ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ବି ସଲମାନ ଖାନ୍ ଙ୍କ ଫିଲ୍ମ ବଜରଙ୍ଗି ଭାଇ ଜାନ ର ଆସେ ତେବେ ସବୁଠୁ ପ୍ରଥମେ ସେହି ଫିଲ୍ମ ର ଚାଇଲ୍ଡ ଅଭିନେତ୍ରୀ ମୁନି ର ଆସେ ଜାହାଙ୍କ ଏହି ଚରିତ୍ର ରେ ହିଁ ଫିଲ୍ମ ରେ ଜିବନ ଭରି ଦେଇ ଥିଲେ । ସେମିତି ରେ ଆଜି ଏହି ଫିଲ୍ମ ରିଲିଜ୍ ହେବାକୁ 6 ବର୍ଷ ହୋଇ ସାରିଛି । ଏବଂ ବିତୁ ଥିବା ବର୍ଷ ରେ ମୁନି ର ଅଭିନୟ କରୁଥିବା ଏହି ଛୋଟ ପିଲା ବହୁତ ପରିମାଣ ରେ ବଦଳି ସାରିଛି । ଏତେ ପରିମାଣ ରେ ପରିବର୍ତନ ହୋଇ ସାରିଛନ୍ତି କି ଆପଣ ମାନେ ପ୍ରଥମ ନଜର ରେ ଚିହ୍ନିବି ପାରିବେ ନାହିଁ ।
ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ମୁନି ବିଷୟ ରେ କହିବୁ । ବଜରଙ୍ଗୀ ଭାଇଜାନ୍ 17 ଜୁଲାଇ 2015 ରେ ବକ୍ସ ଅଫିସ୍ ରେ କେଉଁ ପରି ଭାବେ ଧମାଲ୍ ମଚାଇ ଥିଲା ଏବଂ ତାହାକୁ ବ୍ଲକ୍ ବାଷ୍ଟର ବୋଲି ସାବ୍ୟସ୍ତ କରା ଜାଇ ଥିଲା । ସେମିତି ରେ ଆମେ ଯେଉଁ ଶିଶୁ କଳାକାର ମୁନୀ , ଜାହାଙ୍କ ଅସଲ ନାମ ହେଲା ହର୍ଶଲୀ ମାଲହୋତ୍ରା ସେହି ପରି ଭାବେ ହର୍ଶାଲୀ ମଲହୋ ନିଜର ଇନଷ୍ଟା ଗ୍ରାମ୍ ଏକାଉଣ୍ଟ ରେ ନୂଆ ନୂଆ ଏବଂ ଆକର୍ଶିତ ଫୋଟ ଏବଂ ହଟ ଭିଡ଼ିଓ କୁ ସେୟାର କରୁଛନ୍ତି । ତେବେ ଆପଣ ମାନଙ୍କୁ ଏଠାରେ କହିବୁ କି ହର୍ଶାଲୀ ମଲହୋତ୍ରା ଙ୍କ ଜନ୍ମ 2008 କୁ ମୁମ୍ବାଇ ମହାରାଷ୍ଟ୍ରା ରେ ହୋଇ ଥିଲା ।
ସେହି ପରି ବେଳେ ବର୍ତମାନ ସମୟ ରେ ସେ ଫିଲ୍ମ ସହିତ ବହୁତ ବିଜ୍ଞ୍ୟାପନ ରେ ନଜର ଆସି ସାରିଛନ୍ତି । ସେହି ପରି ବେଳେ କରିନା କୋପୁର ଏବଂ କଟ୍ରାନୀ କୈଫ୍ ହର୍ଶାଲୀ ମଲହୋ ଙ୍କ ଫେବରେଟ୍ ହିରୋଇନ୍ ଅଟେ ସେ ସେମାନଙ୍କ ପରି ହିଁ ବହୁତ ବଡ ଅଭିନେତ୍ରୀ ବନିବା ପାଇଁ ଚାହୁଁଛନ୍ତି । ହେଲେ୍ ବର୍ତମାନ ସମୟ ରେ ହର୍ଶାଲୀ ମଲହୋତ୍ରା ନିଜର ପାଠ ପଢା ଉପରେ ଫୋକସ୍ କରୁଛନ୍ତି ।
ଏମିତି ବି ହୋଇ ପାରେ ହର୍ଶାଲୀ ମଲହୋ ଆସୁ ଥିବା ଫିଲ୍ମ ରେ ସେ ବହୁତ ଜଲ୍ଦି ଡେଭ୍ୟୁ ବି କରିବା ପାରନ୍ତି । ତେବେ ହର୍ସାଲି ମଲହୋତ୍ରା ଙ୍କ ବାପା ଙ୍କ ନାମ ବିପୁଲ ମଲହୋତ୍ରା ଅଟେ । ଏବଂ ମାଆ ଙ୍କ ନାମ କାଜଲ ମଲହୋତ୍ରା ତାଙ୍କର ଜଣେ ଭାଇ ବି ରହିଛି ଜାହାଙ୍କ ନାମ ହାର୍ଦ୍ଧିକ ମଲହୋତ୍ରା ଅଟେ । ତେବେ ବର୍ତମାନ ସମୟ ରେ ହର୍ସାଲି ଙ୍କର ଏକ ୟୁଟ୍ୟୁବ ଚେନ୍ନାଲ ରହିଛି । ଯେଉଁଥିରେ କିଛି ଭିଡ଼ିଓ ମଧ୍ୟ ସେ ଆପଲୋର୍ଡ କରିଛନ୍ତି । ତେବେ ଆପଣ ମାନଙ୍କୁ ହର୍ସାଲି ଙ୍କ ଅଭିନୟ କେମିତି ଲାଗେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।