e-Shram Card ଥିଲେ ଆପଣ ବି ପାଇ ପାରିବେ ଟଙ୍କା । ହେଲେ କରିବାକୁ ହେବ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଇ-ଶ୍ରମ କାର୍ଡ ବିଷୟ ରେ ଜାଣିଥିବେ ଆପଣ ମାନେ ଏହି କାର୍ଡ କୁ ବନେଇ ମଧ୍ୟ ଥିବେ । ଯାହାକି ଯେଉଁମାନେ ଅସଂଙ୍ଗଠିତ ଶ୍ରମିକ ଏବଂ ଅନ ଅଗ୍ରାନାଇଜ ୱାର୍କର ସେମାନେ ମଧ୍ୟ ଏହି ଇ-ଶ୍ରମ କାର୍ଡ କୁ ବନେଇବେ । ତେବେ ଇ-ଶ୍ରମ କାର୍ଡ ରେ ଆଗକୁ ଆସିଛି ଇଲେକ୍ସନ ତେବେ ଏମିତି ରେ ବହୁତ ଲୋକ ମାନେ ଭାବୁଛନ୍ତି । ଏହିଥିରେ ଲୋକ ମାନଙ୍କୁ ଟଙ୍କା ମିଳିବ କି । ତେବେ ଆମେ ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ଦେବୁ ।

ତେବେ ଆମେ ଆପଣ ମାନଙ୍କୁ ଜଣେଇବୁ କି ଆମ ପାଖକୁ ବହୁତ ଲୋକ ମାନେ କମେଣ୍ଟ କରିଛନ୍ତି । କି ଇ-ଶ୍ରମ କାର୍ଡ ରେ ଏବେ ଟଙ୍କା ମିଳିବ କି ତେବେ ଆପଣ ମାନେ ଜଣେଇ ଦେବୁ କି କିଛି ଦିନ ତଳେ ଇୟୁପି ରେ ମଧ୍ୟ ସରକାର 500-500 କରି ଟଙ୍କା ଦେଇଛନ୍ତି । ଯାହାକି 2000 ଟଙ୍କା ସେମାନେ ପାଇଛନ୍ତି । ଠିକ୍ ସେମିତି ଆମ ଓଡିଶା ରେ ବହୁତ ସାରା ଭିଡ଼ିଓ ରହିଛି । ଯେଉଁଥିରେ ପଇସା ମିଳିବ ବୋଲି କୁହାଜାଉଛି ।

shram card

ତେବେ ଜାହା ଫଳ ରେ ବହୁତ ଲୋକ ମାନେ କନଫ୍ୟୁଜ ରହିଛନ୍ତି। କି ସେମାନଙ୍କୁ ପଇସା ମିଳିବ କି ନାହିଁ । ତେବେ ଆପଣ ମାନେ ଜାଣି ରଖନ୍ତୁ ଏ ପର୍ଯ୍ୟନ୍ତ ଏହାକୁ ନେଇ କିଛି ସେମିତି ସୂଚନା ଆସିନାହିଁ । କି ଇ- ଶ୍ରମ କାର୍ଡ ରେ କାହାକୁ ପଇସା ମିଳିବ ବୋଲି । କାରଣ ଆପଣ ମାନେ ଜାଣି ଥିବେ ଇ- ଶ୍ରମ କାର୍ଡ ଯେତେ ବେଳେ ଆପ୍ଲାୟ କରିଥିଲେ ଅଲଗା ଅଲଗା କେଟାଗୋରୀ ରହିଥିଲା । କିଏ ଶ୍ରମିକ ଏବଂ କିଏ ଫାର୍ମର ଭାବେ ରହିଥିଲା ଆଉ ଆପଣ ମାନେ ଆପ୍ଲାୟ କରିଥିବେ କେଉଁ କେଟାଗୋରୀ ରେ ଆପ୍ଲାୟ କରିଥିଲେ କମେଣ୍ଟ କରିବେ ।

ତେବେ ବର୍ତମାନ ସମୟ ରେ ଇ- ଶ୍ରମ କାର୍ଡ ରେ ସେମିତି କିଛି ପଇସା ଆସିବ ବୋଲି ସୂଚନା ନାହିଁ ହେଲେ ଓଡିଶା ରେ ଲେବର କାର୍ଡ ରେ ପଇସା ଆସିଥିଲା । ଯାହା ପାଇଁ ଅଲଗା ଅଲଗା ସ୍କିମ୍ ରହିଛି ଯେଉଁ ଥିରେ ଉପଭୋକ୍ତା ପଇସା ପାଇଥିଲେ । ହେଲେ ବର୍ମାନ ସମୟ ରେ ଇ- ଶ୍ରମ କାର୍ଡ କୁ ନେଇ ସେମିିତି କିଛି ଆଲାଉନ୍ସ ହୋଇ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *