ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁହଁ ଫେରେଇ ଦେବେ କି ଜନତା ରାଜବୀର କୁ ଆଉ ମିଳିବ ନାହିଁ କି ସାହାଯ୍ୟ ଦିଆଜାଇ ପାରିବ ନାହିଁ କି 16 କୋଟି ଟଙ୍କା ର ଇଞେୀକ୍ସନ ବାଟ ବଣା ହେଉଛି କି ଲୋକ ମାନଙ୍କ ସାହାଯ୍ୟ ଟଙ୍କା ପିଲା ପାଇଁ ବାହାରୁଥିବା ଲୁହ କୁ ବ୍ୟବହାର କଲେକି ଦଲାଲ ମାଆ ଲୁହ ଏବଂ ଚିତ୍କାର ପଛରେ ଚାଲୁଥିଲା କି ଫାଇଦା ର ହିସାବ ଏହି ଭଳି ସବୁ ପ୍ରଶ୍ନ ଏବେ ସମସ୍ତ ଙ୍କ ମୁହଁରେ ରାଜବୀର ଙ୍କ ଜିବନ ପାଇଁ କଷ୍ଟ ଅର୍ଜିତ ଟଙ୍କାରୁ ଲୋକ କଷ୍ଟ ଅର୍ଜିତ ଟଙ୍କା ସାହାଯ୍ୟ କରୁଥିଲେ ।
ସେହି ଟଙ୍କା କୁ ନେଇ ଏବେ ଉଠିଛି ପ୍ରଶ୍ନ ଏବଂ ଉଠିଛି ଝଡ । ପୁଅ ପାଇଁ ମାଆ ର ଲୁହ ଲୋକଙ୍କ ଟଙ୍କା ଏବଂ ମିଝିରେ ଫାଇଦା ଉଠାଉ ଥିଲେ କିଛି ସାଧୁ ଭୂମିକା ନେଇ ଅସୁଧା ଲୋକ ରାଜବୀର ଙ୍କ ମାଆଙ୍କ ଲୁହ ଏବଂ ଚିତ୍କାର ସାରା ଓଡିଶା ସୁଣିଛି । ପୁଅ ର ଚିକିତ୍ସା ପାଇଁ 16 କୋଟି ଆବଶ୍ୟକ ଥିବା କହି ମାଆ ଙ୍କର ଆଖିରୁ ଲୁହ ସୁଖୁ ନଥିଲା ସାଧାରଣ ଲୋକ ମାନଙ୍କୁ ନିବେଦନ କରୁଥିଲେ ରାତି ଦିନ ଗିରିବ ଠୁ ଧନୀ ରାଜବୀର ଙ୍କୁ ଦାନ କରିବାକୁ ସାମ୍ନା କୁ ଆସିଲେ ଆଉ ସେହିଠି ଧିରେ ଧିରେ ଏହି ମଧ୍ୟରେ ପସିଛନ୍ତି ଦଲାଲ୍ଲ ।
ଜାହାଙ୍କ ପାଇଁ ରାଜବୀର ଙ୍କ ଜିବନ ଅପେକ୍ଷା ନିଜ ଫାଇଦା କୁ ଲୋକ ଆଗ ଦେଖୁଛନ୍ତି । ରାଜବୀର ଙ୍କ ପାଖା ପାଖି ରହୁଥିଲେ ହେଲେ ନିଜ ଫାଇଦା ର ହିସାବ ଆଗ କରୁଥିଲେ । ଟଙ୍କା ମାଗୁଥିଲେ ରାଜବୀର ଙ୍କ ମାଆ ଙ୍କ ଠୁ । ତେବେ ଏବେ ଲୋକ ମାନଙ୍କ ଭରଷା ଭାଙ୍ଗିବାରେ ଲାଗିଛି ସେହିଥି ପାଇଁ ରାଜବୀର ଙ୍କ ମାଆ କହିଛନ୍ତି । ତାଙ୍କ ପାଖରେ ଏବେ 4 କୋଟି 26 ଲକ୍ଷ ପାଖା ପାଖି ଟଙ୍କା ରହିଛି ସେ ଅନୁରୋଧ କରିଛନ୍ତି ମାନ୍ୟବର ସରକାର ଙ୍କୁ କି ତାଙ୍କ ଠାରୁ ଏହି ଟଙ୍କା ନେଇ ବଳକା ଟଙ୍କା ମିଶେଇ କରି ସେହି ଇଞେୀକ୍ସନ ଦିଆଯାଉ ବୋଲି ।
ଏପେଟ ଛଟପଟ ହେଉଛି ରାଜବୀର ଆଉ କିଛି ଦିନ ହାତରେ ରହିଛି ସେତିକି ସମୟ ରେ ଟଙ୍କା ଯୋଗାଡ ହୋଇ ନପାରିଲେ ପିଲା ର ଜିବନ ବଞ୍ଚେଇବା କଷ୍ଟକର ଅଟେ । ଏହି ସବୁ ଘଟଣା ପରେ ଲୋକ ଏବେ ରାବୀର ଙ୍କୁ ସାହାଯ୍ୟ କରୁଛନ୍ତି ନା ଏହି ଘଟଣା ର ପଡୁଛି କିଛି ଅନ୍ୟ ପ୍ରଭାବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।