ବାବା ଭାଙ୍ଗା ଋଷିଆକୁ ନେଇ କରିଥିବା ଏହି ଭବିଷ୍ୟବାଣୀ ସତ ହେବ କି?

Vangelia Pandeva

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭବିଷ୍ୟ ବାଣୀ କୁ ନେଇ କିଛି ଲୋକ ମାନେ ବିଶ୍ୱାସ କରୁ ଥିବା ବେଳେ ଆଉ କିଛି ଲୋକ ମାନେ ବିଶ୍ୱାସ କରନ୍ତି ନାହିଁ । ଦୁନିଆଁ ରେ ଅନେକ ବଡ ବଡ ଜ୍ୟୋତିଷ ବିଦ୍ ମାନେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଏମିତି କିଛି ଜ୍ୟୋତିଷ ବିଦ୍ ମାନେ ରହିଛନ୍ତି । ଯେଉଁ ମାନେ ଭବିଷ୍ୟବାଣୀ କରି ଚର୍ଚ୍ଚା ରେ ରହିଥାନ୍ତି । ଦୁନିଆଁ ରେ ସବୁଠାରୁ ବଡ ଜ୍ୟୋତିଷ ବିଦ୍ କହିଥିଲେ ସର୍ବ ପ୍ରଥମେ ନାମ ଆସେ ବୁ‌ଲଗେରିଆର ର ପ୍ରସିଦ୍ଧ ଜ୍ୟୋତିଷବିଦ୍ ଭାନଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ୍ ବାବା ଭାଙ୍ଗା ଙ୍କର ।

Vangelia

ତେବେ ବାବା ଭାଙ୍ଗା ଅନେକ ଜ୍ୟୋତିଷ ବାଣୀ କରିଛନ୍ତି । ଆଉ ସେହିଥି ମଧ୍ୟରୁ ଅନେକ ସତ୍ୟ ମଧ୍ୟ ପ୍ରମାଣିତ ହୋଇଛି । ବାବା ଭାଙ୍ଗା ମୃତ୍ୟୁ ପୂର୍ବରୁ 5079 ମସିହା ପର୍ଯ୍ୟନ୍ତ ସେ ଭବିଷ୍ୟବାଣୀ କରିଜାଇ ଥିଲେ । ତାଙ୍କର ଭବିଷ୍ୟବାଣୀ ମଧ୍ୟରୁ 85 ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି ବୋଲି ଅନେକ ରିପୋର୍ଟ ରୁ ଜଣା ପଡିଛି । 2004 ରେ ଆସି ଥିବା ସୁନାମୀ ସଂମ୍ପର୍କ ରେ ଏହି ଜ୍ୟୋତିଷବିଦ୍ ଭାନଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ୍ ବାବା ଭାଙ୍ଗା ଭବିଷ୍ୟତବାଣୀ କରିଜାଇ ଥିଲେ ।

2021 ରେ ପଙ୍ଗପାଳ ସାରା ବିଶ୍ୱର ଫସଲ କୁ ନଷ୍ଟ କରିଦେବେ ବୋଲି ସେ ମଧ୍ୟ ଆଗରୁ କହିଥିଲେ । ତେବେ ବନ୍ଧୁଗଣ ମିଳିଥିବା କେତେକ ରିପୋର୍ଟ ଅନୁସାରେ ଋଷିଆ ସଂମ୍ପର୍କ ରେ ଦେଇ ଥିବା ମତ ବର୍ତମାନ ସମୟ ରେ ସତ ହେବାକୁ ଯାଉଛି ବୋଲି କୁହାଜାଇଛି । ତେବେ ଋଷିଆ ସଂମ୍ପର୍କ ରେ ବାବା ଭାଙ୍ଗା କରିଥିବା ଭବିଷ୍ୟବାଣୀ ହେଉଛି ।

Vangelia Pandeva Gushterova

ଋଷିଆ ଦୁନିଆଁ ର ସ୍ୱାମୀ ହୋଇଯିବ । ଏବଂ ୟୁରୋପ ମରୁଭୂମି ପାଲଟିବ । ଏହା ପରେ ଋଷିଆ କୁ ଚାହିଁଲେ ବି କେହି ଅଟକେଇ ପାରିବେ ନାହିଁ । ସବୁ କିଛି ବରଫ ପରି ତରଳି ଯିବ । ତେବେ ଦେଖୁ ଦେଖୁ ଭ୍ଲାଦିମିର୍ ପୁଟିନ୍‌ଙ୍କ ଗୈରବ ବାନା ଚାରିଆଡେ ଉଡିବ । କେହିବି ଋଷିଆ ର ସାମ୍ନା କୁ ଆସିବା ପାଇଁ ସାହାସ କରିବେ ନାହିଁ । ଆଗାମୀ ସମୟ ରେ ଋଷିଆ ବିଶ୍ୱକୁ ଶାସନ କରିବ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *