ଜୀବନ ସାରା ଅବିବାହିତ ରହିବେ ଏହି ସବୁ ଅଭିନେତା । କହିଲେ ସେମାନଙ୍କ ବାହା ହେବାକୁ ଚାହାଁନ୍ତିନି , କେବଳ ଅନ୍ୟ ସହ

Actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ଏମିତି କିଛି କଳାକାର ମାନେ ରହିଛନ୍ତି ଯେଉଁ ମାନଙ୍କ ବୟସ ହେବା ପରେ ବି ସେମାନେ ବିବାହ କରି ନାହାଁନ୍ତି , ଏବଂ ଯେବେ ବି ସେମାନଙ୍କୁ ବିବାହ କରିବା କଥା କୁହା ଜାଇ ଥାଏ ସେମାନେ ହସି କରି ଟାଳି ଦେଇ ଥାନ୍ତି , ଯେମମିତି କି ଏମାନେ ବିନା ବିବାହ ରେ ବହୁତ ଖୁସୀ ରେ ରହିଛନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ତାରକା ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ ବହୁତ ବୟସ ହୋଇ ସାରି ଥିବା ବେଳେ ବି ସେମାନେ ବିବାହ କରି ନାହାଁନ୍ତି ।

salman

ତେବେ ଏହି ଲିଷ୍ଟ ରେ ପ୍ରଥମେ ସଲମାନ ଖାନ୍ ରହି ଥିବା ବେଳେ ବର୍ତମାନ ସମୟ ରେ ସବୁ ଲୋକ ମାନଙ୍କୁ ତାଙ୍କର ବିବାହ ର ଅପେକ୍ଷା ରହିଛି ହେଲେ ସେ ବହୁତ ବୟସ ହୋଇ ସାରି ଥିବା ବେଳେ ସେ ବିବାହ କରି ନାହାଁନ୍ତି ବରଂ ଯେତେ ବେଳେ ତାଙ୍କୁ ବିବାହ କଥା ପଚରା ଜାଇ ଥାଏ ତେବେ ସେ ବିନା ବିବାହ ରେ ବହୁତ ଖୁସୀ ରେ ରହିଛନ୍ତି ବୋଲି କୁହନ୍ତି ।

ସେହି ପରି ଦୁଇ ରେ ମୁକେସ୍ ଖନ୍ନା ରହିଛନ୍ତି ଯିଏ ବଲିଉଡ ରେ ବହୁତ ବଡ କଳାକାର ଭାବେ ପରିଚିତ ରହି ଥିବା ବେଳେ ସେ 60 ବର୍ଷ ରୁ ବି ଅଧିକ ବୟସ ହୋଇ ସାରି ଥିବା ବେଳେ ହେଲେ ବର୍ତମାନ ସମୟ ରେ ବି ସେ ବିବାହ କରି ନାହାଁନ୍ତି , ସେ ବଲିଉଡ ସହିତ ବହୁତ ସିରିଏଲ ମାନଙ୍କ ରେ ନଜର ଆସି ସାରିଛନ୍ତି ।

Mukesh Khanna

ସେହି ପରି ତିନି ରେ ଅକ୍ଷୟ ଖନ୍ନା ବଲିଉଡ ରେ ବହୁତ ସମୟ ରେ ଲିଡ୍ ଅଭିନୟ କରି ଥିବା ବେଳେ ବର୍ତମାନ ସମୟ ରେ ବି ସେ ବିବାହ କରି ନାହାଁନ୍ତି , ବଢିବା ବୟସ ସହିତ ବର୍ତମାନ ସମୟ ରେ ତାଙ୍କର ଶରୀର ବି ବହୁତ ପରିମାଣ ରେ ପରିବର୍ତନ ହୋଇ ସାରିଛି ହେଲେ ସେ ବିବାହ କରି ନାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *