17 ଅପ୍ରେଲ 2022 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasi-phala

ମେଷ ରାଶି : ଅସଜତା କାରଣରୁ ଆଜି ବୈବାହିକ ଜୀବନରେ ନିଜକୁ ଫସିରହିଥିବା ମନେ କରିବେ , ଜି ଭାଗିଦାରୀଙ୍କୁ ମୁସକିଲର ସାମ୍ନାକରିବାକୁ ପଡିପାରେ , ଆପଣଙ୍କ ମନରେ ଉଥଳ ପୁଥଲ ହେଉଛି, କେଉଁ ଫଇସଲା କିମ୍ବା ସ୍ଥିତିରେ ସାମିଲ୍ ନ ହୁଅନ୍ତୁ , ଯେବେ ଠିକ୍ ଭାବେ ବୁଝିପାରିନଥିବେ , ଆଜି ଛୁଆ କେଉଁ କଥାକୁ ନେଇକରି ଆପଣଙ୍କୁ ନାରାଜ୍ ହୋଇପାରନ୍ତି । ଆପଣ ତାଙ୍କୁ ଟିକିଏ ସମୟ ଦେବାର ଆବଶ୍ୟକତା ଅଛି , ।

ବୃଷ ରାଶି : ଆଜି ଆପଣ ଯେଉଁ କାର୍ଯ୍ୟକୁ ମନ ଲଗାଇକରିବେ ତାହା ନିଶ୍ଚିତ ଭାବେ ଆପଣଙ୍କୁ ସଫଳତା ଦେବ , ଆପଣଙ୍କ ପରିବାର ସଂବନ୍ଧ ଚିନ୍ତାଯୁକ୍ତ ହୋଇପାରେ , ଯାହାପାଇଁ ଆପଣ ଦୁଃଖି ଅନୁଭବ କରିବେ , ଏହି ରାଶିର ବିବାହିତଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଛି , ଆପଣଙ୍କ ସଫଳତା ସୁନିଶ୍ଚିତ ମିଲିବ , ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିପାରିବ , ସୁର୍ଯ୍ୟାସ୍ତ ସମୟରେ କେଉଁ ଶିବ ମନ୍ଦିରରେ ଯାଇକରି ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ।

ମିଥୁନ ରାଶି : ଆଜି ଆପଣଙ୍କ ଦାରିଦ୍ରତା ଦୁର ହେବାକୁ ଯାଉଛି , କର୍ମ ବ୍ୟସ୍ତତାରେ ସମୟ ଅତିବାହିତ ହେବ , କିଛି ଜିନିଷ ତୟ ସମୟରୁ ବିଳମ୍ବରେ ହେବ , ଯାତ୍ରା ପାଇଁ ଶୁଭ ଦିନ ଅଛି । ଯଦି ଆପଣ କେଉଁ ଆଡେ ଯିବାକୁ ଚାହୁଁଛନ୍ତି ,ତେବେ ଯାଇପାରିବେ , ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ , ଆଜି କାହା ସହ କଥାବାର୍ତ୍ତା ବେଳେ ବିନମ୍ର ସ୍ୱଭାବର ପ୍ରୟୋଗ କରିବା ଉଚିତ୍ । ଏଥିରେ ଲୋକଙ୍କର ପ୍ରଭାବ ପଡୀବ , ଅଫିସରେ କିଛି ମାମଲା ଆଜି ବୁଝାମଣା ହୋଇପାରେ ।

କର୍କଟ ରାଶି : ଲଭ ମେଟ୍ ଙ୍କ ସହ ଭଲ ସଂବନ୍ଧ ହେବ , ଇଚ୍ଛିତ ସଫଳତାପାଇଁ ଯୋଜନାକୁ ପରିବର୍ତ୍ତନ କରିବାକୁ ପଡିପାରେ , ଏକ ବଡ ସଉଦା ଅନ୍ତିମ ରୁପ ନେଇପାରେ , ଆପଣ ନିଜ ନିକଟ ଓ ପ୍ରିୟ ଲୋକଙ୍କ ସହ ବୁଲିବାକୁ ଯାଈପାରନ୍ତି । ଅଚାନକ ମନ ପରିବର୍ତ୍ତନ ଆସିପାରେ, ଯାହା ଫାଈଦା ଦାୟକ ହେବ , ମନୋବଳ ଦୁର୍ବଳ ହୋଇପାରେ ମନରେ ଅସୁରକ୍ଷିତ ଭାବନା ଆସିପାରେ,  ଅଫିସରେ କାମକୁ ନେଇ ମାଲିକ ପ୍ରଶଂସା କରିପାରନ୍ତି ।

ସିଂହ ରାଶି : ଆଜି ଆପଣଙ୍କ ବିତ୍ତ ପାଇଁ ମିଶ୍ରିତ ଦିନ ରହିବ । ଆପଣଙ୍କ ଅଫିସ୍ ରେ ସହଯୋଗୀଙ୍କର ସହଯୋଗ ମିଳିବ , ବରିଷ୍ଠ କାମର ପ୍ରଶଂସା କରିବେ , କିନ୍ତୁ ଖର୍ଚ୍ଚ ବଢିବ , କିଛି ଭୁଲ୍ କାମ କରନ୍ତୁ ନାହିଁ । ଦିନ ସାରା ଆଳସ୍ୟରେ ଅତିବାହିତ କରିବେ , ସରକାରୀ କର୍ମଚାରୀଙ୍କ ପାଇଁ ଦିନ ଶୁଭ ଅଛି ।

କନ୍ୟା ରାଶି : ଆଜି ଧନ ଲାଭ ସାମାନ୍ୟ ରହିବ । ଆଇନଗତ ସଂବନ୍ଧିତ ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ , ସୌହାର୍ଦ ପୁର୍ଣ୍ଣ ପରିବାରିକ ଜୀବନ ରହିବ , ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ , ଆପଣଙ୍କ ମନରେ କେଉଁ ନା କେଉଁ ଜିନିଷକୁ ନେଇକରି ସନ୍ଦେହ ଦେଖାଯିବ । ସମୟରଅଭାବ କାରଣରୁ ପରିବାର ଲୋକଙ୍କ ସହ କିମ୍ବା ବନ୍ଧୁଙ୍କ ସହ ଇଚ୍ଛା ପୁରା କରିପାରିବେ ନ୍ହାହିଁ ॥

ତୁଳା ରାଶି : ଚାକିରି ପାଇଁ ସଂଘର୍ଷ କରିବାକୁ ପଡିପାରେ , ଆପଣଙ୍କ କୁହାଯାଇଥିବା କଥାରେ କିଛି ସମସ୍ୟା ଆସିପାରେ , ବିପଦପୁର୍ଣ୍ଣ କାର୍ଯ୍ୟ ହୋଇପାରେ , ଯଦି ସଫଳ ହେବାକୁ ଅଛି ତେବେ ବ୍ୟର୍ଥର ଝଗଡାରେ ବଞ୍ଚନ୍ତୁ , ଓ ସବୁ ଧ୍ୟାନ ନିଜ ପରିଶ୍ରମରେ ଦିଅନ୍ତୁ , ନିଜ ଜୀବନରେ କିଛି ଅସୁବିଧା ଆପଣଙ୍କୁ ଚିନ୍ତିତ କରିପାରେ ।

ବିଛା ରାଶି : ଭବନ ସୁଖରେ ବୃଦ୍ଧି ହେବ , ପରିକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଚାକିରି ସନ୍ଧାନରେ ଶୁଭ ପରିଣାମ ମିଳିବ , ଆଜି ଆପଣଙ୍କୁ ନିୟନ୍ତ୍ରଣ ରଖିବାର ଦରକାର ଅଛି , ସବୁଦିନ କାମରେ ଯୋଡୀହୋଇଥିବା କିଛି ଅସୁବିଧା ହୋଇପାରେ , ଲଭ୍ ଲାଇଫ୍ ଉନ୍ନତି ସ୍ରୋତ ରହିବ । ବୈବାହିକ ଜୀବନ ସୁଖଦ ପରିଣାମ ଦେବ ।

ଧନୁ ରାଶି : ଆଖପାଖ ଲୋକେ ପ୍ରଶଂସା କରିବେ , ବିପଦପୁର୍ଣ୍ଣ ଜମାନତ କାର୍ଯ୍ୟରୁ ଟାଳନ୍ତୁ , ଚାକିରିରେ ଅଧିକାରୀଙ୍କ ଉପେକ୍ଷା ବଢିବ , ବେପାର ଓ ବ୍ୟବସାୟରେ ଭଲ ରହିବ , ଦାଂମ୍ପତ୍ୟ ଜୀବନରେ ପ୍ରେମ ଓ ବିଶ୍ୱାସ ବଢିବ , ସବୁ ମିଶାଈକରି ଏହି ଦିନ ବଢିଆ ଯାଉଛି , ଆଜି ଶାରରୀକ ରୁପରେ ଥକାପଣ ଅନୁଭବ କରିବେ , ଆପଣ ନୁଆ ଲୋକଙ୍କ ସହ ସାକ୍ଷାତ କରିପାରନ୍ତି । ଉତ୍ସାହର ବୃଦ୍ଧି ହେବ ।

ମକର ରାଶି : ଆଜି ଆପଣ ଖୋଲାମନ ଓ ସବୁ କଥାକୁ ଉତ୍ସାହ ପୁର୍ଣ୍ଣ ଶୁଣିବାକୁ ଇଚ୍ଛାପ୍ରକାଶ କରିବେ , ଆପଣ ଯାହା ଚାହୁଁଛନ୍ତି ତାହା ବିଷୟରେ ସ୍ପଷ୍ଟ କରନ୍ତୁ , କେଉଁ କାର୍ଯ୍ୟ ପାଇଁ ଚିନ୍ତା ରହିବ , ଲାଭର ଅବସର ପ୍ରାପ୍ତି ହେବ , ପ୍ରସନ୍ନତାର ମାହୋଲ ରହିବ , କେଉଁ ଅନ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବାପରିବର୍ତ୍ତେ ନିଜର ଭାଗ୍ୟକୁ ଦେଖନ୍ତୁ , ନିଜ ଶଶୁରଘର ଲୋକଙ୍କ ସହ ଝଗଡା ହୋଇପାରେ , ଉଚିତ୍ ବିଚାର୍ ପରେ ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ।

କୁମ୍ଭ ରାଶି :ଆଜି ଅଟକିଥିବା ଧନ ଫେରିପାରିବେ , ଯଦି କାହାକୁ ପ୍ରେମ କରୁଛନ୍ତି , ତେବେ ନିଜ ପ୍ରେମରେ ସଫଳ ହେବେ , ଆଜିର ଦିନ ବହୁତ ଶୁଭ ଅଛି , ବିଦେଶ ଯାତ୍ରାର ଯୋଗ ରହୁଛି , ନୁଆ ବେପାରିକ ଅନୁବନ୍ଦ ହୋଇପାରେ , ମହତ୍ତ୍ୱପୁର୍ଣ୍ଣ ପ୍ରସ୍ତାବ ପ୍ରାପ୍ତି ହେବ , ଚାକିରିରେ ପ୍ରତିଯୋଗିତା ଓ ଉଚ୍ଚ ଅଧ୍ୟୟନ ପ୍ରବେଶ ପାଇଁ ପ୍ରୟାସରତ ଜାତକରୁ ସଫଳତା ମିଳିବ ।

ମୀନ ରାଶି : ଆଜି ଆପଣଙ୍କୁ ଉତ୍ସାହପୁର୍ଣ୍ଣ ସୁଚନା ମିଳିବ , ଆପଣଙ୍କ ହରାଈଥିବା ଧନ ଫେରିପାରିବେ , ଓ ତାହା ସହ ମାଲାମାଲ୍ ହେବାର ଯୋଗ ନଜର ଆସୁଛି , ଶତ୍ରୁ ସକ୍ରିୟ ରହିବେ , ଷଡଯନ୍ତ୍ରରୁ ବଞ୍ଚନ୍ତୁ , ବାଣିରେ କଟୁ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ , ବିବାଦ ହୋଇପାରେ , ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସ୍ୱାସ୍ଥ୍ୟ ଅବସ୍ଥା ପ୍ରବାଭିତ ହୋଇପାରେ , ଚିଡଚିଡ ରହିବେ , ଏଥିପାଇଁ ଆପଣଙ୍କୁ ସାବଧନତା ରହିବାକୁ ହେବ , ଦିନ ବହୁତ ଜଲଦି ସରିଯିବ , କିଛି ନୁଆ ମଜାଦାର୍ ଲୋକଙ୍କ ସହ ସାକ୍ଷାତ ହୋଇପାରେ ।

Leave a Reply

Your email address will not be published. Required fields are marked *