ପୁଣି ଦେଶରେ ମହଙ୍ଗା ହେଲା ପେଟ୍ରୋଲ୍ ଏବଂ ଡିଜେଲ୍ ଦର , ଆପଣଙ୍କ ଆଡେ କେତେ ଅଛି ପେଟ୍ରୋଲ ଡିଜେଲ ଦର ସେୟାର କରି ଜାଣନ୍ତୁ

modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ର ସମାଜ ବହୁତ ଆଗକୁ ଯାଉଛି ପ୍ରତ୍ୟେକ ଲୋକ ନିଜର ସୁବିଧା ପାଇଁ ସବୁ କିଛି କରୁଛନ୍ତି । ଆଉ ଦେଶ ଅଗକୁ ଯିବାରୁ , ଦେଶ ରେ ଅତ୍ୟଧୁନିକ ଜ୍ଞାନ କୌଶଳ ର ଉଦ୍ଭବାନ ହୋଇଛି। ଯାହା ଦ୍ୱାରା ଅନେକ ନୂତନ ଜିନିଷ ମଧ୍ୟ ପ୍ରସ୍ତୁତି ହୋଇଛି । ଯାହା ଲୋକ ମାନଙ୍କର ବହୁତ ଦରକାର ରେ ଆସୁଛି ଆଉ ଏହା ଦ୍ୱାରା ଲୋକ ଙ୍କର ଅନେକ କାର୍ଯ୍ୟ ବହୁତ ସୁବିଧାରେ ହୋଇ ପାରୁଛି। ତେବେ ଆଗରୁ ଲୋକ ମାନେ ଚାଲି ଚାଲି ଯିବା ଆସିବ କରୁ ଥିଲେ । ହେଲେ ଏବେ ଯାନ ବାହାନ ବାହାରି ଯୋଗୁଁ ଲୋକ ମାନେ ଆଉ ଚାଲିବାକୁ ପସନ୍ଦ କରୁ ନାହାନ୍ତି । ଯାହା ପାଇଁ ଆଜି ଅନେକ ଗାଡି ଦେଖିବାକୁ ମିଳୁଛି ।

ତେବେ ଏହି ଗାଡି କୁ ଚଳାଇବା ପାଇଁ ଇନ୍ଧନ ମାନେ ପେଟ୍ରୋଲ ବା ଡିଜେଲ ର ଆବଶ୍ୟକ ପଡୁଛି। ତେବେ ଯାହା ପାଇଁ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି । ତେବେ ଏହି ତୈଳ ଖଣି ରୁ ବାହାର କରାଯାଏ। ତେବେ ସରକାର ଆର୍ଥିକ ସ୍ଥିତି କୁ ବଢାଇବା ପାଇଁ ଅନେକ ଜିନିଷ ଉପରେ ଦାମ କୁ ବଢାଇ ଦେଇଛନ୍ତି। ଏହା ବଢିବା ଦ୍ୱାରା ସାଧାରଣ ଲୋକ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଲୋକ ମାନେ ଏହି ସବୁ ଜିନିଷ କୁ କିଣିବା ପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି।

petrol

ସରକାର ଦେଶ ର ଉନ୍ନତି ପାଇଁ ଜିନିଷ ର ଦାମ ବଢାଇବା କୁ ବାଧ୍ୟ ହୋଇଜାଉଛନ୍ତି । ପେଟ୍ରୋଲ , ଡିଜେଲ , ସୁନା ,ରୂପା , ଆଳୁ , ପିଆଜ ଆଦି ଜିନିଷ ରେ ଦାମ ବୃଦ୍ଧି ହୋଇଜାଉଛି । ତେବେ ଦେଖିବାକୁ ଗଲେ ପେଟ୍ରୋଲ ଆଉ ଡିଜେଲ ଦର ଅଧିକ ବଢୁଥିବା ଦେଖିବାକୁ ମିଳୁଛି ଯାହା ଦ୍ୱାରା ଲୋକ ମାନେ ଏହା କୁ ସୁବିଧା ରେ କିଣି ପାରୁ ନାହାନ୍ତି। ସେମିତିରେ ଏହି ଦିନରେ ପୁଣି ପେଟ୍ରୋଲ ଡିଜେଲ ଦର ରେ ସାମାନ୍ୟ ବୃଦ୍ଧି ଦେଖା ଦେଇଛି। ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି ।

ଗତକାଲି ଅପେକ୍ଷା ଆଜି ତୈଳ ଦର କିଛି ପରିମାଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସାମାନ୍ୟ ବଢିଛି ତୈଳ ଦର। ତେବେ ଆଜି ଭୁବନେଶ୍ୱର ରେ ପେଟ୍ରୋଲ ଏବଂ ଡିଜେଲ ଦର ନିଆଁ ଭଳି ବଢି ଚାଲିଛି। ତେବେ ସୂଚନା ଅନୁଯାୟୀ ପେଟ୍ରୋଲ ଲିଟର ପିଛା 113 ଟଙ୍କା 92 ପଇସା ରହିଥିବା ବେଳେ ସେହିପରି ଡିଜେଲ ଲିଟର ପିଛା ରହିଛି 102 ଟଙ୍କା 24 ପଇସା ରହିଥିବା ଜଣାଯାଇଛି ।

Petrol Diesel

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି 9224992249 ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ICOL ୱେବସାଇଟରୁ ମିଳିଯିବ। ତେବେ ସୂଚନା ଅନୁସାରେ ପ୍ରତିଦିନ ସକାଳେ 6 ଟା ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ରେ ଏକ୍ସ ସାଇଜ ଡ୍ୟୁଟି ଡିଲର କମିଶନ ଆଉ ଅନ୍ୟାୟ ଜିନିଷ ଯୋଡା ହେବ । ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଛି । ତେବେ ବାହାରେ ଦେଶ ରେ ପେଟ୍ରୋଲ ଓ ଡିଜେଲ ରେ ଦର ପ୍ରତିଦିନ ବଦଳି ଥାଏ ବୋଲି ଜଣା ପଡିଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *