । ଏବେ ଏହି ଘଟଣା ରେ ଯୋଡିତ ଆଉ କିଛି ତଥ୍ୟ ମଧ୍ୟ ସୁଣିବକୁ ମିଳୁଛି । ଏହା ସହିତ ଏହି ଘଟଣା ରେ ସେମାନେ କଣ ପାଇଁ ହତ୍ୟାକାଣ୍ଡ କରିଥିଲେ ଏହି ସଂମ୍ପର୍କ ରେ ସେମାନେ କିଛି ନିର୍ଦ୍ଧିଷ୍ଟ ଭାବେ କହିନଥିଲେ । ବର୍ତ୍ତମାନ ଏହି ଘଟଣା ସହିତ ଜଡ଼ିତ କିଛି ଏପରି କଥା ଶୁଣିବାକୁ ମିଳୁଛି ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ କରି ଦେବ ।

ତେବେ ଏହି ଘଟଣାରେ ବର୍ତ୍ତମାନ ଶର୍ମିଷ୍ଠା ଓ ନିରଞ୍ଜନ ଜେଲ ମଧ୍ୟରେ ଅଛନ୍ତି। ଏହା ସହିତ ସେମାନଙ୍କୁ ବର୍ତ୍ତମାନ ଜେରା ମଧ୍ୟ କରାଯାଉଛି। ତଥା ଏହି ଘଟଣା ସହିତ ଯୋଡିତ ଏହା ସହିତ ଏହି ଘଟଣା ବିଷୟ ରେ ଯୋଡିତ ସମସ୍ତ କଥା ବର୍ତମାନ ବାହାରକୁ ଆଣିବା ପାଇଁ ପ୍ରୟାସ କରାଜାଉଛି । ତେବେ ଏହି ଘଟଣା ସହିତ ଯୋଡିତ ଏକ ବହୁତ ଗୋପନିୟ କଥା ଏବେ ସାମ୍ନା କୁ ଆସିଛି । ଯାହାକୁ ସୁଣିବା ପରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ ।

Niranjan

ତେବେ ଏହି ଘଟଣା ର ମୂଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ତାଙ୍କର ପ୍ରେମିକ ନିରଞୀନ ସହିତ ଯୋଡିତ କିଛି କଥା ସାମ୍ନା କୁ ଆସିଛି । ଯାହାକୁ ସୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ତେବେ କ୍ରାଇମବ୍ରାଞ୍ଚ କହିଛି କି ସେମାନେ ମିଳିତ ଭାବେ ଏକ ଅଶ୍ଲିଳ ଫିଲ୍ମ ତିଆରି କରି ଏହିଥିରେ ଅନେକ ପଇସା ଆୟ କରିବାକୁ ଚେଷ୍ଟା କରୁଥିଲେ । ଏହା ସହିତ ଏହି ସଂମ୍ପର୍କ ରେ ହୁଏତ ମାନସ ଜାଣି ଜାଇଥିଲେ । ଏହିଥି ପାଇଁ ମାନସ ଏହି କାରଣ ପାଇଁ ତାଙ୍କର କିଛି ଟଙ୍କା ମାଗିଥିଲେ । ଯାହା ଫଳ ରେ ସେମାନେ ତାଙ୍କର ହତ୍ୟା କରିଦେଇଥିଲେ ବୋଲି ଅନୁମାନ କରାଜାଉଛି ।

ଏମିତି ରେ ଏହି ଘଟଣା ରେ ଅନେକ ମୋଡ ମଧ୍ୟ ଆସିସାରିଲାଣି । ଯାହା ଫଳ ରେ ଏହି ଘଟଣା ବର୍ତମାନ ସମୟ ରେ ଅଧିକ ଚର୍ଚ୍ଚିତ ହୋଇସାରିଛି । ଏମିତି ରେ ଅନେକ ଲୋକ ମାନେ ଏହି ଘଟଣା ଉପରେ ନଜର ରଖି ବସିଛନ୍ତି । ତେବେ ଏହି ଫିଲ୍ମ କଥା ବର୍ତମାନ ସାମ୍ନା କୁ ଆସିବା ପରେ ସମସ୍ତେ ଚକିତ ହୋଇଜାଇଛନ୍ତି । ଏହା ସହିତ କିପରି ଭାବେ ଏକ ସମାଜ ସେବୀ କେମିତି ଏପିରି କରି ପାରିବ ସମସ୍ତ ଙ୍କୁ ଚକିତ କରିଦେଇଛି ।

ଏହି ଘଟଣାରେ ଏବେ ଆହୁରି ଅନେକ କଥା ବାହାରକୁ ଆସୁଛି।ଏହା ସହିତ ଏହି ଘଟଣାରେ ଅନେକ ଲୋକଙ୍କ ଚେହେରା ମଧ୍ୟ ସାମ୍ନାକୁ ଜାଇଛି । ତେବେ ସମାଜସେବା କରିବା ନାମରେ ଶର୍ମିଷ୍ଠା କଣ କରୁଥିଲେ ଏହା ଏବେ ସମସ୍ତଙ୍କ ସାମ୍ନା କୁ ଆସି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *