କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା 5 ଟି ସବୁଠୁ ବଡ ପ୍ରମାଣ, Niranjana ଙ୍କୁ ନେଇ କଲା ବଡ ଖୁଲାସା…

Niranjan Sharmista

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାୟିଁ ହତ୍ୟା କାଣ୍ଡ ର ମୂଖ୍ୟ ଅଭିଯୋଗ କୁହାଜାଇଥିବା ଷର୍ମିଷ୍ଟା ରାଉତ ଙ୍କ ଗିରୋଫ ପରେ ବିସ୍ଫରୋକ ତଥ୍ୟ ଏବେ ପଦାକୁ ଆସିଛି । ଷର୍ମିଷ୍ଟା ଖରାପ ଫିଲ୍ମ ତିଆରି କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ସେହି ସବୁ ଫିଲ୍ମ ର କିଛି ଦୃଶ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା ତେବେ ମାନସ ହତ୍ୟା କାଣ୍ଡର ମୂଖ୍ୟ କାରଣ ହେଲା ମେମେରି ଚିପ୍ । ଏହି ଚିପ୍ ରେ କିଛି ଖରାପ ଫିଲ୍ମ ଥିବା କଥା ପୂର୍ବରୁ ଚାନ୍ଦବାଲୀ ପୋଲିସ କହିଥିଲା । ଯେତେ ବେଳେ ଏହା କ୍ରାଇମବ୍ରାଞ୍ଚ ହାତକୁ ଗଲା ସେତେବେଳେ ଷର୍ମିଷ୍ଟା ଙ୍କୁ ଧରାଇବା ରେ ସଫଳ ହେଲେ ।

Sharmista

ଏବେ କ୍ରାଇମବ୍ରାଞ୍ଚ ଟିମ୍ ମେମରି ଚିପ୍ ଏବଂ ଖରାପ ଫିଲ୍ମ ବିଷୟ ରେ ଅନେକ ତଥ୍ୟ ପାଇଛି । ତେବେ ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓଡ଼ିଆ ନାମରେ ଷର୍ମିଷ୍ଟା ଏକ ୟୁଟ୍ୟୁବ ଚେନ୍ନାଲ ଖୋଲିଥିଲେ । ଏହା ସହିତ ସମ୍ପୂର୍ଣ୍ଣ ଏଣ୍ଟରଟେନ୍‌ମେଣ୍ଟ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ୍‌ ଖୋଲି ସେଥିରେ ବିଭିନ୍ନ ସଟ୍‌ ଫିଲ୍ମ, ଆଲବମ୍‌ ଓ ଭଜନ ଅପ୍‌ଲୋଡ୍‌ କରିବାକୁ ଯୋଜନା କରୁଥିଲେ । ଏଥିପାଇଁ 13 ଟି ଭଜନ ସୁଟିଂ କରିଥିଲେ । 6 ଟି ଭଜନରେ ମୁଖ୍ୟ ଅଭିନେତା ଥିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ।

ସବୁ ଠାରୁ ବଡ଼ କଥା 8 ଟି ଖରାପ ଫିଲ୍ମ ସୁଟିଂ କରିଥିଲେ । 3 ଟି ରେ ନିରଂଞନ ମୂଖ୍ୟ ଭୂମିକା ରେ ଥିଲେ । ଏହି ଫିଲ୍ମ ମଧ୍ୟରୁ ଗୋଟିଏ ଦୁଷ୍କର୍ମ ଦୃଶ୍ୟ ରହିଥିଲା । ଆଉ ରିଲ ରେ କଏଦ ହୋଇଥିଲା ନିରଂଞନ ଏହି ଦୁଷ୍କର୍ମ ଭିଡ଼ିଓ ରେ ଏହାକୁ ସୁଟିଂ କରିଥିଲେ ମାନସ ତେବେ ମାନସ ଙ୍କ ସହଯୋଗୀ ଥିବା ଜୟନ୍ତ ମଧ୍ୟ ଏହି ବିଷୟ ରେ ଅବଗତ ଥିଲେ । ଉକ୍ତ ମେମରି ଚିପ୍ ପାଇଁ ମାନସ ଙ୍କ ହତ୍ୟା ହୋଇଥିବା ଜଣା ପଡିଛି । ନିରଂଞନ 3 ଟି ଖରାପ ଫିଲ୍ମ ରେ ଥିଲେ ତାକୁ ଛାଡିଲେ ବାକି 5 ଟି ଫିଲ୍ମ କ୍ରାଇମବ୍ରାଞ୍ଚ ପାଇଛି ।

Niranjan

ସେହି ଗୁଡିକ ହେଲା ଧନ ଘରେ ନାହାଁନ୍ତି , ଦୁଷ୍ଟ ଦିଅର , ରୋମିଓ ପ୍ରଫେସର , ତୁମ ସହ ନାଇଟ ଲାଇଫ୍ , ଏବଂ ସେହି ସ୍ପର୍ଶ ଏହି ସବୁ ଫିଲ୍ମ ର ପ୍ରତ୍ୟୋକ ଦୃଶ୍ୟ ଉତ୍ତେଜନା ମୂଳକ ଥିଲା । ଏହି ଫିଲ୍ମ ଅନଲାଇନ ଆପଲୋର୍ଡ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଷର୍ମିଷ୍ଟା ଙ୍କ ଉଦ୍ଧେଶ୍ୟ ଥିଲା । ଯାହା ଏବେ ତାଙ୍କୁ ବିପଦରେ ପକେଇଛି । ଏହି ଫିଲ୍ମ ର କିଛି ରୋମାନ୍ସ ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଭାଇରଲ ।

ତେବେ ସିନ ରିକ୍ରିଏସନ ନେଇ ଏହି ପର୍ଯ୍ୟନ୍ତ କୈଣସି ନିସ୍ପତି ହୋଇନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ତେବେ ମାଷ୍ଟମ ମାଇଣ୍ଡ ଷର୍ମିଷ୍ଟା ନିରଞ୍ଜନ ସେଠୀଙ୍କ ସହିତ 4 ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ଗତ କାଲି କ୍ରାଇମବ୍ରାଞ୍ଚ ମୂଖ୍ୟ କାର୍ଯ୍ୟାଳୟ କୁ ଏମାନଙ୍କୁ ଅଣା ଯିବା ପରେ ଘନ ଘନ ଜେରା ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *