24 ଘଣ୍ଟାରେ ଦେଶରେ 1,088 କୋଭିଡ୍‌-19 ଆକ୍ରାନ୍ତ; 26 ଜଣ ମୃତ । ପୁଣି ହେବ ଲକଡାଉନ

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତକାଲି ଦେଶର ଦୈନିକ କରୋନା ଭାଇରସ ସଂକ୍ରମଣ ସଂଖ୍ୟା 800 ରୁ କମ ଥିବାବେଳେ ଆଜି 1000 ରୁ କିଛି ଅଧିକ ହୋଇଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନା ଅନୁସାରେ ବୁଧବାର ସକାଳ 8 ଟା ସୁଦ୍ଧା ସମଗ୍ର ଦେଶରେ 24 ଘଣ୍ଟା ମଧ୍ୟରେ 1,088 କରୋନା ଭାଇରସ ଜନିତ ନୂତନ ସଂକ୍ରମଣ ଏବଂ 26 ମୃତ୍ୟୁ ରେକର୍ଡ କରାଯାଇଛି ।

24 ଘଣ୍ଟାରେ ଚିହ୍ନଟ ହୋଇଥିବା 1,088 ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 4,30,38,016ରେ ପହଞ୍ଚିଛି। ବିଗତ 24 ଘଣ୍ଟାରେ ହୋଇଥିବା 6 ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋରନା ଜନିତ ମୃତ୍ୟୁସଂଖ୍ୟା 5,21,736ରେ ପହଞ୍ଚି ଜାଇଛି ।

corona

ତେବେ ଗତ 24 ଘଣ୍ଟାରେ କୋରନା ସଂକ୍ରମଣରୁ ସୁସ୍ଥ ହୋଇଥିବା 1081 ଜଣ ଆକ୍ରାନ୍ତଙ୍କୁ ମିଶାଇ ସଂମ୍ପର୍ଣ୍ଣ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି 4,25,05,410। ଏହା ସହିତ ଏବେ ଦେଶରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 10870। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା 6 ଟା ସୁଦ୍ଧା ସମୁଦାୟ 1,86,07,06,499 ହିତାଧିକାରୀଙ୍କୁ ଟିକା ଦିଆ ସରିଛି ।

ICAMR ରିପୋର୍ଟ ଅନୁସାରେ କରୋନା ର ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ 79,45,25,202 ଟି ନମୁନା ପରୀକ୍ଷା କରାଯାଇଛି। ସେହି ପରି ଗତକାଲି ପରୀକ୍ଷା କରାଯାଇଛି 4,06,251ଟି ନମୁନା। ତେବେ ବନ୍ଧୁଗଣ ଏହା ଥିଲା ବର୍ତମାନ ସମୟ ର ବଡ ରିପୋର୍ଟ କୋରନା କୁ ନେଇ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *