ମେଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଆପଣଙ୍କୁ ଶାସନ ଓ ସତ୍ତାର ଭରପୁର ସହଯୋଗ ମିଳିପାରିବ, ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି । ତେବେ ତାହାର ଭଲ ଫାଇଦା ମିଳିପାରିବ, କେଉଁ ପୁରୁଣା କ୍ଷତିର ଭରପାଇ କରିପାରିବେ, କାରୋବାର ଭଲ ଚାଲିବ, ଜୀବନସାଥିଙ୍କ ସହ କେଉଁ ଭଲ ଜାଗା ବୁଲିବାକୁ ଯୋଜନା କରିପାରନ୍ତି, ପୁରୁଣା ସାଙ୍ଗଙ୍କ ସହ ମିଶିକରି ଅଧୁରା କାର୍ଯ୍ୟକୁ ପୁରା କରିବେ । ଆପଣ ନିଜ ଭବିଷ୍ୟକୁ ଆର୍ଥିକ ରୁପରେ ମଜବୁତ୍ ବନାଇବାରେ ସଫଳ ହେବେ ।
ବୃଷ ରାଶି- ଆଜି ଆପଣଙ୍କ ଜରୁରୀ କାମରେ ବ୍ୟସ୍ତରହିବେ, ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, ଆପଣ ନିଜ ଘରୋଇ ଖର୍ଚ୍ଚ ଉପରେ ଲଗାମ୍ ଲଗାନ୍ତୁ ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ପ୍ରେମ ଜୀବନରେ ଉତଥାନ ପତନ ସ୍ଥିତି ନଜର ଆସୁଛି, ଆପଣଙ୍କୁ ନିଜ ସାଥିଙ୍କ ଭାବନାକୁ ବୁଝିବାର ଆବଶ୍ୟକତା ଅଛି, ମା ବାପାଙ୍କ ସହ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ ।
ମିଥୁନ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରୁପରେ ଫଳଦାୟକ ରହିବ । କିଛି ବଡ ସଂମ୍ପତ୍ତି ମିଳିବାର ପ୍ରବଳ ଯୋଗ ହେଉଛି, ଆର୍ଥିକ ସ୍ଥିତି ମଜବୁତ୍ ହେବ । ଘରୋଇ ଦରକାରିତାର ପୁର୍ତ୍ତି ହେବ, ଆୟର ଜରିଆ ବଢିବ , ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ, ବାହାନ ସୁଖ ପ୍ରାପ୍ତି ହେବ, ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ମିଳିପାରିବ । ଯାହା ଦ୍ୱାରା ମନ ହର୍ଷିତ ରହିବ । ଆପଣଙ୍କ ଆଧ୍ୟାତ୍ମିକ ପ୍ରତି ରୁଚି ବଢିବାର ନଜର ଆସିବ । ଯାହାକୁ ଦେଖିକରି ପରିବାର ସଦସ୍ୟଙ୍କ ମନ ପ୍ରସନ୍ନ ହେବ ।
କର୍କଟ ରାଶି- ଆଜି ଆପଣଙ୍କ ଦିନ ଭାଗ୍ୟର ଦୃଷ୍ଟିକୋଣରୁ ବହୁତ ଭଲ ନଜର ଆସୁଛି । ସନ୍ତାନଙ୍କ ପ୍ରତି ବିଶ୍ୱାସ ଆହୁରି ଅଧିକା ମଜବୁତ୍ ହେବ । ଆପଣ ଯେଉଁ ବି କାମ କରିବାକୁ ଚାହିଁବେ, ସେଥିରେ ସଫଳତା ମିଳିବାର ଆଶା ଅଛି । ମା ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ କେଉଁ ଅଧୁରା ଇଚ୍ଛା ପୁରା ହୋଇପାରେ । ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାର ଆଶା ଅଛି ।
ସିଂହ ରାଶି- ଆଜି ନୁଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ କିଛି ନୁଆ ଅବସର ମିଳିବାର ସଙ୍କେତ ମିଳିବ । ଆପଣ ନିଜ ଭାବନା ସକରାତ୍ମକ ବନାଇ ରଖନ୍ତୁ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଯଦି ଆପଣ ପୁର୍ବରୁ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ତାହା ଫେରିପାରିବେ । ଅଫିସ୍ ର ବାତାବାରଣ ଆପଣଙ୍କ ପକ୍ଷରେ ରହିବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ମିଳିପାରିବ, ଆପଣ ଯେତେ ପରିଶ୍ରମ କରିବେ ସେହି ଅନୁସାରେ ଫଳ ପ୍ରାପ୍ତି ହେବ ।
କନ୍ୟା ରାଶି- ଆଜି ଆପଣଙ୍କ ଦିନ ବହୁତ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି । ଆପଣ ନିଜ ଚେଷ୍ଟାରେ ଅଟକିଥିବା କାମକୁ ପୁରା କରିବେ, ଆପଣଙ୍କ ପରିଶ୍ରମ କାର୍ଯ୍ୟରେ ଲାଗିବ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ କଠିନ ପରିଶ୍ରମ କରିବାକୁ ପଡିପାରେ, ତେବେ ଯାଇ ସଫଳତା ହାସିଲ୍ କରିପାରିବେ । ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୂଚି ବଢିବ, କାରୋବାର ବ୍ୟକ୍ତିଙ୍କୁ ଲାଭର ସଂମ୍ଭାବନା ଅଛି ।
ତୁଳା ରାଶି- ଆଜି କେଉଁ କଥାକୁ ନେଇକରି ମାନସିକ ଚିନ୍ତା ବଢିପାରେ, ଯାହାକୁ ନେଇ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାରେ କଠିନତା ରହିବ । ଆପଣ ନିଜ ଉପରେ ନକରାତ୍ମକ ବିଚାରକୁ ଆଣିବାକୁ ଦିଅନ୍ତୁ ନାହିଁ, ବିଜନେସ୍ ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଉପଦେଶ ଦିଆଯାଉଛି କି ଯଦି କେଉଁ ମହତ୍ତ୍ୱପୁର୍ଣ୍ଣ କାଗଜପତ୍ରରେ ହସ୍ତାକ୍ଷର କରୁଛନ୍ତି ତେବେ ଭଲସେ ପଢିନିଅନ୍ତୁ ।
ବିଛା ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, ଭାଇ ଭଉଣୀଙ୍କ ପୁରା ସାହାଯ୍ୟ୍ ମିଳିବ, ଅଚାନକ ଆର୍ଥିକ ଲାଭ ମିଳିବାର ଆଶା ଅଛି, ଉଧାର ଦେଇଥିବା ପଇସା ଫେରିପାରିବେ । ଆପଣ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି, ବେପାରରେ ମନ ମୁତାବିକ ଲାଭ କମାଇପାରିବେ, ବେପାରରେ ଲାଭ କମାଇବାରେ ସଫଳ ହେବେ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ ।
ଧନୁ ରାଶି-ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି, ଯେଉଁ ଅବସରକୁ ଆପଣ ଖୋଜୁଛନ୍ତି ତାହା ବହୁତ ଦିନରୁ ଥିଲା ଆଜି କେଉଁ ପାଖ ସଂମ୍ପର୍କୀୟଙ୍କ ସହାୟତା ମିଳିପାରେ, ବିଜନେସ୍ ସଂବନ୍ଧିତ କେଉଁ ବଡ ମିଟିଙ୍ଗ୍ ସାମିଲ୍ ହେବା କାରଣରୁ ଭଲ ପ୍ରୋଜେକ୍ଟ ବୁଝିନିଅନ୍ତୁ ଓ ପ୍ରସ୍ତୁତ ହୋଇ ରୁହନ୍ତୁ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ନୁଆ ଚାକିରି ଖୋଜୁଛନ୍ତି, ତାଙ୍କୁ ସଫଳତା ମିଳିବାର ଯୋଗ ନଜର ଆସୁଛି, ଦାମ୍ପତ୍ୟ ଜୀବନସୁଖ ମିଳିବ
ମକର ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣ ନିଜ କାମର ଯୋଜନାରେ ଲଗାତାର୍ ସଫଳତା ହାସିଲ୍ କରିବେ, ଚାକିରି ସହ ଯୋଡି ହୋଇଥିବା କାମରେ ବଡ ଫଇସଲା ନେବାକୁ ଚାହୁଁଥିଲେ ଦିନ ଆପଣଙ୍କ ପାଇଁ ଭଲ ରହିଛି, ବହୁତ ଲମ୍ବା ସମୟରୁ ଚାଲୁଥିବା ମାନସିକ ଚିନ୍ତା ଶେଷ ହେବ, ମା ବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ, ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ଆଲୋଚନା ହୋଇପାରେ, ଭାଇ ଭଉଣୀଙ୍କ ସହ ଭଲ ତାଳମେଳ ରହିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିପାରିବ ।
କୁମ୍ଭ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, ଜୀବନ ସାଥୀଙ୍କ ସାହାଯ୍ୟରେ କିଛି ଅଧୁରା କାମ ପୁରା କରିବେ, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିବାର ଆଶା ଅଛି, ଘରେ ଖୁସିର ମାହୋଲ୍ ରହିବ, ତାହା ସହ ପାର୍ଟିର ଆୟୋଜନ କରିପାରନ୍ତି, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି, ଜମିବାଡି ସହ ଯୋଡି ହୋଇଥିବା ମାମଲାରୁ ଲାଭ ମିଳିବ,
ମୀନରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ବିଷମ ପରିସ୍ଥିତିରେ ବୁଝାମଣା ସହ କାମ କରନ୍ତୁ, ଘରୋଇ ଦରକାରିତାରେ ଅଧିକା ପଇସା ଖର୍ଚ୍ଚ ହେବ, ଯାହାକୁ ନେଇକରି ଆପଣ ବହୁତ ଚିନ୍ତିତ ରହିବେ, ଯଦି ଆପଣ କେଉଁଠି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରେ ଅନୁଭବି ଲୋକଙ୍କ ଠାରୁ ଉପଦେଶ ନିଅନ୍ତୁ, ବେପାରରେ ଠିକ୍ ଠାକ୍ ଲାଭ ମିଳିବ, ଆଜି କେଉଁ ଘରୋଇ କାମକୁ ପୁରା କରିବାପାଇଁ ପଡୋଶୀଙ୍କ ସାହାଯ୍ୟ ମିଳିପାରିବ ।